ଦଳାଚକଟାରେ ୩୧ ମୃତ, ୧୦୦ ଆହତ

ବାଗଦାଦ୍‌: ମଙ୍ଗଳବାର ଇରାକ୍‌ର କାରବାଲ ସହରରେ ଦଳାଚକଟା କାରଣରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଶିଆଇଟ୍‌ ସମ୍ପ୍ରଦାୟର ଲୋକେ ଏହି ଉତ୍ସବରେ ଏକାଠି ହୋଇଥିଲେ। ଏଥିରେ ୧୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଶୁରା ଶୋଭାଯାତ୍ରାର ଶେଷ ଭାଗରେ ଗହଳିର ମାତ୍ରା ବଢ଼ିଯିବାରୁ ଏଭଳି ଘଟଣା ଘଟିଥିଲା। ଲୋକେ ପ୍ରତିବର୍ଷ ଏହି ଶୋଭାଯାତ୍ରାରେ […]

iraq

iraq

Subrat Kumar Nayak
  • Published: Tuesday, 10 September 2019
  • Updated: 10 September 2019, 08:43 PM IST

Sports

Latest News

ବାଗଦାଦ୍‌: ମଙ୍ଗଳବାର ଇରାକ୍‌ର କାରବାଲ ସହରରେ ଦଳାଚକଟା କାରଣରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଶିଆଇଟ୍‌ ସମ୍ପ୍ରଦାୟର ଲୋକେ ଏହି ଉତ୍ସବରେ ଏକାଠି ହୋଇଥିଲେ।

ଏଥିରେ ୧୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଶୁରା ଶୋଭାଯାତ୍ରାର ଶେଷ ଭାଗରେ ଗହଳିର ମାତ୍ରା ବଢ଼ିଯିବାରୁ ଏଭଳି ଘଟଣା ଘଟିଥିଲା। ଲୋକେ ପ୍ରତିବର୍ଷ ଏହି ଶୋଭାଯାତ୍ରାରେ ୮୦ କିଲୋମିଟର ଅତିକ୍ରମ କରିଥା’ନ୍ତି। ଆଜି ମଧ୍ୟ କାରବାଲଠାରେ ଏହି କାର୍ଯ୍ୟକ୍ରମ ପାଳିତ ହେଉଥିଲା।

ଗତ କିଛି ବର୍ଷ ହେଲା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଏହି ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିବା ଜଣାଯାଏ। କିନ୍ତୁ ଚଳିତ ବର୍ଷ ସେଭଳି କିଛି ଘଟିନଥିଲେ ମଧ୍ୟ ଦଳାଚକଟା ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story