ସ୍ୱାମୀର ତଣ୍ଟି କାଟି କିଚେନ୍‌ରେ କବର୍ ଦେଇଦେଲା ସ୍ତ୍ରୀ

ମୁମ୍ବାଇ: ସ୍ୱାମୀ ୭ ଜନ୍ମର ସାଥୀ । ସ୍ତ୍ରୀ ପାଇଁ ସବୁକିଛି । କୁହାଯାଏ, ପତି ପରମେଶ୍ୱର । ହେଲେ ପ୍ରେମ ପାଇଁ ଜଣେ ସ୍ତ୍ରୀ ଅନ୍ଧ ପାଲଟିଯାଇଛି । ପରକୀୟା ପ୍ରୀତି ଲୁଚାଇବାକୁ ଯାଇ ସ୍ତ୍ରୀ ଯାହା କରିଛି ତାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି । ୬ ବର୍ଷର ଝିଅ ଆଗରେ ଘଟାଇଛି ଜଘନ୍ୟ କାଣ୍ଡ । ପ୍ରେମିକ ସହ ମିଶି ପ୍ରଥମେ ସ୍ୱାମୀଙ୍କୁ ହତ୍ୟା କରିଛି ଆଉ ତାପରେ ମୃତଦେହକୁ ନିଜ ରୋଷେଇ ଘରେ […]

deadbody

deadbody

Madhupriya Mistry
  • Published: Wednesday, 02 June 2021
  • Updated: 02 June 2021, 02:34 PM IST

Sports

Latest News

ମୁମ୍ବାଇ: ସ୍ୱାମୀ ୭ ଜନ୍ମର ସାଥୀ । ସ୍ତ୍ରୀ ପାଇଁ ସବୁକିଛି । କୁହାଯାଏ, ପତି ପରମେଶ୍ୱର । ହେଲେ ପ୍ରେମ ପାଇଁ ଜଣେ ସ୍ତ୍ରୀ ଅନ୍ଧ ପାଲଟିଯାଇଛି । ପରକୀୟା ପ୍ରୀତି ଲୁଚାଇବାକୁ ଯାଇ ସ୍ତ୍ରୀ ଯାହା କରିଛି ତାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି । ୬ ବର୍ଷର ଝିଅ ଆଗରେ ଘଟାଇଛି ଜଘନ୍ୟ କାଣ୍ଡ । ପ୍ରେମିକ ସହ ମିଶି ପ୍ରଥମେ ସ୍ୱାମୀଙ୍କୁ ହତ୍ୟା କରିଛି ଆଉ ତାପରେ ମୃତଦେହକୁ ନିଜ ରୋଷେଇ ଘରେ ପୋତିଦେଇଥିଲା । ୧୨ ଦିନ ପରେ ସାମ୍ନାକୁ ଆସିଛି ସତ ।

ମୁମ୍ବାଇର ଦହିସର ଅଂଚଳ । ୨୮ ବର୍ଷିୟ ରସିଦା ସେଖ୍‌, ସ୍ୱାମୀ ରଇସ ସେଖ୍ ଓ ୬ ବର୍ଷର ଝିଅ ସହ ରହୁଥିଲା । ହେଲେ ପ୍ରେମ ସବୁ ବିଗାଡିଦେଲା । ଘର ପାଖରେ ଥିବା ଏକ ଲୁଗା ଦୋକାନରେ ସେଲସମ୍ୟାନ୍ ଭାବେ କାମ କରୁଥିବା ଅମିତ ମିଶ୍ରା ସହ ରସିଦାର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ନିବିଡ ହେଉଥିବା ବେଳେ ଏଥିରେ ଯେମିତି କଣ୍ଟା ସାଜିଥିଲା ସ୍ୱାମୀ ରଇସ । ସେଥିପାଇଁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ ପ୍ରେମିକ ଅମିତ ମିଶ୍ରା ଓ ରସିଦା ।

ମେ ୨୫ ତାରିଖ । ସବୁକିଛି ପ୍ଲାନ ମୁତାବକ ହେଲା । ସେଦିନ ଘରେ ସ୍ୱାମୀ-ସ୍ତ୍ରୀ ଓ ଝିଅ ଏକାଠି ଥିଲେ । ହଠାତ୍ ଘର ଭିତରକୁ ପଶି ଆସିଥିଲା ପ୍ରେମିକ ଅମିତ । ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ସ୍ୱାମୀ ରଇସର ତଣ୍ଟି କାଟିଦେଇଥିଲା । ଏହାପରେ ଉଭୟ ମିଶି ଡେଡବଡିକୁ ରୋଷେଇ ଘରେ ପୋତି ଦେଇଥିଲେ । ଘଟଣାର ୧୨ ଦିନ ପରେ କୁନି ଝିଅଟି ନିଜ ଦାଦାକୁ ସବୁକିଛି କହିଥିଲା । ଏହାପରେ ସାମ୍ନାକୁ ଆସିଥିଲା ସ୍ତ୍ରୀ ଘଟାଇଥିବା ଲୋମହର୍ଷକ ଘଟଣା । ପୁଲିସ ରୋଷେଇ ଘର ଖୋଳି ମୃତଦେହକୁ ଉଦ୍ଧାର କରିଛି । ହତ୍ୟାକାଣ୍ଡରେ ସଂପୃକ୍ତ ସ୍ତ୍ରୀ ଗିରଫ ହୋଇଥିବା ବେଳେ ପ୍ରେମିକ ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story