IRCTC ର ନୂଆ ଗାଇଡ୍‌ଲାଇନ୍‌, ଆଧାର କାର୍ଡ ଥିଲେ ମାସକୁ ୧୨ଟି ଟିକେଟ୍ ବୁକିଂ ପାଇଁ ମିଳିବ ସୁବିଧା

ନୂଆଦିଲ୍ଲୀ: ଆଧାର କାର୍ଡ ଥିଲେ ଭାରତୀୟ ରେଳରେ ଯାତ୍ରା କରିବାରେ ଆହୁରି ସୁବିଧାଜନକ ହେବ। IRCTC ରେଲୱେ ଟିକେଟ୍ ବୁକିଂ ସମୟରେ ଆଧାର ଭେରିଫିକେସନ୍ କଲେ ଗୋଟିଏ ମାସରେ ଏଣିକି ୧୨ଟି ଟିକେଟ ବୁକ୍ କରିପାରିବେ। ଆଧାର ଲିଙ୍କ୍ କରିବା ଦ୍ୱାରା ଅନଲାଇନ୍ ଟିକେଟ୍ ବୁକିଂରେ ପୂର୍ବରୁ ପ୍ରତିମାସରେ ମିଳୁଥିବା ୬ଟି ଟିକେଟ୍‌ କରିବାର ସୁବିଧା । IRCTC ନିଜର ବୁକିଂ ଗାଇଡଲାଇନ୍ ବଦଳାଇ ଦେଇଛି। ଏଥିରେ ଆଧାର ନମ୍ବର ଅପଲୋଡ କରିବାର ସୁବିଧା ଦିଆଯାଇଛି। ଆପଣ […]

download

download

Rakesh Mallick
  • Published: Friday, 03 November 2017
  • Updated: 03 November 2017, 07:26 PM IST

Sports

Latest News

ନୂଆଦିଲ୍ଲୀ: ଆଧାର କାର୍ଡ ଥିଲେ ଭାରତୀୟ ରେଳରେ ଯାତ୍ରା କରିବାରେ ଆହୁରି ସୁବିଧାଜନକ ହେବ। IRCTC ରେଲୱେ ଟିକେଟ୍ ବୁକିଂ ସମୟରେ ଆଧାର ଭେରିଫିକେସନ୍ କଲେ ଗୋଟିଏ ମାସରେ ଏଣିକି ୧୨ଟି ଟିକେଟ ବୁକ୍ କରିପାରିବେ। ଆଧାର ଲିଙ୍କ୍ କରିବା ଦ୍ୱାରା ଅନଲାଇନ୍ ଟିକେଟ୍ ବୁକିଂରେ ପୂର୍ବରୁ ପ୍ରତିମାସରେ ମିଳୁଥିବା ୬ଟି ଟିକେଟ୍‌ କରିବାର ସୁବିଧା ।

IRCTC ନିଜର ବୁକିଂ ଗାଇଡଲାଇନ୍ ବଦଳାଇ ଦେଇଛି। ଏଥିରେ ଆଧାର ନମ୍ବର ଅପଲୋଡ କରିବାର ସୁବିଧା ଦିଆଯାଇଛି। ଆପଣ ଏଠାରେ ନିଜ ଆଧାର ନମ୍ବର ଦେଇ ପ୍ରତି ମାସ ଟିକେଟ ବୁକ୍ କରିବାର ଲିମିଟ୍‌କୁ ୬ ରୁ ୧୨ କରିପାରିବେ। ଆଇଆରସିଟିସିର ଯେ, କୌଣସି ଆପ୍ ଓ ରେଲୱେ କନେକ୍ଟ ମୋବାଇଲ ଆପ୍ ଜରିଆରେ ଟିକେଟ୍‌ ବୁକ କରି ଆପଣ ଏହି ସୁବିଧା ପାଇପାରିବେ। ରେଲୱେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଅନ୍‌ଲାଇନ୍ ବୁକିଂ ପାଇଁ ଆଧାର କାର୍ଡ଼କୁ ବାଧ୍ୟତାମୂଳକ କରାଯାଇ ନାହିଁ।

କେମିତି କରିବେ ଆଧାର ଲିଙ୍କ୍

IRCTC ର କୌଣସି ବି ୱେବସାଇଟ୍‌ରେ ମାଇ ପ୍ରୋଫାଇଲରେ କେୱାଇସି ବିକଳ୍ପ ଥିବ। ଏଠାରେ କ୍ଲିକ କରି ଆପଣ ନିଜ ଆଧାର ନମ୍ବର ଅପଡେଟ୍ କରିପାରିବେ। ଭେରିଫିକେସନ୍ ପାଇଁ ଆଧାର ସହିତ ଲିଙ୍କ୍ ଥିବା ମୋବାଇଲ ନମ୍ବରରେ ଏକ ପାସୱାର୍ଡ ଆସିବ। ଏହି ପାସୱାର୍ଡକୁ ୱେବସାଇଟରେ ପକାଇଲେ ଆଧାର କାର୍ଡ ଭେରିଫିକେସନ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story