ଏଠି ଚାକିରି ପାଇଁ ଯୁବତୀଙ୍କୁ କାହା ପାଖରେ ଶୋଇବାକୁ ପଡ଼ିବ: କଂଗ୍ରେସ ନେତା

ବେଙ୍ଗାଲୋରୁ: କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ। କର୍ଣ୍ଣାଟକ କଂଗ୍ରେସ ନେତା ପ୍ରିୟଙ୍କ ଖାଡ଼ଗେ ରାଜ୍ୟରେ ବିଜେପି ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ପ୍ରିୟଙ୍କ ଖାଡ଼ଗେ କହିଛନ୍ତି ଯେ, ରାଜ୍ୟରେ ଦୁର୍ନୀତି ଚରମ ସୀମରେ ପହଞ୍ଚିଛି। ଏଠି ଲାଞ୍ଚ ନଦେଲେ  କିଛି କାମ ହେଉନି। ଟଙ୍କା ନଦେଲେ ଆପଣ ଏଠି ଚାକିରି ଖଣ୍ଡେ ପାଇବେନି।  ପୁରୁଷମାନଙ୍କୁ ଚାକିରି ପାଇଁ ଲାଞ୍ଚ ଦେବାକୁ ପଡ଼ୁଛି। ଯୁବତୀଙ୍କୁ […]

789

789

Tapas Behera
  • Published: Saturday, 13 August 2022
  • Updated: 13 August 2022, 08:18 PM IST

Sports

Latest News

ବେଙ୍ଗାଲୋରୁ: କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ। କର୍ଣ୍ଣାଟକ କଂଗ୍ରେସ ନେତା ପ୍ରିୟଙ୍କ ଖାଡ଼ଗେ ରାଜ୍ୟରେ ବିଜେପି ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ପ୍ରିୟଙ୍କ ଖାଡ଼ଗେ କହିଛନ୍ତି ଯେ, ରାଜ୍ୟରେ ଦୁର୍ନୀତି ଚରମ ସୀମରେ ପହଞ୍ଚିଛି। ଏଠି ଲାଞ୍ଚ ନଦେଲେ  କିଛି କାମ ହେଉନି। ଟଙ୍କା ନଦେଲେ ଆପଣ ଏଠି ଚାକିରି ଖଣ୍ଡେ ପାଇବେନି।  ପୁରୁଷମାନଙ୍କୁ ଚାକିରି ପାଇଁ ଲାଞ୍ଚ ଦେବାକୁ ପଡ଼ୁଛି। ଯୁବତୀଙ୍କୁ ଚାକିରି କାହା ପାଖରେ ଶୋଇବାକୁ ପଡ଼ୁଛି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ପୁଅ

ପ୍ରିୟଙ୍କ ଖାଡ଼ଗେ କହିଛନ୍ତି ଯେ, କର୍ଣ୍ଣାଟରେ ଲାଞ୍ଚ ସରକାର ଚାଲିଛି। ଏଠି ଆପଣ ଟଙ୍କା ବଦଳରେ ଚାକିରି କିଣିବାକୁ ପଡ଼ିବ। ପୂର୍ବରୁ ଲାଞ୍ଚ ସମ୍ପୃକ୍ତି ନେଇ ୨ ଜଣ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସରକାର ପଦବୀ ବିକ୍ରି ପାଇଁ ନିଷ୍ପତି ନେଇଛନ୍ତି। ଏମିତିକି ଚାକିରି ପାଇଁ ଜଣେ ମନ୍ତ୍ରୀ ଯୁବତୀଙ୍କୁ ତାଙ୍କ ପାଖରେ ଶୋଇବା ପାଇଁ ସର୍ତ୍ତ ରଖିଥିଲେ।  ଏହି ବିଭ୍ୟଚାର ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମନ୍ତ୍ରୀ ଜଣକ ଇସ୍ତଫା ଦେଇଥିଲେ।  ସେହିପରି ଜଳସମ୍ପଦ ମନ୍ତ୍ରୀ ଥିବା ରମେଶ ଜାର୍କିହୋଲି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ସେ ‘ସେକ୍ସ ଫର ଜବ’ ସ୍କାଣ୍ଡାଲରେ ସମ୍ପୃତ ଥିଲେ। ସେହିପରି ଜଣେ ସିଭିଲି ଠିକାଦାରଙ୍କ ମୃତ୍ୟୁ ପରେ ଆଉ ଜଣେ ବିଜେପି ମନ୍ତ୍ରୀ କେଏସ  ଇଶ୍ୱରୂପା ଇସ୍ତଫା ଦେଇଥିଲେ। ସେ ୪୦ ପ୍ରତିଶତ କମିଶନ ଦାବି କରୁଥିଲେ ।  ରାଜ୍ୟରେ ଏମିତି ୬୦୦ ପଦବୀ ପାଇଁ ଡିଲ ହୋଇଥିବା ସେ କହିଛନ୍ତି।  ଆସିଷ୍ଟାଣ୍ଟ ଇଞ୍ଜିନିଅର ପାଈଁ ୫୦ ଲକ୍ଷ ଏବଂ ଜୁନିଅର ଇଞ୍ଜିନିଅର ପାଇଁ ୩୦ ଲକ୍ଷ ଟଙ୍କା ଡିଲ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ନେତାଙ୍କ ଏହି ବୟାନକୁ ନେଇ ବିଜେପି କଡ଼ା ସମାଲୋଚନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story