କୁଳଭୂଷଣ ମାମଲା: ଏଇ ମାସ ଆସିବ ଅନ୍ତର୍ଜାତୀୟ କୋର୍ଟର ରାୟ

ନୂଆଦିଲ୍ଲୀ:ଚଳିତ ମାସରେ ହିଁ ଅନ୍ତର୍ଜାତୀୟ କୋର୍ଟରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇବ। ପାକିସ୍ତାନରେ କୁଳଭୂଷଣଙ୍କ ନାମରେ ଗୁଇନ୍ଦାଗିରି କରୁଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରାଯିବା ସହ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କୁଳଭୂଷଣ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ। ୨୦୧୭ ମସିହା ଏପ୍ରିଲ ମାସରେ ସେ ଗିରଫ ହୋଇଥିଲେ। ଏହାକୁ ବିରୋଧ କରି ମେ’ ୨୦୧୭ରେ ଭାରତ ଅନ୍ତର୍ଜାତୀୟ କୋର୍ଟ ଦ୍ୱାରସ୍ଥ ହୋଇଥିଲା। ୨୦୧୭ ମସିହା […]

kulbhushan

kulbhushan

Subrat Kumar Nayak
  • Published: Thursday, 04 July 2019
  • Updated: 04 July 2019, 09:20 PM IST

Sports

Latest News

ନୂଆଦିଲ୍ଲୀ:ଚଳିତ ମାସରେ ହିଁ ଅନ୍ତର୍ଜାତୀୟ କୋର୍ଟରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇବ। ପାକିସ୍ତାନରେ କୁଳଭୂଷଣଙ୍କ ନାମରେ ଗୁଇନ୍ଦାଗିରି କରୁଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରାଯିବା ସହ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କୁଳଭୂଷଣ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ। ୨୦୧୭ ମସିହା ଏପ୍ରିଲ ମାସରେ ସେ ଗିରଫ ହୋଇଥିଲେ। ଏହାକୁ ବିରୋଧ କରି ମେ' ୨୦୧୭ରେ ଭାରତ ଅନ୍ତର୍ଜାତୀୟ କୋର୍ଟ ଦ୍ୱାରସ୍ଥ ହୋଇଥିଲା।

୨୦୧୭ ମସିହା ମେ ୧୫ ତାରିଖରେ ଅନ୍ତର୍ଜାତୀୟ କୋର୍ଟ ପାକିସ୍ତାନକୁ ଫାଶୀଦଣ୍ଡ କାର୍ଯ୍ୟକାରୀ କରିବା ଉପରେ ରୋକ୍‌ ଲଗାଇଥିଲେ। କୋର୍ଟ କହିଥିଲେ ଶୁଣାଣି ନସରିବା ଯାଏ ଫାଶୀ ଦିଆଯାଇ ପାରିବ ନାହିଁ।

ଗତ ଫେବୃଆରୀରେ କୋର୍ଟ ୪ଦିନିଆ ଜନଶୁଣାଣି କରିଥିଲେ, ଯେଉଁଥିରେ ଉଭୟ ଦେଶ ସେମାନଙ୍କ ଦାବି ଏବଂ ପ୍ରତିକ୍ରିୟା ରଖିଥିଲେ। ଏହି ଫାଶୀ ଦଣ୍ଡାଦେଶକୁ ଖାରଜ କରି କୁଳଭୂଷଣଙ୍କୁ ମୁକ୍ତି ଦିଆଯାଉ ବୋଲି ଭାରତ ପକ୍ଷରୁ ଦାବି କରାଯାଇଛି। ପାକିସ୍ତାନର ସାମରିକ କୋର୍ଟର ରାୟ ହାସ୍ୟାସ୍ପଦ ଏବଂ ଏହା ସର୍ବନିମ୍ନ ପ୍ରକ୍ରିୟା ମଧ୍ୟ ପୂରଣ କରିନାହିଁ ବୋଲି ପ୍ରମାଣ ସହ ଯୁକ୍ତି ରଖିଛି ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story