‘ଦରକାର ପଡ଼ିଲେ ପାକିସ୍ତାନରେ ପଶିବୁ, ପରମାଣୁ ପ୍ରତିଷ୍ଠାନ ଉଡ଼ାଇବୁ’

ନୂଆଦିଲ୍ଲୀ: ଯଦି ସରକାର ଅନୁମତି ଦେବେ, ପାକିସ୍ତାନରେ ପଶି ପରମାଣୁ ପ୍ରତିଷ୍ଠାନଗୁଡିକୁ ନଷ୍ଟ କରିଦେବୁ। ଏପରି ଦମ୍ଭୋକ୍ତି ଦେଖାଇଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ପାକିସ୍ତାନ ବିରୋଧରେ ଯେକୌଣସି ଅଭିଯାନ ଚଲାଇବା ପାଇଁ ସୀମା ପାର କରିବାକୁ ସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି। ଶୁକ୍ରବାର ସେନାମୁଖ୍ୟ କହିଛନ୍ତି, “ପାକିସ୍ତାନ ପରମାଣ ଅସ୍ତ୍ରଶସ୍ତ୍ରକୁ ସାମ୍ନା କରିବାକୁ ଆମେ ସକ୍ଷମ। ଯଦି ଆମକୁ ପାକିସ୍ତାନୀଙ୍କ ସାମ୍ନା କରିବାକୁ ପଡ଼ିଲା ଓ ଆମକୁ ଏମିତି କାମ ଦିଆଗଲା ତେବେ […]

ARMY

ARMY

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 08:56 AM IST

Sports

Latest News

ନୂଆଦିଲ୍ଲୀ: ଯଦି ସରକାର ଅନୁମତି ଦେବେ, ପାକିସ୍ତାନରେ ପଶି ପରମାଣୁ ପ୍ରତିଷ୍ଠାନଗୁଡିକୁ ନଷ୍ଟ କରିଦେବୁ। ଏପରି ଦମ୍ଭୋକ୍ତି ଦେଖାଇଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ପାକିସ୍ତାନ ବିରୋଧରେ ଯେକୌଣସି ଅଭିଯାନ ଚଲାଇବା ପାଇଁ ସୀମା ପାର କରିବାକୁ ସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଶୁକ୍ରବାର ସେନାମୁଖ୍ୟ କହିଛନ୍ତି, “ପାକିସ୍ତାନ ପରମାଣ ଅସ୍ତ୍ରଶସ୍ତ୍ରକୁ ସାମ୍ନା କରିବାକୁ ଆମେ ସକ୍ଷମ। ଯଦି ଆମକୁ ପାକିସ୍ତାନୀଙ୍କ ସାମ୍ନା କରିବାକୁ ପଡ଼ିଲା ଓ ଆମକୁ ଏମିତି କାମ ଦିଆଗଲା ତେବେ ଆମେ ସୀମା ପାର କରିବାକୁ କୁଣ୍ଠାବୋଧ କରିବୁ ନାହିଁ। କାରଣ ଆମକୁ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣକୁ ନେବାକୁ ପଡ଼ିବ ଓ ଏଥିପାଇଁ ଆମେ ସକ୍ଷମ।”

ରାୱତ କହିଛନ୍ତି, “ସୀମାରେ ମୁତୟନ ହୋଇଥିବା ଯବାନମାନେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ସଠିକ୍‌ ଜବାବ ଦେଉଛନ୍ତି। ପାକିସ୍ତାନରେ ଆତଙ୍କବାଦୀମାନେ ବ୍ୟବହାର କରି ଫିଙ୍ଗା ଯିବା ଦ୍ରବ୍ୟ ସହ ସମାନ। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରାଉଛି। ଆମ ସେନା ଏପରି ଅନୁପ୍ରବେଶକୁ ରୋକିବା ସହ ପାକିସ୍ତାନୀ ସେନାର ଚେକ୍‌ପୋଷ୍ଟକୁ ଉଚିତ ଜବାବ ଦେବା ଉପରେ ନଜର ରଖିଛି।”

ରାୱତ କହିଛନ୍ତି, “ଆମ କାମ ହେଲା ପାକିସ୍ତାନୀ ସେନାକୁ ଖରାପ ସ୍ଥିତି ଦେଖାଇବା। ଯେପର୍ଯ୍ୟନ୍ତ ପାକିସ୍ତାନ ଏପରି ସ୍ଥିତି ଅନୁଭବ ନକରିବ, ସେ ପର୍ଯ୍ୟନ୍ତ ଆତଙ୍କବାଦୀ ପଠାଇବା ଜାରି ରଖିବ। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ସବୁବେଳେ ଉଦ୍ୟମ କରୁଥିବା ପାକିସ୍ତାନ ସେନାର ଚେକ୍‌ପୋଷ୍ଟକୁ ଧ୍ୱଂସ କରିବା କାର୍ଯ୍ୟ ଜାରି ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story