ମୃତ୍ୟୁକୁ ମାତ୍‌ ଦେଲେ ମହିଳା

ନୂଆଦିଲ୍ଳୀ: ଦ୍ରୁତ ଗତିରେ ଟ୍ରାକ୍‌ ଉପରେ ଗଡ଼ୁଥିଲା ଟ୍ରେନ୍‌। ଆଉ ତାହା ମଝିରେ ଫସି ରହିଥିଲେ ମହିଳା। ଟ୍ରେନ୍‌ର ଛାତି ଫଟା ଗର୍ଜନ ତଳୁ ପୁଣି ଥରେ ଜୀବନ ଫେରିପାଇବେ ବୋଲି ଆଶା ମଧ୍ୟ ହରାଇ ସାରିଥିଲେ। ହେଲେ ମରଣ ମୁହଁରୁ ଫେରି ଆସିଲେ ମହିଳା। ଟ୍ରେନ୍‌ର ଗର୍ଜନ ସତ୍ତ୍ୱେ ନିଶ୍ଚଳ ହୋଇ ପଡ଼ିଥିଲେ। ଶେଷରେ ଟ୍ରାକ୍‌ରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ। ଏହି ଘଟଣା କେଉଁ ଷ୍ଟେଶନର ଜଣା ପଡ଼ି ନ ଥିବାବେଳେ ମହିଳାଜଣକ ରୋହତକର […]

train

train

Niharika Rout
  • Published: Thursday, 18 February 2021
  • Updated: 18 February 2021, 10:35 AM IST

ନୂଆଦିଲ୍ଳୀ: ଦ୍ରୁତ ଗତିରେ ଟ୍ରାକ୍‌ ଉପରେ ଗଡ଼ୁଥିଲା ଟ୍ରେନ୍‌। ଆଉ ତାହା ମଝିରେ ଫସି ରହିଥିଲେ ମହିଳା। ଟ୍ରେନ୍‌ର ଛାତି ଫଟା ଗର୍ଜନ ତଳୁ ପୁଣି ଥରେ ଜୀବନ ଫେରିପାଇବେ ବୋଲି ଆଶା ମଧ୍ୟ ହରାଇ ସାରିଥିଲେ। ହେଲେ ମରଣ ମୁହଁରୁ ଫେରି ଆସିଲେ ମହିଳା। ଟ୍ରେନ୍‌ର ଗର୍ଜନ ସତ୍ତ୍ୱେ ନିଶ୍ଚଳ ହୋଇ ପଡ଼ିଥିଲେ। ଶେଷରେ ଟ୍ରାକ୍‌ରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ। ଏହି ଘଟଣା କେଉଁ ଷ୍ଟେଶନର ଜଣା ପଡ଼ି ନ ଥିବାବେଳେ ମହିଳାଜଣକ ରୋହତକର ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଟ୍ରେନଟି ସିଗନାଲ ଅପେକ୍ଷାରେ ଷ୍ଟେସନରେ ଅଟକିଥିଲା  । ଏହି ସମୟରେ ମହିଳାଜଣଙ୍କ ଟ୍ରେନ୍ ତଳେ ପଶି ଟ୍ରାକ୍‌ ପାର ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ହଠାତ୍ ଟ୍ରେନ୍‌ଟି ଗଡିବାକୁ ଆରମ୍ଭ କଲା । ଏହାପରେ ଅନ୍ୟ ଉପାୟ ନ ପାଇ ମହିଳାଜଣଙ୍କ ଚଳନ୍ତା ଟ୍ରେନ୍ ତଳେ ଶୋଇ ପଡିଥିଲେ । ଟ୍ରେନ୍ ପାର ହେବା ପରେ ଘଟଣାସ୍ଥଳରେ ଥିବା ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ । ମହିଳାଜଣକ ନିଶ୍ଚିତ ମରଣମୁଖରୁ ବର୍ତ୍ତି ଯାଇଥିବା ବେଳେ ନୂଆ ଜୀବନ ଫେରି ପାଇଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story