ଇଟାର ଜବାବ ପଥରେରେ ଦେଲା ଭାରତୀୟ ସେନା: ୭ ପାକିସ୍ତାନ ସୈନ୍ୟ ନିହତ

ନୂଆଦିଲ୍ଲୀ: ଗତ ଶନିବାର ରାଜୌରୀରେ ପାକିସ୍ତାନ ସୈନିକଙ୍କ ଗୁଳିରେ ଜଣେ ଯବାନ ସହିଦ୍ ହେବା ପରେ ଆଜି ଏହାର ପ୍ରତିଶୋଧ ନେଇଛି ଭାରତୀୟ ସେନା। ପୁଞ୍ଜ ସେକ୍ଟରରେ ଭାରତୀୟ ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୭ ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଛନ୍ତି। ଏପରି କରି ପାକିସ୍ତାନ ଇଟାର ଜବାବ୍ ପଥରରେ ଦେଇଛି ଭାରତ। ସେହିପରି ଭାରତୀୟ ଯବାନ ଆତଙ୍କବାଦୀଙ୍କ ଏକ ବଡ଼ଧରଣର ଅନୁପ୍ରବେଶ ଉଦ୍ୟମକୁ ମଧ୍ୟ ପଣ୍ଡ କରିଦେଇଛନ୍ତି। ଏଥିରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶନିବାର […]

2017_10$largeimg05_Thursday_2017_092007955

Rakesh Mallick
  • Published: Monday, 15 January 2018
  • Updated: 15 January 2018, 09:01 PM IST

Sports

Latest News

ନୂଆଦିଲ୍ଲୀ: ଗତ ଶନିବାର ରାଜୌରୀରେ ପାକିସ୍ତାନ ସୈନିକଙ୍କ ଗୁଳିରେ ଜଣେ ଯବାନ ସହିଦ୍ ହେବା ପରେ ଆଜି ଏହାର ପ୍ରତିଶୋଧ ନେଇଛି ଭାରତୀୟ ସେନା। ପୁଞ୍ଜ ସେକ୍ଟରରେ ଭାରତୀୟ ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୭ ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଛନ୍ତି। ଏପରି କରି ପାକିସ୍ତାନ ଇଟାର ଜବାବ୍ ପଥରରେ ଦେଇଛି ଭାରତ। ସେହିପରି ଭାରତୀୟ ଯବାନ ଆତଙ୍କବାଦୀଙ୍କ ଏକ ବଡ଼ଧରଣର ଅନୁପ୍ରବେଶ ଉଦ୍ୟମକୁ ମଧ୍ୟ ପଣ୍ଡ କରିଦେଇଛନ୍ତି। ଏଥିରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ଶନିବାର ଜାମ୍ମୁକାଶ୍ମୀର ରାଜୌରୀ ସେକ୍ଟରରେ ପାକିସ୍ତାନ ସୈନ୍ୟ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିରେ ଜଣେ ଭାରତୀୟ ଯବାନ ସହିଦ୍ ହୋଇଥିଲେ। ଏହାପରେ ପାକିସ୍ତାନ ପାଇଁ ଯେସାକୁ ତେସା ନୀତି ଆପଣାଇଥିଲା ଭାରତ। ପୁଞ୍ଜ ସେକ୍ଟରରେ ପାକିସ୍ତାନ ପୋଷ୍ଟକୁ ଟାର୍ଗେଟ କରି ଭାରତୀୟ ସୈନ୍ୟ ଗୁଳି ବର୍ଷା କରିଥିଲେ।  ଏଥିରେ ୭ ଜଣ ପାକିସ୍ତାନ ଯବାନଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଭାରତୀୟ ସେନା ଗୁଳିରେ ୪ଜଣ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ପାକ୍ ସରକାର ଟ୍ୱିଟ୍ କରିଛନ୍ତି।

ସେହିପରି ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ବଡ଼ ସଫଳତା ମିଳିଛି। ଉରି ସେକ୍ଟର ଦୁଲାଞ୍ଜାରେ ଆତଙ୍କବାଦୀ ଅନୁପ୍ରବେଶ ବେଳେ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀ ଅନୁପ୍ରବେଶ ନେଇ ଗୁଇନ୍ଦା ସୂତ୍ରରୁ ଖବରପାଇ ଜାମ୍ମୁ ଓ କାଶ୍ମୀର ପୋଲିସ, ସେନା ଓ ସିଆରପିଏଫ ସହିତ ମିଶି ଅପରେସନ ଚଳାଇଥିଲା। ଏଥିରେ ଉଭୟ ପୋଲିସ୍ ଓ ସୁରକ୍ଷାକର୍ମୀ ସଫଳ ମଧ୍ୟ ହୋଇଥିଲା

ନିହତ ସମସ୍ତ ଆତଙ୍କବାଦୀ ଜୈସ ଇ- ମହମ୍ମଦର ସଦସ୍ୟ ବୋଲି ଜଣା ପଡ଼ିଛି। ସେମାନଙ୍କ ନିକଟରୁ ଗୁଳିଗୁଳା, ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସାଧାରଣତନ୍ତ୍ର ଦିବସରେ ଏମାନେ ଏକ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ପୋଲିସ କହିଛି।  ଏନକାଉଣ୍ଟର ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ଉରିରେ ସଫଳତା ପାଇଁ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story