ୟୋ ୟୋ ଟେଷ୍ଟ: ବିଶ୍ୱର ଅନ୍ୟ ଟିମ୍‌ ମୁକାବିଲାରେ ଭାରତୀୟ ଖେଳାଳି ଅଧିକ ଅଳସୁଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାକୁ ହେଲେ ୟୋ ୟୋ ଟେଷ୍ଟ ପାସ କରିବାକୁ ହେବ। ଯେଉଁ ଖେଳାଳି ଏହି ଟେଷ୍ଟରେ ଫେଲ୍‌ ହୁଅନ୍ତି ସେହି ଖେଳାଳି ଟିମ୍‌ରୁ ମଧ୍ୟ ବାଦ ପଡ଼ନ୍ତି। ଭାରତୀୟ ଟିମ୍‌ର ଖେଳାଳିଙ୍କ ପାଇଁ ୟୋ ୟୋ ଟେଷ୍ଟେର ଯେଉଁ ମାପଦଣ୍ଡ ରହିଛି ତାହା ବିଶ୍ୱର ଅନ୍ୟ ଦେଶ ତୁଳନାରେ ବେଶ୍‌ ସହଜ। ପାକିସ୍ତାନ ଟିମ୍‌ ଖେଳାଳିଙ୍କ ଫିଟ୍‌ନେସ ପାଇଁ ଯଦିଓ ସେତେଟା ସଜାଗ ଦେଖିବାକୁ ମିଳିନଥାଏ। ତେବେ ୟୋ ୟୋ […]

Indian-cricketers-undergo-new-tests

Indian-cricketers-undergo-new-tests

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 05:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାକୁ ହେଲେ ୟୋ ୟୋ ଟେଷ୍ଟ ପାସ କରିବାକୁ ହେବ। ଯେଉଁ ଖେଳାଳି ଏହି ଟେଷ୍ଟରେ ଫେଲ୍‌ ହୁଅନ୍ତି ସେହି ଖେଳାଳି ଟିମ୍‌ରୁ ମଧ୍ୟ ବାଦ ପଡ଼ନ୍ତି। ଭାରତୀୟ ଟିମ୍‌ର ଖେଳାଳିଙ୍କ ପାଇଁ ୟୋ ୟୋ ଟେଷ୍ଟେର ଯେଉଁ ମାପଦଣ୍ଡ ରହିଛି ତାହା ବିଶ୍ୱର ଅନ୍ୟ ଦେଶ ତୁଳନାରେ ବେଶ୍‌ ସହଜ।

ପାକିସ୍ତାନ ଟିମ୍‌ ଖେଳାଳିଙ୍କ ଫିଟ୍‌ନେସ ପାଇଁ ଯଦିଓ ସେତେଟା ସଜାଗ ଦେଖିବାକୁ ମିଳିନଥାଏ। ତେବେ ୟୋ ୟୋ ଟେଷ୍ଟ ପାଇଁ ପାକିସ୍ତାନ ଟିମ୍‌ ଭାରତ ଠାରୁ ଅଧିକ କଠିନ ପରୀକ୍ଷାର ସାମ୍ନା କରିଥାଏ। ରିପୋର୍ଟ ଅନୁସାରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଟିମ୍‌ ୟୋ ୟୋ ଟେଷ୍ଟରେ ଖେଳାଳିଙ୍କ ଫିଟ୍‌ନେସ ପାଇଁ ପାସ୍‌ ମାର୍କ ୧୯ ରଖିଛି। ସେପଟେ ଦକ୍ଷିଣ ଆଫ୍ରିକା ଦଳ ଏହି ଟେଷ୍ଟେରେ ପାସ ପାଇଁ ୧୮.୫ ମାର୍କ ରଖିଥିବା ବେଳେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଏଥିପାଇଁ ୧୭.୪ ମାର୍କ ରଖିଛି।

ଏପରିସ୍ଥିତିରେ ଟିମ୍‌ ଇଣ୍ଡିଆର ମ୍ୟାନେଜମେଣ୍ଟ ଏହି ୟୋ ୟୋ ଟେଷ୍ଟ ପାଇଁ ସବୁଠୁ କମ୍‌ ବେଞ୍ଚମାର୍କ ଧାର୍ଯ୍ୟ କରିଛି। ଟିମ୍‌ ଇଣ୍ଡିଆ ପାଇଁ  ୟୋ ୟୋ ଟେଷ୍ଟରେ ପାସମାର୍କ ୧୬.୧ ରଖାଯାଇଛି। ବେଳେବେଳେ ଏହାକୁ ବଢାଯାଇ ୧୬.୩ ରଖାଯାଇଥାଏ।

ଭାରତୀୟ ଟିମ୍‌ର ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ସ୍କୋର୍ ୟୋ ୟୋ ଟେଷ୍ଟର ସର୍ବାଧିକ ରହିଛି। ବିରାଟ କୋହଲି ୟୋ ୟୋ ଟେଷ୍ଟରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି। ନିକଟରେ ରୋହିତ ଶର୍ମା ମଧ୍ୟ  ୟୋ ୟୋ ଟେଷ୍ଟରେ ପାସ୍ କରିଛନ୍ତି। ଗତ ସପ୍ତାହେର ହୋଇଥିବା ୟୋ ୟୋ ଟେଷ୍ଟରେ ଅମ୍ବାତି ରାଇଡୁ, ମହମ୍ମଦ ଶାମି ଓ ସଞ୍ଜୁ ସାମସନଙ୍କ ବ୍ୟତୀୟ ଟିମ୍ ଇଣ୍ଡିଆର ଅନ୍ୟ ସମସ୍ତ ଖେଳାଳି ପାସ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story