ସିବିଆଇ ହେପାଜତରେ ରହିବାକୁ ଚିଦାମ୍ବରମ୍‌ଙ୍କ ଇଛା

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍। ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଗିରଫ କରିଥିବା ଚିଦାମ୍ବରମ୍‌ଙ୍କର ଆସନ୍ତାକାଲି ସିବିଆଇ ରିମାଣ୍ଡ ସରୁଥିବାରୁ ସେ ଆସନ୍ତାକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ। କୋର୍ଟ ଚିଦାମ୍ବରମ୍‌ଙ୍କ ଏହି ଆବେଦନ ବାବଦରେ କିଛି ମତ ରଖି ନାହାନ୍ତି। କିନ୍ତୁ କୋର୍ଟ କହିଛନ୍ତି ମନି ଲଣ୍ଡରିଂ ମାମଲାରେ ଚିଦାମ୍ବରମ୍‌ଙ୍କ ଅନ୍ତରୀଣ […]

chidambaram

chidambaram

Subrat Kumar Nayak
  • Published: Thursday, 29 August 2019
  • Updated: 29 August 2019, 09:12 PM IST

Sports

Latest News

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍। ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଗିରଫ କରିଥିବା ଚିଦାମ୍ବରମ୍‌ଙ୍କର ଆସନ୍ତାକାଲି ସିବିଆଇ ରିମାଣ୍ଡ ସରୁଥିବାରୁ ସେ ଆସନ୍ତାକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ।

କୋର୍ଟ ଚିଦାମ୍ବରମ୍‌ଙ୍କ ଏହି ଆବେଦନ ବାବଦରେ କିଛି ମତ ରଖି ନାହାନ୍ତି। କିନ୍ତୁ କୋର୍ଟ କହିଛନ୍ତି ମନି ଲଣ୍ଡରିଂ ମାମଲାରେ ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ଜାମିନ୍ ମନା କରି ଦିଲ୍ଲୀ ହାଇକୋର୍ଟ ଗତ ଅଗଷ୍ଟ ୨୦ ତାରିଖରେ ଦେଇଥିବା ରାୟ ବିରୋଧରେ ହୋଇଥିବା ଆବେଦନ ନେଇ ସେପ୍ଟେମ୍ବର ୫ ତାରିଖରେ ଶୁଣାଣି ହେବ।

ଚିଦାମ୍ବରମ୍‌ଙ୍କ ପକ୍ଷରୁ ଲଢ଼ୁଥିବା ୨ ବରିଷ୍ଠ ଓକିଲ କପିଲ ଶିବଲ ଏବଂ ଅଭିଷେକ ମନୁ ସିଂଘଭୀ କହିଛନ୍ତି, ରିମାଣ୍ଡ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ସେପ୍ଟେମ୍ବର ୨ ତାରିଖରେ ହେବାର ଅଛି। ତେଣୁ ଚିଦାମ୍ବରମ୍ ସେହି ତାରିଖ ଯାଏ ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି।

କିନ୍ତୁ ସଲିସିଟର ଜେନେରାଲ ତୁଷାର ମେହେଟା ଏହାର ବିରୋଧ କରି କହିଥିଲେ, ରିମାଣ୍ଡର ଅବଧି ବଢ଼ାଇବା ଟ୍ରାଏଲ କୋର୍ଟର ନିଷ୍ପତ୍ତି ହେବ, କାରଣ ସେଠାରେ ବର୍ତ୍ତମାନ ମାମଲା ଚାଲିଛି। ଆସନ୍ତାକାଲି ଟ୍ରାଏଲ କୋର୍ଟରେ ଏହି ଆବେଦନ ହେଲେ ଆମକୁ କିଛି କହିବାର ନାହିଁ। କୋଡ୍ ଅଫ୍ କ୍ରିମିନିଲ ପ୍ରସିଜିଓର ଅନୁଯାୟୀ, ଅଭିଯୁକ୍ତକୁ ହେପାଜତରେ ରଖି ତଦନ୍ତକାରୀ ସଂସ୍ଥା ପଚରାଉଚରା କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଏ।

ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ କହିଥିଲେ, ଏହି ତଦନ୍ତକାରୀ ସଂସ୍ଥା କୋର୍ଟକୁ ଦେବାକୁ ଚାହୁଁଥିବା ମ୍ୟାଟେରିଆଲ ଏକ ଅଫିସିଆଲ ସିଲ୍ ହୋଇଥିବା ଲଫାପାରେ ଦେବେ। ଏହାପରେ ଖଣ୍ଡପୀଠ ଏହି ଡକ୍ୟୁମେଣ୍ଟ ବାବଦରେ ନିଷ୍ପତ୍ତି ନେବେ।

ଆଜି ସଲିସିଟର ତୁଷାର ମେହେଟା କହିଥିଲେ, ମନି ଲଣ୍ଡରିଂ ସମାଜ ଏବଂ ରାଷ୍ଟ୍ର ବିରୋଧୀ। ତେଣୁ ତାଙ୍କୁ ଅନ୍ତରୀଣ ଜାମିନ୍ ବିନା ପଚରାଉଚରା କରିବାକୁ ହେବ। ଏହାପରେ ଶିବଲ କହିଥିଲେ, ଇଡି ପାଖରେ ଯଦି ଚିଦାମ୍ବରମ୍ ଘୋଷଣା କରିନଥିବା କୌଣସି ବ୍ୟାଙ୍କ ଆକାଉଣ୍ଟ ବା ସମ୍ପତ୍ତି ଥାଏ ତାହାର ପ୍ରମାଣ ଦିଅନ୍ତୁ। ଶିବଲ ଏହାପରେ ମୌଳିକ ଅଧିକାର ଏବଂ ସ୍ୱାଧୀନତାର ପ୍ରଶ୍ନ ଉଠାଇଥିଲେ। ସେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ, ୨୦୧୪ ପରେ ଏମିତି କ’ଣ ହେଲା ଯେ ଚିଦାମ୍ବର ଚିଦାମ୍ବରମ୍‌ଙ୍କୁ ଗିରଫ କରିବାକୁ ଇଡି ଆଗଭର ହେଲା, ଯଦିଓ ଏହା ୨୦୦୭-୦୮ ବର୍ଷର ମାମଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story