ଚାବାହର ବନ୍ଦର :ପାକ୍‌ର ସହ ବିନା ଯୋଗାଯୋଗରେ ଭାରତ ଓ ଇରାନ ମଧ୍ୟରେ ହେବ ବାଣିଜ୍ୟକ ସମ୍ପର୍କ  

ନୂଆଦିଲ୍ଲୀ: କୂଟନୀତି ସଂପର୍କ ପାଇଁ ଗୁରୁତ୍ୱ ବହନ କରୁଥିବା ଇରାନର ଚାବାହର ବନ୍ଦର ପ୍ରଥମ ପର୍ଯ୍ୟାୟ ଆଜି ଉଦ୍‌ଘାଟନ ହୋଇଯାଇଛି। ଇରାନ୍ ରାଷ୍ଟ୍ରପତି ହାସନ ରୁହାନି ଏହାକୁ ଉଦଘାଟନ କରିଛନ୍ତି। ଭାରତ ଓ ଆଫଗାନିସ୍ତାନ ସମେତ ଅନ୍ୟ ଦେଶର ବି ପ୍ରତିନିଧିମାନେ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଇରାନର ଦକ୍ଷିଣ ପୂର୍ବାଞ୍ଚଳ ସିସତାନ ବାଲୁଚିସ୍ତାନ ପ୍ରାନ୍ତରେ ଅବସ୍ଥିତ ଏହି ଚାବାହର ବନ୍ଦର ଭାରତ ଓ ଆଫଗାନିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଜଳପଥରେ ପାକିସ୍ତାନ ସହ ବିନା […]

iran

Rakesh Mallick
  • Published: Sunday, 03 December 2017
  • , Updated: 03 December 2017, 07:00 PM IST

ନୂଆଦିଲ୍ଲୀ: କୂଟନୀତି ସଂପର୍କ ପାଇଁ ଗୁରୁତ୍ୱ ବହନ କରୁଥିବା ଇରାନର ଚାବାହର ବନ୍ଦର ପ୍ରଥମ ପର୍ଯ୍ୟାୟ ଆଜି ଉଦ୍‌ଘାଟନ ହୋଇଯାଇଛି। ଇରାନ୍ ରାଷ୍ଟ୍ରପତି ହାସନ ରୁହାନି ଏହାକୁ ଉଦଘାଟନ କରିଛନ୍ତି। ଭାରତ ଓ ଆଫଗାନିସ୍ତାନ ସମେତ ଅନ୍ୟ ଦେଶର ବି ପ୍ରତିନିଧିମାନେ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଇରାନର ଦକ୍ଷିଣ ପୂର୍ବାଞ୍ଚଳ ସିସତାନ ବାଲୁଚିସ୍ତାନ ପ୍ରାନ୍ତରେ ଅବସ୍ଥିତ ଏହି ଚାବାହର ବନ୍ଦର ଭାରତ ଓ ଆଫଗାନିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଜଳପଥରେ ପାକିସ୍ତାନ ସହ ବିନା ଯୋଗାଯୋଗରେ ଭାରତ ଓ ଇରାନ ମଧ୍ୟରେ ବାଣିଜ୍ୟକ ସମ୍ପର୍କ ବୃଦ୍ଧି ହେବ।  ପୂର୍ବରୁ ଏହି ଜଳମାର୍ଗରେ ଭାରତ ଇରାନକୁ ଗହମ ରପ୍ତାନୀ କରିସାରିଛି।  ବନ୍ଦର ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଯୋଗଦେଇଥିଲେ।

Related story