ପାକିସ୍ତାନ ଉପରେ ଇରାନ୍‌ ବି କରିବ ସର୍ଜିକାଲ ଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ଉପରେ କେବଳ ଭାରତ ଯେ ବଦ୍‌ଲା ନେବାକୁ ଚାହୁଁଛି, ତାହା ନୁହେଁ। ବରଂ ପାକିସ୍ତାନର ଅନ୍ୟତମ ପଡ଼ୋଶୀ ଇରାନ୍‌ ମଧ୍ୟ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଆଜି ଖୋଲାଖୋଲି ଧମକ ଦେଇଛି। ପାକିସ୍ତାନ ସରକାର ଏତେ ସବୁ ପରେ ମଧ୍ୟ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ତେଣୁ ଆତଙ୍କବାଦର ମୂଳପୋଛ ପାଇଁ ଦରକାର ପଡ଼ିଲେ ଇରାନ୍‌ ମଧ୍ୟ ଭାରତ ପରି ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ବୋଲି ଖୋଲାଖୋଲି ଧମକ ଦେଇଛି। ମିଳିଥିବା […]

s

s

Hemant Lenka
  • Published: Monday, 04 March 2019
  • Updated: 04 March 2019, 04:07 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ଉପରେ କେବଳ ଭାରତ ଯେ ବଦ୍‌ଲା ନେବାକୁ ଚାହୁଁଛି, ତାହା ନୁହେଁ। ବରଂ ପାକିସ୍ତାନର ଅନ୍ୟତମ ପଡ଼ୋଶୀ ଇରାନ୍‌ ମଧ୍ୟ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଆଜି ଖୋଲାଖୋଲି ଧମକ ଦେଇଛି। ପାକିସ୍ତାନ ସରକାର ଏତେ ସବୁ ପରେ ମଧ୍ୟ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ତେଣୁ ଆତଙ୍କବାଦର ମୂଳପୋଛ ପାଇଁ ଦରକାର ପଡ଼ିଲେ ଇରାନ୍‌ ମଧ୍ୟ ଭାରତ ପରି ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ବୋଲି ଖୋଲାଖୋଲି ଧମକ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସରକାର ଯଦି ନିଜ ଦେଶରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରନ୍ତି, ତା’ହେଲେ ଇରାନୀ ସେନା ସେମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିବ। ଏନେଇ ଇରାନ ସରକାରଙ୍କ ପକ୍ଷରୁ ଦେଶର ସେନା ବାହିନୀକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ଶକ୍ତିଶାଳୀ ଇସ୍‌ଲାମିକ ରେଭଲ୍ୟୁଶନାରୀ ଗାର୍ଡ କ୍ରସ୍‌ (ଆଇଆରଜିସି) ‍ଫୋର୍ସର ଜେନେରାଲ କାସିମ ସୋଲେଇମାନୀ ପାକିସ୍ତାନ ସରକାର ଓ ତା'ର ସେନାକୁ ଧମକ ଦେଇ କହିଛନ୍ତି, “ମୁଁ ପାକିସ୍ତାନ ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ ସେମାନେ ଏବେ କେଉଁଆଡ଼େ ଯାଉଛନ୍ତି? ଆପଣ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସୀମାରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଚାଲିଛନ୍ତି। ଆପଣ ଥରେ ଭାବିଛନ୍ତି କି କେଉଁ ପଡ଼ୋଶୀ ଆପଣଙ୍କ ସହ ରହିଛି?

ଆପଣଙ୍କ ପାଖରେ ଆଟମିକ୍‌ ବୋମା ରହିଥିଲେ ହେଁ ଆପଣ ଆତଙ୍କବାଦୀଙ୍କ ଠିକଣାରେ ଆକ୍ରମଣ କରିପାରୁନାହାନ୍ତି। ପାକିସ୍ତାନରେ ଏବେ ଶହଶହ ଆତଙ୍କୀ ବୁଲୁଛନ୍ତି। ଆଗକୁ ଯଦି ପାକିସ୍ତାନ ସରକାର କିମ୍ବା ପାକିସ୍ତାନ ସେନା ଆତଙ୍କବାଦକୁ ପ୍ରୋତ୍ସାହିତ କରନ୍ତି, ତା’ହେଲା ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଇରାନ୍‌ ଫୋର୍ସ ଗ୍ରହଣ କରିବ।”

ଇରାନ୍‌ର ଏଭଳି ଆଭିମୁଖ୍ୟକୁ ପାକିସ୍ତାନର ଅନ୍ୟତମ ପଡ଼ୋଶୀ ଆଫ୍‌ଗାନିସ୍ତାନ ସମର୍ଥନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story