ବାୟୁସେନାକୁ ମିଳିଲା ଆପାଚି ଗାର୍ଡିୟନ ହେଲିକପ୍ଟର, ପାହାଡ଼ିଆ ଅଞ୍ଚଳରେ ଦେଖାଇବ କମାଲ୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଆପାଚି ଗାର୍ଡିୟନ ଆଟାକ ହେଲିକପ୍ଟର। ଆମେରିକାର ମେସା ଏରିଜୋନ ସ୍ଥିତ ବୋଇଙ୍ଗ ପ୍ରୋଡକସନ ଫେସିଲିଟିରେ ଏହି ବିମାନକୁ ବାୟୁସେନାକୁ ଔପଚାରିକ ଭାବେ ହସ୍ତାନ୍ତର କରାଯାଇଛି। ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି। ବାୟୁସେନା ପକ୍ଷରୁ ଏୟାର ମାର୍ଶଲ ଏ.ଏସ ବୁଟୋଲା ଯୋଗଦେଇ ଏଚ-୬୪ଇ(ଆଇ) ଆପାଚି ଗାର୍ଡିୟନ ହେଲିକପ୍ଟରକୁ ଗ୍ରହଣ କରିଥିଲେ। ଜୁଲାଇରେ ଏହି ବିମାନ ପ୍ରଥମେ ଭାରତରେ ପହଞ୍ଚିବ। ପରେ ଚୁକ୍ତି ଅନୁଯାୟୀ ଅନ୍ୟ ୨୧ଟି […]

International Apache (HG01) India First Flight

Subhransu Sekhar
  • Published: Saturday, 11 May 2019
  • Updated: 11 May 2019, 12:30 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଆପାଚି ଗାର୍ଡିୟନ ଆଟାକ ହେଲିକପ୍ଟର। ଆମେରିକାର ମେସା ଏରିଜୋନ ସ୍ଥିତ ବୋଇଙ୍ଗ ପ୍ରୋଡକସନ ଫେସିଲିଟିରେ ଏହି ବିମାନକୁ ବାୟୁସେନାକୁ ଔପଚାରିକ ଭାବେ ହସ୍ତାନ୍ତର କରାଯାଇଛି। ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି। ବାୟୁସେନା ପକ୍ଷରୁ ଏୟାର ମାର୍ଶଲ ଏ.ଏସ ବୁଟୋଲା ଯୋଗଦେଇ ଏଚ-୬୪ଇ(ଆଇ) ଆପାଚି ଗାର୍ଡିୟନ ହେଲିକପ୍ଟରକୁ ଗ୍ରହଣ କରିଥିଲେ। ଜୁଲାଇରେ ଏହି ବିମାନ ପ୍ରଥମେ ଭାରତରେ ପହଞ୍ଚିବ। ପରେ ଚୁକ୍ତି ଅନୁଯାୟୀ ଅନ୍ୟ ୨୧ଟି ହେଲିକପ୍ଟର ମାର୍ଚ୍ଚ ୨୦୨୦ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ ବୋଲି ଜଣାପଡ଼ିଛି।

ଭବିଷ୍ୟତକୁ ନଜରରେ ରଖି ଏହି ହେଲିକେପ୍ଟରକୁ ନିର୍ମାଣ କରାଯାଇଥିବା ସୂଚନା ରହିଛି। ପାହାଡ଼ିଆ ସ୍ଥାନରେ ଏହି ବିମାନଟି ନିଜର ବିଶେଷତ୍ୱ ଅଧିକ ଦେଖାଇବ ବୋଲି ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ସୀମାରେ ରହି ଆକ୍ରମଣ କରିବା, ତଳେ ଯୁଦ୍ଧ ହେଉଥିଲେ ଉଚ୍ଚ ସ୍ଥାନରେ ରହି ଫଟୋ ଉଠାଇପାରିବା, ଡାଟା ନେଟଓ୍ୱର୍କିଂ ଜରିଆରେ ଅସ୍ତ୍ର ପ୍ରୟୋଗ କରିବା, ଶତ୍ରୁର ଠିକଣାରେ ପଶି ଆକ୍ରମଣ କରିବା ଭଳି କ୍ଷମତା ଏହି ବିମାନରେ ରହିଛି।apache helicaptor

୨୦୧୪ରେ ମୋଦି ସରକାର ଆସିବା ପରେ ଭାରତୀୟୁ ବାୟୁସେନାରେ ଅତ୍ୟାଧୁନିକ ବିମାନ ଏବଂ ଅସ୍ତ୍ରଶସ୍ତ୍ର ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରେ ଆମେରିକା ସେନା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଅଗ୍ରଣୀ ଥିବା ଦେଶ ଗୁଡ଼ିକ ବ୍ୟବହାର କରୁଥିବା ଏହି ଆପାଚି ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୨୦୧୫ ସେପ୍ଟେମ୍ୱରରେ ମୋଟ ୨୨ଟି ଆପାଚି ହେଲିକପ୍ଟର ପାଇଁ ୧୩ ହଜାର ୯୫୨ କୋଟି ଟଙ୍କା ବ୍ୟୟରେ ଆମେରିକା ସହ ଭାରତ ଚୁକ୍ତି କରିଥିଲା।

ଏହି ବିମାନ ଚଳାଇବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଏୟାର କ୍ର୍ୟୁ ଏବଂ ଗ୍ରାଉଣ୍ଡ କ୍ର୍ୟୁ ସଦସ୍ୟଙ୍କୁ ଚୟନ କରାଯାଇଛି। ଆମେରିକା ସ୍ଥିତ ଅଲମ୍ୱା ଆର୍ମି ବେସ ଫୋର୍ଟ ରୁକେରରେ ଚୟନ ହୋଇଥିବା କ୍ରିଉ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ରହିଛି। ଆଗାମୀ ଦିନରେ ଏହି ଆପାଚି ହେଲିକପ୍ଟରକୁ ପ୍ରଶିକ୍ଷଣ ନେଉଥିବା କ୍ର୍ୟୁ ସଦସ୍ୟ ଚଳାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story