ମଣିଷଠୁ ବୁଦ୍ଧିଆ ମାଙ୍କଡ଼:ନିଜ ଚିକିତ୍ସା ପାଇଁ ପହଞ୍ଚିଲା ମେଡିକାଲରେ

ଶ୍ରୀନଗର: ଭାରତରେ ଲୋକମାନେ ଅଧିକ ସ୍ୱାସ୍ଥ୍ୟ ସଚେତନ ନୁହଁନ୍ତି। ଦେହ ଖରାପ ହୋଇ ଗୁରୁତର ହେବାକୁ ବସିଥିଲେ ବି ସେମାନେ ମେଡିକାଲ ଯିବାକୁ ଇଚ୍ଛା କରନ୍ତି ନାହିଁ। ସେଥିପାଇଁ କେହି ଜଣେ କହିଥିଲେ, ଏଠି ଲୋକମାନେ ଷ୍ଟ୍ରେଚରରେ ବୁହା ନହେବା ଯାଏଁ, ମେଡିକାଲ ଯାଆନ୍ତି ନାହିଁ। କିନ୍ତୁ ଏଭଳି ସ୍ଥିତିରେ ଆମ ମଣିଷମାନଙ୍କୁ ଶିକ୍ଷା ଦେଇଛି ଗୋଟେ ମାଙ୍କଡ଼। ପଢ଼ନ୍ତୁ ମାଙ୍କଡ଼ର ବୁଦ୍ଧି କେମିତି। ହସ୍ପିଟାଲରେ ରୋଗୀ ସେବା ଠିକ୍‌ଠାକ୍ ଚାଲିଥାଏ। କିନ୍ତୁ ହଠାତ୍ ହସ୍ପିଟାଲରେ ସର୍ଜରୀ […]

monkey1

monkey1

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 06:06 PM IST

Sports

Latest News

ଶ୍ରୀନଗର: ଭାରତରେ ଲୋକମାନେ ଅଧିକ ସ୍ୱାସ୍ଥ୍ୟ ସଚେତନ ନୁହଁନ୍ତି। ଦେହ ଖରାପ ହୋଇ ଗୁରୁତର ହେବାକୁ ବସିଥିଲେ ବି ସେମାନେ ମେଡିକାଲ ଯିବାକୁ ଇଚ୍ଛା କରନ୍ତି ନାହିଁ। ସେଥିପାଇଁ କେହି ଜଣେ କହିଥିଲେ, ଏଠି ଲୋକମାନେ ଷ୍ଟ୍ରେଚରରେ ବୁହା ନହେବା ଯାଏଁ, ମେଡିକାଲ ଯାଆନ୍ତି ନାହିଁ। କିନ୍ତୁ ଏଭଳି ସ୍ଥିତିରେ ଆମ ମଣିଷମାନଙ୍କୁ ଶିକ୍ଷା ଦେଇଛି ଗୋଟେ ମାଙ୍କଡ଼। ପଢ଼ନ୍ତୁ ମାଙ୍କଡ଼ର ବୁଦ୍ଧି କେମିତି।

ହସ୍ପିଟାଲରେ ରୋଗୀ ସେବା ଠିକ୍‌ଠାକ୍ ଚାଲିଥାଏ। କିନ୍ତୁ ହଠାତ୍ ହସ୍ପିଟାଲରେ ସର୍ଜରୀ ୱାର୍ଡ ହୋ ହାଲ୍ଲାରେ କମ୍ପି ଉଠିଲା। କିଛି ଗୋଟେ ବଡ଼ ଦୁର୍ଘଟଣା ହୋଇଛି ଭାବି କିଛି ଲୋକ ସର୍ଜରୀ ୱାର୍ଡ ଆଡ଼କୁ ଧାଇଁ ଆସିଲେ। କିନ୍ତୁ ସର୍ଜରୀ ୱାର୍ଡର ଦୃଶ୍ୟ ଥିଲା ହୃଦୟସ୍ପର୍ଶୀ। କାରଣ ସେଠି ଡାକ୍ତରଙ୍କ ଟେବୁଲ୍ ଉପରେ ଶୋଇଥିଲା ଏକ ଆହତ ମାଙ୍କଡ଼। ଯାହାପାଇଁ ଏତେ ହୋ-ହାଲ୍ଲା ହେଉଥିଲା, ସେ ବେଡ୍ ଉପରେ କଷ୍ଟରେ ଛଟପଟ ହେଉଥିଲା। ଏହିଭଳି ଘଟଣା ଦେଖିବାକୁ ମିଳିଛି ଶ୍ରୀନଗରର ଏକ ହସ୍ପିଟାଲରେ।

ଆହତ ମାଙ୍କଡ଼ ନିଜର ଚିକିତ୍ସା ପାଇଁ ଧାଇଁ ଆସିଛି ହସ୍ପିଟାଲ। ହେଲେ ମାଙ୍କଡ଼କୁ ଦେଖି ଲୋକେ ଏପରି ହାଲ୍ଲା କରୁଛନ୍ତି ଯେପରି ଏକ ବଡ ବିପଦ ମାଡି ଆସୁଛି। ତେବେ ଯନ୍ତ୍ରଣାରେ ଛଟପଟ ହେଉଥିବା ମାଙ୍କଡ଼ ସିଧା ଯାଇ ଶୋଇଥିଲା ହସ୍ପିଟାଲ ବେଡରେ। ତେବେ ମାଙ୍କଡକୁ ଡାକ୍ତରଙ୍କ ଟେବୁଲରେ ଦେଖି ପ୍ରଥମେ ହସ୍ପିଟାଲ କର୍ମଚାରୀ ଭୟଭୀତ ହୋଇ ଯାଇଥିଲେ। କିନ୍ତୁ କିଛି ସମୟ ପରେ ହସ୍ପିଟାଲ କର୍ମଚାରୀ ସାହସ ଜୁଟାଇ ଆହତ ମାଙ୍କଡ଼ର ଚିକିତ୍ସା କରିଥିଲେ। ଟିକିଏ ସୁସ୍ଥ ହେବା ପରେ ପାଣି ପିଇ ସାରି ଆପଣାଛାଏଁ ମାଙ୍କଡ଼ ବେଡ଼ରୁ ଉଠି ଚାଲିଯାଇଥିଲା। ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମାଙ୍କଡକୁ ନେଇ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story