ନିଜ ଛୁଆକୁ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲା ମା

ଜବଲପୁର: କୁହାଯାଏ ଦୁନିଆରେ ଛୁଆର ସୁବଠାରୁ ସୁରକ୍ଷିତ ହେଉଛି ମାର ପଣତକାନି। ନିଜ ପିଲାର ସୁରକ୍ଷା ପାଇଁ ମା ନିଜ ଜୀବନକୁ ବାଜି ଲଗାଇପାରେ। ଯାହାର ଦୃଷ୍ଟାନ୍ତ ମଧ୍ୟପ୍ରଦେଶର ଜବଲପୁରରେଦେଖିବାକୁ ମିଳିଛି। ନିଜ ଛୁଆର ଜୀବନ ରକ୍ଷା ପାଇଁ ଜଣେ ମା’ ବାଘ ସହ ଲଢ଼ିଛି। ଖାଲି ସେତିକି ନୁହଁ ବାଘ ମୁହଁରୁ ନିଜ ଛୁଆକୁ ଛଡ଼ାଇ ଆଣିଛି। ମଧ୍ୟପ୍ରଦେଶର ଜବଲପୁର ବାନ୍ଧବଗଡ଼ ବ୍ୟାଘ୍ର  ଅଭୟାରଣ୍ୟର ଇଲାକାରେ ଏଭଳି ଘଟଣା ଘଟିଛି। ଗୁରୁତର ଅବସ୍ଥାରରେ ମା ଏବଂ […]

tiger

tiger

Tapas Behera
  • Published: Wednesday, 07 September 2022
  • Updated: 07 September 2022, 01:13 PM IST

Sports

Latest News

ଜବଲପୁର: କୁହାଯାଏ ଦୁନିଆରେ ଛୁଆର ସୁବଠାରୁ ସୁରକ୍ଷିତ ହେଉଛି ମାର ପଣତକାନି। ନିଜ ପିଲାର ସୁରକ୍ଷା ପାଇଁ ମା ନିଜ ଜୀବନକୁ ବାଜି ଲଗାଇପାରେ। ଯାହାର ଦୃଷ୍ଟାନ୍ତ ମଧ୍ୟପ୍ରଦେଶର ଜବଲପୁରରେଦେଖିବାକୁ ମିଳିଛି। ନିଜ ଛୁଆର ଜୀବନ ରକ୍ଷା ପାଇଁ ଜଣେ ମା’ ବାଘ ସହ ଲଢ଼ିଛି। ଖାଲି ସେତିକି ନୁହଁ ବାଘ ମୁହଁରୁ ନିଜ ଛୁଆକୁ ଛଡ଼ାଇ ଆଣିଛି। ମଧ୍ୟପ୍ରଦେଶର ଜବଲପୁର ବାନ୍ଧବଗଡ଼ ବ୍ୟାଘ୍ର  ଅଭୟାରଣ୍ୟର ଇଲାକାରେ ଏଭଳି ଘଟଣା ଘଟିଛି। ଗୁରୁତର ଅବସ୍ଥାରରେ ମା ଏବଂ ଛୁଆକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତସପ୍ତାହରେ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ଇଲାକା ରୋହନିଆ ଗ୍ରାମରେ ଏକ ବାଘ ଆକ୍ରମଣରେ ଉଭୟ ମା ପୁଅ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ହସପିଟାଲରେ  ଭର୍ତ୍ତି କରାଯାଇଥିବା ଦୁହିଁଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ବାନ୍ଧବଗଡ଼ ବ୍ୟାଘ୍ର ଅଭୟାଣ୍ୟର ମ୍ୟାନେଜର ଲଶଭିତ ଭାରତୀ କହିଛନ୍ତି ଯେ, ଅଭୟାରଣ୍ୟ ବାହାରେ ଏକ ବାଘ ବୁଲୁଥିବା ଆମେ ପୂର୍ବରୁ ସତର୍କ କରାଇଥିଲୁ।  ଳୋକେ ବାଘଟିକୁ ଦେଖିବାକୁ ଚାଲିଯାଉଥିଲେ।

କିନ୍ତୁ  ସମ୍ପୃକ୍ତ ମହିଳା ଜଣକ ବାଘ ବିଷୟରେ ଜାଣି ନଥିଲେ। ଉଭୟ ମା-ପୁଅ  ବାଘ ଆକ୍ରମଣରେ ଆହତ ହୋଇଛନ୍ତି।  ପ୍ରଥମେ ସରକାରୀ ଡାକ୍ତରଖାନା ପରେ ଜବଲପୁର  ମେଡିକାଲକୁ କଲେଜକୁ ସ୍ଥନାନ୍ତର କରାଯାଇଛି।  ଆକମ୍ରଣରେ ଦେଢ଼ ବର୍ଷର ଶିଶୁ ପୁତ୍ରଟି ଆହତ ହୋଇଛି। ବାଘଟି ପିଲାଟିକୁ ଆକ୍ରମଣ କଲା ବେଳେ ମା ପହଞ୍ଚିଯାଇଥିଲା। ହେଲେ ନିଜ ହାତରେ  କିଛି ଅସ୍ତ୍ରଶସ୍ତ୍ର ନଥିଲା। ତଥାପି ବାଘ ସହ ଲଢ଼ିବା ସହ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ବାଘଟିକୁ ଘଉଡ଼ାଇଥିଲେ। ଫଳରେ ବାଘଟି ପଳାଇଯାଇଥିଲା। କିନ୍ତୁ ପିଲାଟିର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ମାର ଶରୀରରେ ଆଘାତ ଲାଗିଛି।

ମହିଳାଙ୍କ ସ୍ୱାମୀ ଭୋଳା ଚୌଧୁରୀ କହିଛନ୍ତି ଯେ, ମହିଳା ଜଣକ ନିଜ ଛୁଆକୁ କ୍ଷେତ ଆଡ଼େ ନେଇଥିବା ବେଳେ ବାଘଟି ଆକ୍ରମଣ କରିଥିଲା। ଉକ୍ତ ଅଞ୍ଚଳରେ ବାଘ ବିଚରଣ କରୁଥିବା ବିଷୟରେ ତାକୁ ଜଣାନଥିଲା। ଏହି ସମୟରେ ବାଘଟି ଆକ୍ରମଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story