ରାମ ମନ୍ଦିର ଭୂମି ପୂଜନ ବେଳେ ହୋଇପାରେ ଆତଙ୍କୀ ହମଲା,ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ତେବେ ଭୂମି ପୂଜନ ବେଳେ ଆତଙ୍କବାଦୀମାନେ ଅଯୋଧ୍ୟାରେ ହମଲା କରିବାକୁ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅଗଷ୍ଟ ୫ରେ ଭୂମି ପୂଜନ ସହ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ବର୍ଷପୂର୍ତ୍ତି। ତେଣୁ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ମଧ୍ୟ ହମଲା କରିବାର ଆଶଙ୍କା ରହିଛି। ଗୁଇନ୍ଦା ବିଭାଗର ସତର୍କ ସୂଚନା ପରେ ଅଯୋଧ୍ୟା, ଜମ୍ମୁ-କଶ୍ମୀର […]

dy

dy

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 07:20 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ତେବେ ଭୂମି ପୂଜନ ବେଳେ ଆତଙ୍କବାଦୀମାନେ ଅଯୋଧ୍ୟାରେ ହମଲା କରିବାକୁ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଅଗଷ୍ଟ ୫ରେ ଭୂମି ପୂଜନ ସହ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ବର୍ଷପୂର୍ତ୍ତି। ତେଣୁ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ମଧ୍ୟ ହମଲା କରିବାର ଆଶଙ୍କା ରହିଛି। ଗୁଇନ୍ଦା ବିଭାଗର ସତର୍କ ସୂଚନା ପରେ ଅଯୋଧ୍ୟା, ଜମ୍ମୁ-କଶ୍ମୀର ଓ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ୩ଟି ସ୍ଥାନରେ ସ୍ୱତନ୍ତ୍ର ସୁରକ୍ଷା ଟିମ୍‌କୁ ମଧ୍ୟ ମୁତୟନ କରାଯାଇଛି।

ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଆୟୋଜିତ ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ମୋଦିଙ୍କ ବ୍ୟତୀତ ଆଉ ୫୦ ଜଣ ଭିଭିଆଇ ମଧ୍ୟ ଅଯୋଧ୍ୟା ଗସ୍ତ କରିବେ। ତେଣୁ ଏହି ସମୟରେ ଆତଙ୍କୀ ହମଲା କରିବାକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଯୋଜନା କରିଛି। ନିଜ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଇଏସଆଇ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତୋଏବା ଓ ଜୈଶ-ଇ-ମହମ୍ମଦ ସଂଗଠନର ଆତଙ୍କୀମାନଙ୍କୁ ଭାରତ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି।

ଗୁଇନ୍ଦା ସୂଚନା ଅନୁଯାୟୀ, ଗୋଟିଏ ଲେଖାଏ ଗ୍ରୁପ୍‌ କରି ଆଇଏସଆଇ ଆତଙ୍କୀମାନଙ୍କୁ ପଠାଉଛି। ପ୍ରତି ଗ୍ରୁପରେ ତାଲିମ ପ୍ରାପ୍ତ ୩ରୁ ୫ ଜଣ ଆତଙ୍କୀ ରହିଛନ୍ତି। ଭାରତକୁ ପଠାଇ ପୂର୍ବରୁ ସମସ୍ତ ଆତଙ୍କୀଙ୍କୁ ଆଫଗାନିସ୍ତାନରେ ଟ୍ରେନିଂ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story