ଚୀନ ଆକାଶରେ ଉଡ଼ିଲା ଭାରତୀୟ ଡ୍ରୋନ୍‌: ଅଭିଯୋଗ ପରେ ଜବାବ ରଖିଛି ସେନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଡ୍ରୋନ ଚୀନର ଆକାଶସୀମାରେ ଅନୁପ୍ରବେଶ କରିଥିବା ଅଭିଯୋଗ ପରେ ଉତ୍ତର ରଖିଛି ଭାରତୀୟ ସେନା। ଯାନ୍ତ୍ରିକ ତ୍ରୁଟି ଯୋଗୁ ସେନାବାହିନୀର ଏକ ଡ୍ରୋନ୍ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏହା ଚୀନ ସୀମା ଭିତରକୁ ପଶି ଯାଇଥିବା ସେନା ପକ୍ଷରୁ କୁହାଯାଇଛି। ଏନେଇ ଚୀନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି।  ସେପଟେ ଭାରତୀୟ ଡ୍ରୋନ ବେଆଇନଭାବେ ପଇଁତରା ମାରୁଥିବା ଚୀନ ଅଭିଯୋଗ କରିଛି। ଏହାଦ୍ୱାରା ଚୀନର ସାର୍ବଭୌମତ୍ୱ କ୍ଷୁର୍ଣ୍ଣ ହେଉଛି ବୋଲି ଚୀନ […]

_99100513_gettyimages-650249278

_99100513_gettyimages-650249278

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଡ୍ରୋନ ଚୀନର ଆକାଶସୀମାରେ ଅନୁପ୍ରବେଶ କରିଥିବା ଅଭିଯୋଗ ପରେ ଉତ୍ତର ରଖିଛି ଭାରତୀୟ ସେନା। ଯାନ୍ତ୍ରିକ ତ୍ରୁଟି ଯୋଗୁ ସେନାବାହିନୀର ଏକ ଡ୍ରୋନ୍ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏହା ଚୀନ ସୀମା ଭିତରକୁ ପଶି ଯାଇଥିବା ସେନା ପକ୍ଷରୁ କୁହାଯାଇଛି। ଏନେଇ ଚୀନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି।  ସେପଟେ ଭାରତୀୟ ଡ୍ରୋନ ବେଆଇନଭାବେ ପଇଁତରା ମାରୁଥିବା ଚୀନ ଅଭିଯୋଗ କରିଛି। ଏହାଦ୍ୱାରା ଚୀନର ସାର୍ବଭୌମତ୍ୱ କ୍ଷୁର୍ଣ୍ଣ ହେଉଛି ବୋଲି ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେଉଁ ପରିସ୍ଥିତିରେ ଡ୍ରୋନ ଚୀନ ସୀମାରେ ପ୍ରବେଶ କଲା ସେ ନେଇ ତଦନ୍ତ ଚାଲିଛି। ଡୋକଲାମ ବିବାଦକୁ ନେଇ ଉଭୟ ଭାରତ ଓ ଚୀନ ମଧ୍ୟରେ କିଛିଦିନ ଧରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଦୁଇ ଦେଶ ଆପୋଷ ଆଲୋଚନା ମାଧ୍ୟମରେ ସୀମାରୁ ସେନା ପ୍ରତ୍ୟାହାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story