୮୬ ବିଦେଶୀ ଜେଲ୍‌ରେ ସଢୁଛନ୍ତି ୭,୬୨୦ ଭାରତୀୟ

ନୂଆଦିଲ୍ଲୀ: ବିଦେଶରେ ମଧ୍ୟ ବହୁ ଭାରତୀୟ ବିଭିନ୍ନ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ସରକାରୀ ତଥ୍ୟ ଅନୁସାରେ ବିଦେଶରେ ୮୬ଟି ଜେଲ୍‌ରେ ପ୍ରାୟ ୭,୬୨୦ ଭାରତୀୟ ଦଣ୍ଡ ଭୋଗୁଛନ୍ତି। ସବୁଠୁ ଅଧିକ ୨୦୮୪ ଭାରତୀୟ ସାଉଦି ଆରବ ଜେଲ୍‌ରେ ସଜା କାଟୁଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ବିଦେଶ ମନ୍ତ୍ରୀ ଏମ.ଜେ. ଅକବର ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଅନେକ ଦେଶର ଆଇନ କଠୋର ହୋଇଥିବାରୁ ସେଠିକାର ଅଧିକାରୀ କଏଦୀଙ୍କ ସହ ଜଡିତ କୌଣସି […]

jails

jails

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 09:43 PM IST

Sports

Latest News

ନୂଆଦିଲ୍ଲୀ: ବିଦେଶରେ ମଧ୍ୟ ବହୁ ଭାରତୀୟ ବିଭିନ୍ନ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ସରକାରୀ ତଥ୍ୟ ଅନୁସାରେ ବିଦେଶରେ ୮୬ଟି ଜେଲ୍‌ରେ ପ୍ରାୟ ୭,୬୨୦ ଭାରତୀୟ ଦଣ୍ଡ ଭୋଗୁଛନ୍ତି। ସବୁଠୁ ଅଧିକ ୨୦୮୪ ଭାରତୀୟ ସାଉଦି ଆରବ ଜେଲ୍‌ରେ ସଜା କାଟୁଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ବିଦେଶ ମନ୍ତ୍ରୀ ଏମ.ଜେ. ଅକବର ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି, ଅନେକ ଦେଶର ଆଇନ କଠୋର ହୋଇଥିବାରୁ ସେଠିକାର ଅଧିକାରୀ କଏଦୀଙ୍କ ସହ ଜଡିତ କୌଣସି ସୂଚନା ଦେବାକୁ ମନା କରୁଛନ୍ତି। ସେଠାରେ କଏଦୀଙ୍କ ଅନୁମତି ଥିଲେ ଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିହେବ। ଏହି କଏଦୀଙ୍କ ମଧ୍ୟରୁ ଦକ୍ଷିଣ-ପୂର୍ବ ଏସିଆ, ଶ୍ରୀଲଙ୍କା, ଚୀନ, ନେପାଳ ଓ ଗଲ୍ଫ ଦେଶର ଜେଲ୍‌ରେ ୫୦ ଜଣ ମହିଳା ବନ୍ଦୀ ଜୀବନ ବିତାଉଛନ୍ତି। ଶ୍ରୀଲଙ୍କାରେ ବହୁ ସଂଖ୍ୟାରେ ଭାରତୀୟ ମତ୍ସ୍ୟଜୀବି ଦୀର୍ଘ ବର୍ଷ ହେଲା ସଜା କାଟୁଛନ୍ତି। ଏମାନଙ୍କ ଉପରେ ସୀମା ପାର ଆରୋପ ରହିଛି। ବିଶେଷ କରି ତାମିରଲନାଡୁର ଲୋକେ ବାଂଲାଦେଶ, ବ୍ରୁନେଇ ଓ ଭୁଟାନ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଛନ୍ତି।

କାନାଡ ଓ ଅଷ୍ଟ୍ରେଲିଆର ୧୧୫ ଜଣ କଏଦୀ ଅଛନ୍ତି। ଏମାନଙ୍କ ଉପରେ ହତ୍ୟା, ବେଆଇନ ଅର୍ଥ କାରବାର, ସଡ଼କ ଦୁର୍ଘଟଣା ପରି ମାମଲା ରୁଜୁ ହୋଇଛି।

ଆକବରଙ୍କ କହିବା ଅନୁସାରେ, ୨୦୦୪ରେ କଏଦୀ ହସ୍ତାନ୍ତର ଆଇନ ଆସିବା ପରେ ପ୍ରାୟ ୧୭୦ଟି ଆବେଦନ ଆସିଛି। ଏଥିରୁ ୬୨ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ସୁଦ୍ଧା ୩୦ଟି ଦେଶ ସହ କଏଦୀ ହସ୍ତାନ୍ତର ନେଇ ଚୁକ୍ତି ହେବା ପରେ ଏହି କଏଦୀମାନଙ୍କୁ ଦେଶକୁ ଅଣାଯାଇ ପାରିଛି।

ବିଦେଶରେ ଥିବା ଭାରତୀୟଙ୍କ କଏଦୀ ମଧ୍ୟରୁ ୫୬ ପ୍ରତିଶତ ଗଲ୍ଫ ଦେଶରେ ବନ୍ଦୀ ଜୀବନ ବିତାଉଛନ୍ତି। ଏମାନଙ୍କ ବିରୋଧରେ ଲାଞ୍ଚ, ଚୋରି ଓ ଛୋଟମୋଟ ହେରାଫେରି ଅଭିଯୋଗ ରହିଛି। ଏହାବାଦ ଡ୍ରଗ୍ସ ଓ ମାନବ ଚାଲାଣ ପରି ଅଭିଯୋଗରେ ଥାଇଲ୍ୟାଣ୍ଡ, ମାଲେସିଆ ଓ ସିଙ୍ଗାପୁର ପରି ଦେଶର ଜେଲ୍‌ରେ କିଛି ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି। ବିଶେଷ କରି ୟୁରୋପିର ବିଭିନ୍ନ ଦେଶ ସେଠାରେ ଥିବା ଭାରତୀୟ କଏଦୀଙ୍କ ସମ୍ପର୍କରେ ତଥ୍ୟା ପ୍ରଦାନ କରି ନଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story