କରୋନା ମୁକାବିଲାରେ ବିଫଳ, ରାଜ୍ୟବାସୀଙ୍କ ଦିଲରେ ଯୋଗୀ !

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନକୁ ୧୦ ମାସରୁ କମ୍ ସମୟ ରହିଛି। ଏହା ପୂର୍ବରୁ କୋଭିଡ୍ ମୁକାବିଲା ନେଇ ଯୋଗୀ ସରକାରର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରୁ ଆସ୍ଥା ତୁଟିନି। ବିଧାନସଭା ନିର୍ବାଚନ ନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରୁ ଏପରି ଫଳାଫଳ ଆସିଛି। ଆଇଏଏନଏସ ସର୍ଭେ ରିପୋର୍ଟ ଅନୁଯାୟୀ ୫୨ ପ୍ରତିଶତ କହିଛନ୍ତି ଯୋଗୀ ସରକାର କୋଭିଡ ମୁକାବିଲାରେ ବିଫଳ ହୋଇଛନ୍ତି। କିନ୍ତୁ ଏହାପରେ ବି ଗୋଟିଏ ବଡ ଭାଗ […]

yogi

yogi

Subhransu Sekhar
  • Published: Friday, 09 July 2021
  • Updated: 09 July 2021, 07:21 PM IST

Sports

Latest News

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନକୁ ୧୦ ମାସରୁ କମ୍ ସମୟ ରହିଛି। ଏହା ପୂର୍ବରୁ କୋଭିଡ୍ ମୁକାବିଲା ନେଇ ଯୋଗୀ ସରକାରର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରୁ ଆସ୍ଥା ତୁଟିନି। ବିଧାନସଭା ନିର୍ବାଚନ ନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରୁ ଏପରି ଫଳାଫଳ ଆସିଛି।

ଆଇଏଏନଏସ ସର୍ଭେ ରିପୋର୍ଟ ଅନୁଯାୟୀ ୫୨ ପ୍ରତିଶତ କହିଛନ୍ତି ଯୋଗୀ ସରକାର କୋଭିଡ ମୁକାବିଲାରେ ବିଫଳ ହୋଇଛନ୍ତି। କିନ୍ତୁ ଏହାପରେ ବି ଗୋଟିଏ ବଡ ଭାଗ ଯୋଗୀ ପୁଣିଥରେ ସରକାର ଗଢ଼ିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ମାତ୍ର ୩୭ ପ୍ରତିଶତ ଲୋକ କହିଛନ୍ତି ଯୋଗୀ ପୁନର୍ବାର ସରକାର ଗଢ଼ିପାରିବେ ନାହିଁ।

ନିକଟରେ ବିଜେପି ଜିଲ୍ଲା ପରିଷଦ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। ଏହାପରେ ବିଜେପି ଟିକିଏ ଅଧିକ ଉତ୍ସାହିତ ରହିଛି। ମୋଟ୍ ୭୫ ବିଧାନସଭା ଆସନରୁ ୬୫ ଆସନ ଏକାକୀ ଜିତିଛି ବିଜେପି। ଦଳର ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ପ୍ରଶଂସା ମଧ୍ୟ କରିଥିଲେ। ଏହାପରେ ଦଳର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡା ଯୋଗୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୨ରେ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ବିଜେପି ପାଇଁ ଗୁରୁତ୍ୱ। କାରଣ ୟୁପିରେ ସର୍ବାଧିକ ସାଂସଦ ରହିଛନ୍ତି। ଯଦି ବିଧାନସଭାରେ ବିଜେପି ଅଧିକ ଆସନ ଜିତିବ ତାହେଲେ ସାଂସଦ ମଧ୍ୟ ସେହି ତୁଳନାରେ ଅଧିକ ଜିତିବ ବୋଲି କୁହାଯାଉଛି। ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ବେଳେ ସର୍ବାଧିକ ସାଂସଦ ୟୁପିରୁ ବିଜୟୀ ହୋଇଥିଲେ। ଏହାପରେ ୨୦୧୬ରେ ୟୁପିରେ ବିଧାନସଭା ନିର୍ବାଚନ ହୋଇଥିଲା। ବିଜେପି ଭଲ ପ୍ରଦର୍ଶନ କରିଥିଲା।

ଅନ୍ୟପଟେ ୟୁପିରେ ବିଜେପିକୁ ରୋକିବା ପାଇଁ ରାଜ୍ୟରେ ପ୍ରମୁଖ ବିରୋଧୀ ସମାଜବାଦୀ ପାର୍ଟି ଆମ୍ ଆଦମୀ ପାର୍ଟି ସହିତ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଛି। ସେହିପରି ବିଏସପି ଏବଂ କଂଗ୍ରେସ ଏକାକୀ ଲଢିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟାନ୍ୟ ଦଳ ଏକାଠି ହୋଇ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story