ଇଣ୍ଡୋନେସିଆ: ସେନା ବିମାନରେ ବିସ୍ଫୋରଣ ଘଟି ୩୦ ମୃତ

ଇଣ୍ଡୋନେସିଆ: ଇଣ୍ଡୋନେସିଆ ସେନା ବାହୀନିର ଏକ ବିମାନ ସି- ୧୩୦ ମଙ୍ଗଳବାର ଉଡାଣ କରିବାର କିଛି  ସମୟ ପରେ ସୁମାତ୍ରା ଆଇସଲ୍ୟାଣ୍ଡର ମେଡାନ୍ ସହର ଉପରେ ବିସ୍ଫୋରଣ ହୋଇ ଧ୍ୱଂସ ହୋଇଯାଇଛି । ଏହି ଦୁର୍ଘଟଣାରେ ପାଖାପାଖି ୩୦ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

indonesia-military

Rakesh Mallick
  • Published: Tuesday, 30 June 2015
  • , Updated: 04 May 2017, 03:45 PM IST

Related story