ଚାଇନା ଦ୍ରବ୍ୟ ପରି ‘ଟ୍ୟାଙ୍କ’ର ବି ନାହିଁ ଦମ୍‌: ପ୍ରଥମ ରାଉଣ୍ଡରେ ଫୁସ୍‌, ଭାରତ ଦେଖାଇଲା ଦମ୍‌

ଭାରତକୁ ସବୁବେଳେ ଯୁଦ୍ଧ ଧମକ ଦେଇ ବାହାସ୍ପୋଟ ମାରୁଥିବା ଚୀନ୍‌କୁ ଲାଗିଛି ପୁଣି ଏକ ଝଟକା। ଚାଇନା ଦ୍ରବ୍ୟ ଯେମିତି ବେଶିଦିନ ଚାଲି ନଥାଏ ତା’ର ଯୁଦ୍ଧ ସାମଗ୍ରୀ ମଧ୍ୟ ସେମିତି ତିଷ୍ଠି ନଥାଏ ବୋଲି ବିଶ୍ୱ ଦରକାରରେ ପ୍ରମାଣିତ ହୋଇଛି। ବିଭିନ୍ନ ଦେଶର ଶକ୍ତିଶାଳୀ ଟ୍ୟାଙ୍କକୁ ନେଇ ଋଷରେ ଚାଲିଥିବା ଇଣ୍ଟରନ୍ୟାସନାଲ ଆର୍ମି ଗେମ୍‌ରେ ଚୀନ୍‌ର ଟ୍ୟାଙ୍କ ମାଟି କାମୁଡିଛି। ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି ଚୀନ୍। ଅନ୍ୟପକ୍ଷରେ ଚୀନ୍‌ ଆଗରେ ଛାତି ଚଉଡା […]

tank

tank

Rakesh Mallick
  • Published: Tuesday, 08 August 2017
  • Updated: 08 August 2017, 12:13 PM IST

Sports

Latest News

ଭାରତକୁ ସବୁବେଳେ ଯୁଦ୍ଧ ଧମକ ଦେଇ ବାହାସ୍ପୋଟ ମାରୁଥିବା ଚୀନ୍‌କୁ ଲାଗିଛି ପୁଣି ଏକ ଝଟକା। ଚାଇନା ଦ୍ରବ୍ୟ ଯେମିତି ବେଶିଦିନ ଚାଲି ନଥାଏ ତା’ର ଯୁଦ୍ଧ ସାମଗ୍ରୀ ମଧ୍ୟ ସେମିତି ତିଷ୍ଠି ନଥାଏ ବୋଲି ବିଶ୍ୱ ଦରକାରରେ ପ୍ରମାଣିତ ହୋଇଛି। ବିଭିନ୍ନ ଦେଶର ଶକ୍ତିଶାଳୀ ଟ୍ୟାଙ୍କକୁ ନେଇ ଋଷରେ ଚାଲିଥିବା ଇଣ୍ଟରନ୍ୟାସନାଲ ଆର୍ମି ଗେମ୍‌ରେ ଚୀନ୍‌ର ଟ୍ୟାଙ୍କ ମାଟି କାମୁଡିଛି। ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି ଚୀନ୍। ଅନ୍ୟପକ୍ଷରେ ଚୀନ୍‌ ଆଗରେ ଛାତି ଚଉଡା କରି ଛିଡା ହୋଇଥିବା ଭାରତ ଏହି ଗେମ୍‌ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି। ଏତିକିରୁ ଯୁଦ୍ଧ ଧମକ ଦେଉଥିବା ଚୀନ୍‌ ବୁଝିଯିବା ଦରକାର ରଣକ୍ଷେତ୍ରରେ ଭାରତ ତା’ର ଅବସ୍ଥା କ’ଣ କରିପାରିବ।

ପ୍ରତିଯୋଗିତାରେ ସମସ୍ତଙ୍କ ନଜର ଚୀନ୍ ଓ ଭାରତର ଶକ୍ତିଶାଳୀ ଟ୍ୟାଙ୍କ ଉପରେ ରହିଥିଲା। ପ୍ରତିଯୋଗିତା ଆରମ୍ଭ ହେବାର କିଛି କ୍ଷଣ ମଧ୍ୟରେ ଚୀନ୍ ଟ୍ୟାଙ୍କର ଅବସ୍ଥା ଏମିତି ହୋଇଥିଲା ଯାହା ଦର୍ଶାଇ ଥିଲା କି ଚୀନ୍ ମାଲ୍ ସତରେ ବେଶି ଦିନ ତିଷ୍ଠି ନଥାଏ। ପ୍ରତିଯୋଗିତାରେ ଭାଗ ନେଇଥିବା ଚୀନ୍ ଟ୍ୟାଙ୍କ କୌଶଳ ଦେଖାଉ ଦେଖାଉ ଭାଙ୍ଗି ଚୁରମାର୍ ହୋଇଯାଇଥିଲା। ଟ୍ୟାଙ୍କରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି ଖଣ୍ଡ ଖଣ୍ଡ ହୋଇଯାଇଥିଲା।

ପ୍ରତିଯୋଗିତାର ୪୮ କିଲୋମିଟର ରିଲେ ରେସରେ ଦ୍ୱିତୀୟ ରାଉଣ୍ଡକୁ ପ୍ରବେଶ କରିଥିବା ଦେଶର ଟ୍ୟାଙ୍କ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ। ଏହି ରାଉଣ୍ଡରେ ଟପ୍-୪ରେ ରହିଥିବା ଦେଶ ପରବର୍ତ୍ତୀ ରାଉଣ୍ଡକୁ ଯିବେ। ଫାଇନାଲ ପ୍ରତିଯୋଗିତା ଅଗଷ୍ଟ ୧୨ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୧୯ଟି ଦେଶ ଭାଗ ନେଉଛନ୍ତି।

ଚଳିତବର୍ଷ ପ୍ରଥମ ଥର ପାଇଁ ଭାରତ ଶକ୍ତିଶାଳୀ ଟି-୯୦ ଟ୍ୟାଙ୍କ ସହ ପ୍ରତିଯୋଗିତାରେ ଭାଗ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story