ପିଲାକୁ ମିଳିଲାନି ୟୁନିଫର୍ମ, ଅଭିଭାବକ ହେଲେ ଖଡ୍ଗହସ୍ତ

ପାଟନା: ବିହାରର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ହାଇ ଡ୍ରାମା । ପିଲାକୁ ବହି ଓ ୟୁନିଫର୍ମ ନିମନ୍ତେ ଟଙ୍କା ନ ମିଳିବାରୁ ଶିକ୍ଷକଙ୍କୁ ଧମକାଇବାକୁ ହାତରେ ଖଣ୍ଡା ଧରି ପହଞ୍ଚିଗଲେ ଅଭିଭାବକ । ଏହି ଘଟଣା ଦେଖି ସ୍କୁଲର ସମସ୍ତେ ଭୟଭୀତ ହୋଇଯାଇଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏନେଇ ସମ୍ପୃକ୍ତ ଅଭିଭାବକଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ବିହାରର ଅରରିୟା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। […]

attack

attack

Niharika Rout
  • Published: Friday, 08 July 2022
  • Updated: 08 July 2022, 10:39 AM IST

Sports

Latest News

ପାଟନା: ବିହାରର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ହାଇ ଡ୍ରାମା । ପିଲାକୁ ବହି ଓ ୟୁନିଫର୍ମ ନିମନ୍ତେ ଟଙ୍କା ନ ମିଳିବାରୁ ଶିକ୍ଷକଙ୍କୁ ଧମକାଇବାକୁ ହାତରେ ଖଣ୍ଡା ଧରି ପହଞ୍ଚିଗଲେ ଅଭିଭାବକ । ଏହି ଘଟଣା ଦେଖି ସ୍କୁଲର ସମସ୍ତେ ଭୟଭୀତ ହୋଇଯାଇଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏନେଇ ସମ୍ପୃକ୍ତ ଅଭିଭାବକଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ବିହାରର ଅରରିୟା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା।

ଅରରିୟା ଜିଲ୍ଲାର ଜୋକିହାଟ ଅଞ୍ଚଳରେ ଥିବା ଭଗବାନପୁର ପଞ୍ଚାୟତସ୍ଥିତ ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏହି ସ୍ଥିତି। ନିଜ ପିଲାକୁ ୟୁନିଫର୍ମ ଓ ବହି ମିଳି ନ ଥିବା ବେଳେ ଏଥିନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥ ମଧ୍ୟ ମିଳି ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଜଣେ ଅଭିଭାବକ ଦିନେ ସ୍କୁଲ ଚାଲିଥିବା ବେଳେ ହାତରେ ଖଣ୍ଡା ଧରି ପହଞ୍ଚିଗଲେ।

ଏହାପରେ ସେଠାରେ ଉପସ୍ଥିତ ଶିକ୍ଷକଙ୍କୁ ସେ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏପରିକି ୨୪ ଘଣ୍ଟାରେ ଟଙ୍କା ନ ମିଳିଲେ ପୁଣି ଥରେ ଆସିବେ ବୋଲି ଧମକ ଦେଇଥିଲେ। ସେଠାରେ ଉପସ୍ଥିତ ଲୋକେ କୌଶଳକ୍ରମେ ଉକ୍ତ ଅଭିଭାବକଙ୍କୁ ଶାନ୍ତ କରାଇ  କାବୁ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକେ ଏହାର ଭିଡିଓ କରିଥିବା ବେଳେ ତାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏନେଇ ସ୍କୁଲର ପ୍ରଧାନଶିକ୍ଷକ ସମ୍ପୃକ୍ତ ଅଭିଭାବକଙ୍କ ବିରୋଧରେ ବିଡିଓଙ୍କୁ ଅବଗତ କରିଥିବା ବେଳେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ଅଭିଭାବକଙ୍କୁ ଗିରଫ କରି ନ ଥିବା ଜଣାଯାଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story