ଦଶଟି ସହରରେ ନିଶ୍ୱାସରେ ଯାଉଛି ବିଷ!

ମଙ୍ଗଳବାରଠାରୁ ରାଜଧାନୀ ଦିଲ୍ଲୀକୁ ବିଷାକ୍ତ କୁହୁଡ଼ି ଢାଙ୍କି ରଖିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ୨୦୧୬ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଦୁନିଆର ୨୦ଟି ଟପ୍ ବାୟୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ କରାଯାଇଥିଲା। ଏଥିରେ ପାଖାପାଖି ଅଧା ଭାରତ ରହିଥିଲା। ଏଥିରେ ଦିଲ୍ଲୀ ୧୧ ନମ୍ବର ସ୍ଥାନରେ ଥିଲା। ଦେଶର ଅନ୍ୟ ଏକ ସ୍ଥାନ […]

delhi

delhi

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 01:58 PM IST

Sports

Latest News

ମଙ୍ଗଳବାରଠାରୁ ରାଜଧାନୀ ଦିଲ୍ଲୀକୁ ବିଷାକ୍ତ କୁହୁଡ଼ି ଢାଙ୍କି ରଖିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

୨୦୧୬ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଦୁନିଆର ୨୦ଟି ଟପ୍ ବାୟୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ କରାଯାଇଥିଲା। ଏଥିରେ ପାଖାପାଖି ଅଧା ଭାରତ ରହିଥିଲା। ଏଥିରେ ଦିଲ୍ଲୀ ୧୧ ନମ୍ବର ସ୍ଥାନରେ ଥିଲା। ଦେଶର ଅନ୍ୟ ଏକ ସ୍ଥାନ ଗ୍ୱାଲିୟର ଦ୍ୱିତୀୟ ସ୍ଥାନରେ ଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଗ୍ରୀନ୍‌ପିସ୍ ଇଣ୍ଡିଆ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଦକ୍ଷିଣ ଭାରତର କିଛି ସ୍ଥାନକୁ ଛାଡ଼ି ଦେଲେ ପୂରା ଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି।

ଟପ୍ ୨୦ ବାୟୁ ପ୍ରଦୂଷିତ ସହର ମଧ୍ୟରେ ଥିବା ଭାରତର ସହର:  ୨୦୧୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟପ୍‌ ୨୦ ପ୍ରଦୂଷିତ ସହର ତାଲିକାରେ ଭାରତରେ ଗ୍ୱାଲିୟର, ଆଲ୍ଲାହାବାଦ, ପାଟନା, ରାୟପୁର, ଦିଲ୍ଲୀ, ଲୁଧିଆନା, କାନପୁର, ଖନ୍ନା, ଫିରୋଜାବାଦ୍ ଓ ଲକ୍ଷ୍ନୌ ପ୍ରମୁଖ ରହିଥିଲା। ଏହି ତାଲିକାରେ କେବଳ ଉତ୍ତର ପ୍ରଦେଶର ଚାରୋଟି ସହର ଆଲ୍ଲାହାବାଦ, କାନପୁର, ଫିରୋଜାବାଦ ଓ ଲକ୍ଷ୍ମୌ ଯଥାକ୍ରମେ ୩ୟ, ୧୫, ୧୭ ଓ ୧୮ତମ ସ୍ଥାନରେ ରହିଥିଲା। ପଞ୍ଜାବର ଲୁଧିଆନା ଓ ଖନ୍ନା ସହର ଯଥାକ୍ରମେ ୧୨ ଓ ୧୬ତମ ସ୍ଥାନରେ ରହିଥିଲେ।

କିପରି ବିଷାକ୍ତ ହେଉଛି ସ୍ମଗ୍: ଆମେରିକାର ନାସା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ପଞ୍ଜାବ, ଉତ୍ତର ପ୍ରଦେଶ ଓ ହରିୟାଣାରେ ଚାଷୀମାନେ ଫସଲ ଅମଳ ପରେ ଅବଶିଷ୍ଟାଂଶକୁ ନିଆଁ ଲଗାଇ ପୋଡ଼ି ଦିଅନ୍ତି। ସେଥିରୁ ବାହାରୁଥିବା ଧୂଆଁ କୁହୁଡ଼ି ସହିତ ମିଶୁଥିବାରୁ ତାହା ବିଷାକ୍ତ ହୋଇଯାଉଛି। ପ୍ରତିବର୍ଷ କୃଷକମାନେ ଏପରି କରୁଥିବାରୁ ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି। ବାୟୁ ପ୍ରଦୂଷଣ ବଢ଼ିବା ସହିତ ପବନର ଚାପ କମୁଥିବାରୁ ‘ଏୟାର ଲକ୍’ ପରିସ୍ଥିତି ସୃଷ୍ଟି ହେଉଛି।

ପ୍ରତିବର୍ଷ ୨ରୁ ୪ ଲକ୍ଷ ମୃତ୍ୟୁ ମୁଖରେ ପଡ଼ନ୍ତି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ୨ରୁ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ। ଖାଲି ସେତିକି ନୁହେଁ ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସ, ବ୍ରୋଙ୍କାଇଟିସ, ଫୁସ୍‌ଫୁସ୍‌ ଜନିତ ସମସ୍ୟା, ଶ୍ୱାସ କ୍ରିୟାରେ ଆଲର୍ଜି ଓ ହୃଦଘାତ ଭଳି ଭୟଙ୍କର ରୋଗ ହୋଇଥାଏ।

ppକୁହୁଡ଼ିର ପ୍ରଭାବରୁ ରକ୍ଷା ପାଇବେ କେମିତି-  ଏଥିରୁ ରକ୍ଷା ପାଇବାକୁ ହେଲେ ପ୍ରତିଦିନ ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ। ତା’ହେଲେ ଆପଣମାନେ କୁହୁଡ଼ିରୁ ହେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିରେ ଆଣ୍ଟି ଆଲର୍ଜି ଗୁଣ ରହିଛି। ତେଣୁ ଏହା ଶ୍ୱାସ ରୋଗୀଙ୍କ ପାଇଁ ବିଶେଷ ଭାବେ ଭଲ। ଗୁଡ଼ରେ ଲୌହ ଅଂଶ ଥିବାରୁ ଏହା ରକ୍ତରେ ହିମୋଗ୍ଲୋବିନ ସ୍ତରକୁ ସାମାନ୍ୟ କରିଥାଏ। ଫଳରେ ରକ୍ତରେ ଅମ୍ଳଜାନର ସ୍ତର ବଢ଼ିବା ସହିତ ଶରୀରକୁ ଶକ୍ତି ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story