କେଉଁଠାରେ ତିଆରି ହୋଇଥାଏ କଏନ୍‌, ଚିହ୍ନରୁ ଜାଣନ୍ତୁ କାରଖାନାର ନାଁ

ନୂଆଦିଲ୍ଲୀ: ଆର୍ଥିକ କାରବାର ପାଇଁ ଭାରତରେ ଆମେ ଟଙ୍କାର ଦୁଇଟ ରୂପ ବ୍ୟବହାର କରୁଛେ। ଗୋଟିଏ ମୁଦ୍ରା ବା କଏନ ଓ ଅନ୍ୟଟି ନୋଟ୍‌ । ଆମ ଦେଶରେ ନୋଟ୍ ଛାପିବାର କାର୍ଯ୍ୟ ରିଜର୍ବ ବ୍ୟଙ୍କ ଅଫ୍‌ ଇଣ୍ଡିଆ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ କଏନ୍ ତିଆରି ହୁଏ। କିନ୍ତୁ ଏହି କଏନ୍‌କୁ ବଜାର ପ୍ରବେଶ କରାଇବାର ଦାୟିତ୍ୱ ନେଇଥାନ୍ତି ରଜର୍ବ ବ୍ୟାଙ୍କ। ଭାରତୀୟ କଏନ୍‌ ସମ୍ପର୍କରେ ଏମିତି ଅନେକ କିଛି ରୋଚକ ତଥ୍ୟ ରହିଛି। […]

coinimgae

coinimgae

Rakesh Mallick
  • Published: Friday, 15 December 2017
  • Updated: 15 December 2017, 10:17 PM IST

Sports

Latest News

ନୂଆଦିଲ୍ଲୀ: ଆର୍ଥିକ କାରବାର ପାଇଁ ଭାରତରେ ଆମେ ଟଙ୍କାର ଦୁଇଟ ରୂପ ବ୍ୟବହାର କରୁଛେ। ଗୋଟିଏ ମୁଦ୍ରା ବା କଏନ ଓ ଅନ୍ୟଟି ନୋଟ୍‌ । ଆମ ଦେଶରେ ନୋଟ୍ ଛାପିବାର କାର୍ଯ୍ୟ ରିଜର୍ବ ବ୍ୟଙ୍କ ଅଫ୍‌ ଇଣ୍ଡିଆ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ କଏନ୍ ତିଆରି ହୁଏ। କିନ୍ତୁ ଏହି କଏନ୍‌କୁ ବଜାର ପ୍ରବେଶ କରାଇବାର ଦାୟିତ୍ୱ ନେଇଥାନ୍ତି ରଜର୍ବ ବ୍ୟାଙ୍କ। ଭାରତୀୟ କଏନ୍‌ ସମ୍ପର୍କରେ ଏମିତି ଅନେକ କିଛି ରୋଚକ ତଥ୍ୟ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ପ୍ରତ୍ୟେକ କଏନ୍‌ରେ ରହିଛି ବିଶେଷତ୍ୱ: ଟଙ୍କିକିଆ, ମୁଦ୍ରା ଅଧିନିୟମ ୧୯୦୬ ଅନୁସାରେ କଏନ ତିଆରି କରିବାର ଅଧିକାର ଭାରତ ସରକାରଙ୍କର ରହିଛି। ଅଧିନିୟମରେ ୧୦୦୦ ଟଙ୍କିଆ ପର୍ଯ୍ୟନ୍ତ  କଏନ୍ ତିଆରି କରିବାର ପ୍ରସ୍ତାବ ମଧ୍ୟ ରହିଛି। ନୂତନ ମୂଲ୍ୟର କଏନ୍ ଜାରି କରିବା ଓ ତିଆରି କରିବା କାର୍ଯ୍ୟ ଭାରତ ସରକାର କରୁଥିଲେ ମଧ୍ୟ ନିୟମ ଅନୁସାରେ ଆରବିଆଇ ଏହି କଏନଗୁଡ଼ିକ ବଜାରରେ ପ୍ରବେଶ କରାଇଥାଏ। ଆମେ ବ୍ୟବହାର କରୁଥିବା କଏନ୍‌ଗୁଡ଼ିକରେ ଲେଖା ସହିତ କିଛି ଚିହ୍ନ ବି ଦିଆଯାଇଥାଏ। ଏସବୁର କିଛି ନା କିଛ ଅର୍ଥ ରହିଛି।

