ସ୍ମାର୍ଟ ସିଟି ସମସ୍ୟାର ସମାଧାନ ପାଇଁ  ହାତ ମିଳାଇଲେ ଇନଫୋସିସ୍ ଓ କ୍ୱାଲକମ୍

ବେଙ୍ଗାଲୁରୁ: ସ୍ମାର୍ଟ ସିଟିକୁ ଆହୁରି ସ୍ମାର୍ଟ କରିବା ପାଇଁ ହାତ ମିଳାଇଛନ୍ତି ଦେଶର ଅନ୍ୟତମ ପ୍ରମୁଖ ସଫ୍ଟଓ୍ୱୟାର କମ୍ପାନୀ ଇନଫୋସିସ୍ ଏବଂ ଆମେରିକାର ଚିପ୍ କମ୍ପାନୀ କ୍ୱାଲକମ୍। ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ହୋଇଛି। ଦେଶରେ ସ୍ମାର୍ଟ ସିଟିରେ ସ୍ମାର୍ଟ ସମାଧାନ ଯୋଗାଇବା ହେଉଛି ଏହି ଦୁଇ କମ୍ପାନୀର ମୂଳ ଉଦ୍ଦେଶ୍ୟ। ସ୍ମାର୍ଟ ସିଟିରେ ଅନେକ ସ୍ମାର୍ଟ-ସମାଧାନ ସହିତ ଅନେକ ବୈଶିଷ୍ଟ୍ୟ ରହିଛି। ଯେମିତିକି ସ୍ମାର୍ଟ-ଷ୍ଟାଡିୟମ୍, ସ୍ମାର୍ଟ-ହୋଟେଲ, ସ୍ମାର୍ଟ-ମାର୍କେଟ୍ ଏବଂ ଆହୁରି ଅନେକ। ଏହି ସମସ୍ତ ବ୍ୟବସ୍ଥାକୁ ଡିଜିଟାଇଜେସନ […]

infosys

infosys

Subhransu Sekhar
  • Published: Thursday, 12 March 2020
  • Updated: 12 March 2020, 05:25 PM IST

Sports

Latest News

ବେଙ୍ଗାଲୁରୁ: ସ୍ମାର୍ଟ ସିଟିକୁ ଆହୁରି ସ୍ମାର୍ଟ କରିବା ପାଇଁ ହାତ ମିଳାଇଛନ୍ତି ଦେଶର ଅନ୍ୟତମ ପ୍ରମୁଖ ସଫ୍ଟଓ୍ୱୟାର କମ୍ପାନୀ ଇନଫୋସିସ୍ ଏବଂ ଆମେରିକାର ଚିପ୍ କମ୍ପାନୀ କ୍ୱାଲକମ୍। ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ହୋଇଛି। ଦେଶରେ ସ୍ମାର୍ଟ ସିଟିରେ ସ୍ମାର୍ଟ ସମାଧାନ ଯୋଗାଇବା ହେଉଛି ଏହି ଦୁଇ କମ୍ପାନୀର ମୂଳ ଉଦ୍ଦେଶ୍ୟ।

ସ୍ମାର୍ଟ ସିଟିରେ ଅନେକ ସ୍ମାର୍ଟ-ସମାଧାନ ସହିତ ଅନେକ ବୈଶିଷ୍ଟ୍ୟ ରହିଛି। ଯେମିତିକି ସ୍ମାର୍ଟ-ଷ୍ଟାଡିୟମ୍, ସ୍ମାର୍ଟ-ହୋଟେଲ, ସ୍ମାର୍ଟ-ମାର୍କେଟ୍ ଏବଂ ଆହୁରି ଅନେକ। ଏହି ସମସ୍ତ ବ୍ୟବସ୍ଥାକୁ ଡିଜିଟାଇଜେସନ ଜରିଆରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଇମ୍ଫୋସିସ୍ କହିଛି। ଏହାଦ୍ୱାରା ଦକ୍ଷତା ବୃଦ୍ଧି ପାଇବ ବୋଲି ଏବଂ ସ୍ମାର୍ଟ ସିଟି ସମସ୍ୟାର ସମାଧାନ ହୋଇପାରିବ ବୋଲି ଏହି କମ୍ପାନୀ କହିଛି।

ଗୋଟିଏ ସ୍ମାର୍ଟ ସିଟିରେ ପର୍ଯ୍ୟାପ୍ତ ପାଣି କେମିତି ଯୋଗାଇ ହେବ, ବିଦ୍ୟୁତ୍ ଯୋଗାଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହିତ ପରିମଳ, ସହର ମଧ୍ୟରେ ପରିବହନ ସେବା, ବିଶେଷକରି ଗରିବଙ୍କ ପାଇଁ କମ୍ ଦାମରେ ଘର, ଆଇଟି ସଂଯୋଗ, ଡିଜିଟାଇଜେସନ୍, ଗୁଡ ଗଭର୍ଣ୍ଣାନ୍ସ, ଇ-ଶାସନ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଇତ୍ୟାଦି ଉପରେ ଗୁରୁତ୍ୱ ଦେବ ଇନଫୋସିସ୍ ଏବଂ କ୍ୱାଲଲମ୍।

ଇନଫୋସିସର ଏକ ‘SCALE’ ସିଷ୍ଟମ୍ ଅଛି ଯାହାର ଅର୍ଥ ହେଉଛି ସ୍ଥାୟୀ-ସଂଯୋଜିତ-ସୁଲଭ ଜୀବନଯାପନ-ଅଭିଜ୍ଞତା। ଏହି SCALE ସିଷ୍ଟମ୍ ସମ୍ବଳ ନିର୍ମାଣ, ସମ୍ପତ୍ତି ପରିଚାଳନା ଏବଂ ଲୋକଙ୍କ ସୁରକ୍ଷା ପାଇଁ ସହାୟତା ପ୍ରଦାନ କରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story