ଭାରତରେ ଏମିତି ମିଳେ ସଚ୍ଚୋଟପଣିଆକୁ ପୁରସ୍କାର: ଜେଲ୍‌ରର ଭୁଲ ଧରିଲେ ବୋଲି ଆଇପିଏସ୍‌ ରୂପାଙ୍କ ବଦଳି

ବାଙ୍ଗାଲୋର: କଳୁଷିତ ରାଜନୀତି ଧୂଆଁରେ ଲୁଚିଗଲା ପ୍ରକୃତ ସତ। ସତକୁ ସାମ୍ନାକୁ ଆଣିବା ମହଙ୍ଗା ପଡିଛି ଜଣେ ଲେଡି ଅଫିସରଙ୍କୁ। ବାଙ୍ଗାଲୋରର ସେଣ୍ଟ୍ରାଲ ଜେଲରେ ଏଆଇଏଡିଏମକେ ମୁଖ୍ୟ ଶଶିକଳାଙ୍କୁ ମିଳୁଥିବା ଭିଭିଆଇପି ସୁବିଧାର ଖୁଲାସା କରି ଚର୍ଚ୍ଚାକୁ ଆସିଥିବା ଡିଆଇଜି ଡି. ରୂପାଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଆଜି କର୍ଣ୍ଣାଟକ ସରକାର ଏନେଇ ସ୍ପଷ୍ଟ କରିଛନ୍ତି। କେବଳ ରୂପା ନୁହେଁ ଜେଲ ଡିଜି ସତ୍ୟନାରାୟଣ ରାଓଙ୍କୁ ମଧ୍ୟ ବଦଳି କରାଯାଇଛି। ଡିଆଇଜି ଡି. ରୂପା ଶଶିକଳାଙ୍କୁ […]

d. roopa

d. roopa

Rakesh Mallick
  • Published: Monday, 17 July 2017
  • Updated: 18 July 2017, 07:41 AM IST

Sports

Latest News

ବାଙ୍ଗାଲୋର: କଳୁଷିତ ରାଜନୀତି ଧୂଆଁରେ ଲୁଚିଗଲା ପ୍ରକୃତ ସତ। ସତକୁ ସାମ୍ନାକୁ ଆଣିବା ମହଙ୍ଗା ପଡିଛି ଜଣେ ଲେଡି ଅଫିସରଙ୍କୁ। ବାଙ୍ଗାଲୋରର ସେଣ୍ଟ୍ରାଲ ଜେଲରେ ଏଆଇଏଡିଏମକେ ମୁଖ୍ୟ ଶଶିକଳାଙ୍କୁ ମିଳୁଥିବା ଭିଭିଆଇପି ସୁବିଧାର ଖୁଲାସା କରି ଚର୍ଚ୍ଚାକୁ ଆସିଥିବା ଡିଆଇଜି ଡି. ରୂପାଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଆଜି କର୍ଣ୍ଣାଟକ ସରକାର ଏନେଇ ସ୍ପଷ୍ଟ କରିଛନ୍ତି। କେବଳ ରୂପା ନୁହେଁ ଜେଲ ଡିଜି ସତ୍ୟନାରାୟଣ ରାଓଙ୍କୁ ମଧ୍ୟ ବଦଳି କରାଯାଇଛି। ଡିଆଇଜି ଡି. ରୂପା ଶଶିକଳାଙ୍କୁ ମିଳୁଥିବା ଭିଭିଆଇପି ସୁବିଧାର ସମସ୍ତ ରିପୋର୍ଟ ସତ୍ୟନାରୟଣଙ୍କୁ ପ୍ରଦାନ କରିଥିଲେ। ଏହାକୁ ନେଇ କର୍ଣ୍ଣାଟକ ରାଜନୀତି ମାହୋଲ ଏବେ ସରଗରମ ହୋଇଉଠିଛି।

ଗତକିଛି ଦିନ ଧରି ଜେଲରେ ଶଶିକଳାଙ୍କୁ ମିଳୁଥିବା ଭିଭିଆଇପି ସୁବିଧାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଖବର ଅନୁଯାୟୀ, ଶଶିକଳାଙ୍କ ପାଇଁ ଜେଲରେ ଏକ ସ୍ୱତନ୍ତ୍ର ରୋଷେଇଘରର ବ୍ୟବସ୍ଥା ହୋଇଥିଲା। ଶଶିକଳାଙ୍କ ସ୍ୱତନ୍ତ୍ର ରୋଷେଇଘର ପାଇଁ ୨କୋଟି ଟଙ୍କାର ଡିଲ୍‌ ହୋଇଥିଲା। ଏହି ଡିଲ୍‌ରେ ଜେଲ ଡିଜି ସତ୍ୟନାରାୟଣ ନିଜେ ସମ୍ପୃକ୍ତ ଅଛନ୍ତି ବୋଲି ରୂପା କହିଥିଲେ।

ଏ ବାବଦରେ ସଫେଇ ଦେଇ ଜେଲ ଡିଜି ସତ୍ୟନାରାୟଣଙ୍କ କହିଛନ୍ତି, କର୍ଣ୍ଣାଟକର ଜେଲ ମାନୁଆଲ ରୁଲ ୫୮୪ ଅନୁଯାୟୀ ଶଶିକଳାଙ୍କୁ ଏଭଳି ଭିଭିଆଇପି ସୁବିଧା ଦିଆଯାଉଥିଲା। ଏହି ରୁଲ୍‌ ମୁତାବିକ ଶଶିକଳା ୧୫ ଦିନ ମଧ୍ୟରେ ୪ରୁ ୬ ଜଣଙ୍କ ସହ ଜେଲ ଭିତରେ ଭେଟିପାରିବେ। ତେବେ ସୂଚନା ଅଧିକାର ଆଇନ କର୍ମୀ ନରସିହ୍ମା ମୂର୍ତ୍ତି ଆରଟିଆଇ ଆଇନ ବଳରେ ପାଇଥିବା ରିପୋର୍ଟ ଅନୁଯାୟୀ, ଶଶିକଳା ଗୋଟିଏ ମାସ ମଧ୍ୟରେ ୨୮ ଜଣଙ୍କୁ ଭେଟିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story