ମିଣ୍ଟ(ଟଙ୍କାଶାଳ): ସରକାରଙ୍କ ଅନୁମତିରେ ଦେଶର ବିଭିନ୍ନ ମିଣ୍ଟ(ଟଙ୍କାଶାଳ)ରେ ଏହି କଏନ୍‌ ସବୁ ତିଆରି ହୋଇଥାଏ। ଭାରତର ୪ଟି ମିଣ୍ଟ ରିହିଛି। ଏଗୁଡ଼ିକ ହେଲା- ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ ନୋଏଡ଼ା। କୋଲକାତା ଓ ମୁମ୍ବାଇ ହେଉଛି ଦେଶର ସବୁଠାରୁ ପୁରୁଣା ମିଣ୍ଟ। ଏହାକୁ ବ୍ରିଟିସ୍ ସରକାର ସ୍ଥାପନ କରିଥିଲେ।

ମୁମ୍ବାଇ ମିଣ୍ଟ: ଏହା ୧୮୨୯ରେ ସ୍ଥାପନା କାରାଯାଇଥିଲା। ମୁମ୍ବାଇ ମିଣ୍ଟରେ ତିଆରି ଟଙ୍କାରେ 'B' ମାର୍କ ଲେଖାଯାଉଥିଲା। କିନ୍ତୁ ପରେ ୨୯୯୬ରେ ତିଆରି ହେଉଥିବା କଏନ୍‌ରେ 'M' ଲେଖାଥିବା ଦେଖିବାକୁ ମିଳିଲା।

କୋଲକାତା ମିଣ୍ଟ: ୧୭୭୫ରେ ପ୍ରଥମେ ଏହି ଟଙ୍କାଶାଳ ସ୍ଥାପନ କରାଯାଇଥିଲା। ଇଂରେଜ ସମୟରେ ତିଆରି ହେଉଥିବା କଏନ୍‌ରେ କୌଣସି ଚିହ୍ନ ଦିଆଯାଉ ନ ଥିବାରୁ ମୁଦ୍ରା ଚିହ୍ନଟ ପାଇଁ କୋଲକାତାରେ ତିଆରି କଏନ୍‌ରେ କୌଣସି ଚିହ୍ନ ଦିଆଯାଏ ନାହିଁ।

ହାଇଦ୍ରାବାଦ ମିଣ୍ଟ: ଏହାକୁ ୧୮୦୩ରେ ହାଇଦ୍ରାବାଦ୍ ନିଜାମ୍ ସ୍ଥାପନା କରିଥିଲେ। ପରେ ୧୯୫୦ରେ ଏହା ଭାରତ ସରକାରଙ୍କ ଅଧିନକୁ ଆସିଲା। ପୂର୍ବରୁ ଏଠାରେ ତିଆରି ହେଉଥିବା କଏନ୍‌ରେ ତାରିଖ ତଳକୁ ଷ୍ଟାର ଚିହ୍ନ ଦିଆଯାଉଥିଲା କିନ୍ତୁ ପରେ ଏଥିରେ ହୀରା ଚିହ୍ନ ଦିଆଗଲା।

ନୋଏଡ଼ା ମିଣ୍ଟ: ଏହା ୧୯୪୭ରେ ଉତ୍ତରପ୍ରଦେଶରେ ସ୍ଥାପିତ ହୋଇଥିଲା। ଏଠାରେ ୧୯୮୮ରେ ମୁଦ୍ରା ଉତ୍ପାଦନ ଆରମ୍ଭ ହୋଇଥିଲା। ଇସ୍ପାତରେ ତିଆରି ଦେଶର ପ୍ରଥମ କଏନ୍‌ ଏହିଠାରେ ଉତ୍ପାଦନ ହେଲା।  ଏଠାକାର କଏନ୍‌ରେ ଉତ୍ପାଦନର ମସିହା ତଳେ ଏକ ଛୋଟ ଡଟ୍ ବା ବିନ୍ଦୁ ଦିଆଯାଇଥାଏ। ପ୍ରଥମେ କେବଳ ୫୦ ପଇସାରେ ଏହି ଡଟ ଚିହ୍ମ ରହୁଥିଲା କିନ୍ତୁ ପରେ ଏଠାରେ ଉତ୍ପାଦନ ହେଉଥିବା ପ୍ରତ୍ୟେକ କଏନ୍‌ରେ ଏହି ଡଟ୍ ଚିହ୍ନ ରହିଲା।

ରୟାଲ୍‌ କାନାଡା ମିଣ୍ଟ: ଏହାକୁ ୧୯୦୮ରେ ସ୍ଥାପନା କରାଯାଇଥିଲା। ଏଠାରେ ତିଆରି ହୋଇଥିବା କଏନ୍‌ର ମସିହା ତଳେ ‘c’ ଚିହ୍ନ ଦିଆଯାଇଥାଏ। ଉତ୍ତମ ମାନର କଏନ୍‌ ତିଆରି ଯୋଗୁଁ ଏହି ମିଣ୍ଟକୁ ସମ୍ମାନୀତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story