ସୋସିଆଲ୍ ମିଡିଆରେ ରାଖୀବନ୍ଧା ଫଟୋ ପୋଷ୍ଟ କରି ଅଡୁଆରେ କ୍ରିକେଟର୍ ଇରଫାନ୍ ପଠାନ୍‌

ନୂଆଦିଲ୍ଲୀ: ଗତ ସୋମବାର ସାରା ଦେଶରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ଏହି ଅବସରରେ ହଜାର ହଜାର ଲୋକ ରାଖୀ ବାନ୍ଧିବା ପରେ ସୋସିଆଲ ମିଡିଆରେ ଏହାକୁ ସେୟାର କରିଛନ୍ତି। ହେଲେ ଷ୍ଟାର କ୍ରିକେଟର୍  ଇରଫାନ୍ ପଠାନ୍ ରାଖୀ ବାନ୍ଧିବା ପରେ ସୋସିଆଲ ମିଡିଆରେ ଏହିକୁ ପୋଷ୍ଟ କରି ଚର୍ଚ୍ଚା ଘେରକୁ ଆସି ଯାଇଛନ୍ତି। ବହୁ ୟୁଜର୍ସ  ଇରଫାନ୍‌ଙ୍କୁ ସମାଲୋଚନା କରିବାକୁ ପଛାଇନାହାନ୍ତି। କେହି କେହି ତ ଇରଫାନ୍‌ଙ୍କୁ ମୁସଲିମ୍ ହୋଇନଥିବା କହିଛନ୍ତି। ପାଖାପାଖି ୨୦୦୦ ଲୋକ […]

pathan-insta1

pathan-insta1

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 04:50 PM IST

Sports

Latest News

ନୂଆଦିଲ୍ଲୀ: ଗତ ସୋମବାର ସାରା ଦେଶରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ଏହି ଅବସରରେ ହଜାର ହଜାର ଲୋକ ରାଖୀ ବାନ୍ଧିବା ପରେ ସୋସିଆଲ ମିଡିଆରେ ଏହାକୁ ସେୟାର କରିଛନ୍ତି। ହେଲେ ଷ୍ଟାର କ୍ରିକେଟର୍  ଇରଫାନ୍ ପଠାନ୍ ରାଖୀ ବାନ୍ଧିବା ପରେ ସୋସିଆଲ ମିଡିଆରେ ଏହିକୁ ପୋଷ୍ଟ କରି ଚର୍ଚ୍ଚା ଘେରକୁ ଆସି ଯାଇଛନ୍ତି। ବହୁ ୟୁଜର୍ସ  ଇରଫାନ୍‌ଙ୍କୁ ସମାଲୋଚନା କରିବାକୁ ପଛାଇନାହାନ୍ତି। କେହି କେହି ତ ଇରଫାନ୍‌ଙ୍କୁ ମୁସଲିମ୍ ହୋଇନଥିବା କହିଛନ୍ତି। ପାଖାପାଖି ୨୦୦୦ ଲୋକ ଏହି ଫଟୋରେ ପ୍ରତିକ୍ରିୟା ଦେଇସାରିଛନ୍ତି।

ଅନ୍ୟପଟେ ସମାଲୋଚନା କରିଥିବା ୟୁଜର୍ସଙ୍କ ଉପରେ ଇରଫାନ୍ ବର୍ଷିଛନ୍ତି। ସେ କହିଛନ୍ତି ଲୋକମାନେ ଏମିତି ବକଓ୍ୱାସ୍ କଥା କରିହା ବନ୍ଦ କରନ୍ତୁ। ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ୟୁଜର୍ସଙ୍କ ଠାରୁ ସେ କିଛି ଉପଦେଶ ଚାହୁଁନାହାନ୍ତି। ଏହା ପୂର୍ବରୁ ମଧ୍ୟ ନିଜ ପତ୍ନୀଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସମାଲୋଚନାର ଶିକାର ହୋଇଥିଲେ ଇରଫାନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story