ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଇନ୍ଟେକ୍ସ ନିଜର 4G ଫିଚର୍ ଫୋନ୍ ଲଞ୍ଚ କରିବାକୁ ଯାଉଛି। ଏହି ଫୋନ୍ର ନାଁ ରଖାଯାଇଛି ନବରତ୍ନ। ଯେଉଁଥିରେ ସ୍ମାର୍ଟ ଫିଚର ଫୋନ ମଡେଲ୍ ବି ସାମିଲ। ଏହି ସ୍ୱଦେଶୀ ଫୋନ୍ ୭୦୦ ଟଙ୍କାରେ ବଜାରରେ ଉପଲବ୍ଧ ହେବ। ଏହାର ଟପ୍ ମଡେଲର ଦାମ ରହିଛି ୧୫୦୦ ଟଙ୍କା। ନିକଟରେ ରିଲିଆନ୍ସ ଜିଓ ତରଫରୁ 4G ଏଲିଟ୍ ସପୋର୍ଟ କରୁଥିବା ସବୁଠୁ ଶସ୍ତା ଫୋନ୍ ଲଞ୍ଚ ହୋଇଥିଲା। ଏହି ଫୋନ୍ ମାଗଣାରେ ମିଳୁଥିବା ବେଳେ ଫୋନ୍ର ସିକ୍ୟୁରିଟି ପାଇଁ ୧୫୦୦ ଟଙ୍କା ଦେବାକୁ ପଡୁଛି।
ଇନ୍ଟେକ୍ସର 4G ଫିଚର୍ସ
ଏହି ଫୋନରେ 2.4 ଇଞ୍ଚ ସ୍କିନ୍ ରହିଥିବା ବେଳେ 2000 mAh ବ୍ୟାଟେରୀ ରହିଛି। ଏହାସହ 512 ଏମ୍ବି ରାମ୍ ଓ ଇଣ୍ଟରନାଲ୍ ମେମୋରୀ 4GB ରହିଛି` ଏଥିରେ 32 GB ପର୍ଯ୍ୟନ୍ତ ଏସ୍ଡି କାର୍ଡ ମଧ୍ୟ ବ୍ୟବହାର କରିପାରିବେ। ସେଲ୍ଫି ପାଇଁ ଏଥିରେ 2 mp ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରେ ଡୁଆଲ୍ କୋର୍ ପ୍ରୋସେସର ରହିଛି, ଯେଉଁଥିରେ ନେଟ୍ ବ୍ୟବହାର କଲେ ଏହାର ସ୍ପିଡ୍ ଅନ୍ୟ ସ୍ମାର୍ଟଫୋନ୍ ପରି ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।