ଚାଇନା ଫୋନ୍‌କୁ ଟକ୍କର ଦେବାକୁ ଆସିଗଲା ଭାରତୀୟ ଫୋନ୍: ୭୦୦ ଟଙ୍କାରେ ମିଳିବ 4G ଫିଚର୍ସ

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଇନ୍‌ଟେକ୍ସ ନିଜର 4G ଫିଚର୍ ଫୋନ୍ ଲଞ୍ଚ କରିବାକୁ ଯାଉଛି। ଏହି ଫୋନ୍‌ର ନାଁ ରଖାଯାଇଛି ନବରତ୍ନ। ଯେଉଁଥିରେ ସ୍ମାର୍ଟ ଫିଚର ଫୋନ ମଡେଲ୍ ବି ସାମିଲ। ଏହି ସ୍ୱଦେଶୀ ଫୋନ୍ ୭୦୦ ଟଙ୍କାରେ ବଜାରରେ ଉପଲବ୍ଧ ହେବ। ଏହାର ଟପ୍ ମଡେଲର ଦାମ ରହିଛି ୧୫୦୦ ଟଙ୍କା। ନିକଟରେ ରିଲିଆନ୍ସ ଜିଓ ତରଫରୁ 4G ଏଲିଟ୍ ସପୋର୍ଟ କରୁଥିବା ସବୁଠୁ ଶସ୍ତା ଫୋନ୍ ଲଞ୍ଚ ହୋଇଥିଲା। ଏହି ଫୋନ୍ ମାଗଣାରେ ମିଳୁଥିବା […]

intex-navratna

intex-navratna

Rakesh Mallick
  • Published: Tuesday, 01 August 2017
  • Updated: 13 September 2017, 04:06 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଇନ୍‌ଟେକ୍ସ ନିଜର 4G ଫିଚର୍ ଫୋନ୍ ଲଞ୍ଚ କରିବାକୁ ଯାଉଛି। ଏହି ଫୋନ୍‌ର ନାଁ ରଖାଯାଇଛି ନବରତ୍ନ। ଯେଉଁଥିରେ ସ୍ମାର୍ଟ ଫିଚର ଫୋନ ମଡେଲ୍ ବି ସାମିଲ। ଏହି ସ୍ୱଦେଶୀ ଫୋନ୍ ୭୦୦ ଟଙ୍କାରେ ବଜାରରେ ଉପଲବ୍ଧ ହେବ। ଏହାର ଟପ୍ ମଡେଲର ଦାମ ରହିଛି ୧୫୦୦ ଟଙ୍କା। ନିକଟରେ ରିଲିଆନ୍ସ ଜିଓ ତରଫରୁ 4G ଏଲିଟ୍ ସପୋର୍ଟ କରୁଥିବା ସବୁଠୁ ଶସ୍ତା ଫୋନ୍ ଲଞ୍ଚ ହୋଇଥିଲା। ଏହି ଫୋନ୍ ମାଗଣାରେ ମିଳୁଥିବା ବେଳେ ଫୋନ୍‌ର ସିକ୍ୟୁରିଟି ପାଇଁ ୧୫୦୦ ଟଙ୍କା ଦେବାକୁ ପଡୁଛି।

ଇନ୍‌ଟେକ୍ସର 4G ଫିଚର୍ସ

ଏହି ଫୋନରେ 2.4 ଇଞ୍ଚ ସ୍କିନ୍ ରହିଥିବା ବେଳେ 2000 mAh ବ୍ୟାଟେରୀ ରହିଛି। ଏହାସହ 512 ଏମ୍‌ବି ରାମ୍ ଓ ଇଣ୍ଟରନାଲ୍ ମେମୋରୀ 4GB ରହିଛି` ଏଥିରେ 32 GB ପର୍ଯ୍ୟନ୍ତ ଏସ୍‌ଡି କାର୍ଡ ମଧ୍ୟ ବ୍ୟବହାର କରିପାରିବେ। ସେଲ୍‌ଫି ପାଇଁ ଏଥିରେ 2 mp ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରେ ଡୁଆଲ୍ କୋର୍ ପ୍ରୋସେସର ରହିଛି, ଯେଉଁଥିରେ ନେଟ୍ ବ୍ୟବହାର କଲେ ଏହାର ସ୍ପିଡ୍ ଅନ୍ୟ ସ୍ମାର୍ଟଫୋନ୍ ପରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story