ନିଜ ପିଲାଙ୍କୁ ନେଇ କାହିଁକି ଚିନ୍ତାରେ ଅଛନ୍ତି ସଚିନ ତେନ୍ଦୁଲକର?

ନୂଆଦିଲ୍ଲୀ: କ୍ରିକେଟ୍‌ରୁ ଅବସର ନେବା ପରେ ଜୀବନକୁ ନିଜ ଢଙ୍ଗରେ ଓ ପସନ୍ଦରେ ଉପଭୋଗ କରୁଛନ୍ତି ସଚିନ ତେନ୍ଦୁଲକର। ସୋସିଆଲ୍‌ ମିଡିଆରେ ମଧ୍ୟ ସେ ଭାରି ସକ୍ରିୟ ଅଛନ୍ତି। ସୋସିଆଲ୍ ମିଡିଆ ମାଧ୍ୟମରେ ସେ ତାଙ୍କ ଫ୍ୟାନ୍‌ଙ୍କ ସହିତ କଥା ହେଉଛି। ନିଜର ବ୍ୟକ୍ତିଗତ ଜୀବନର ଅନେକ କଥା ସେୟାର କରୁଛନ୍ତି। କେବଳ ସେତିକି ନୁହେଁ, ଅନେକ ପ୍ରସଙ୍ଗରେ ନିଜ ମତ ମଧ୍ୟ ରଖୁଛନ୍ତି। ତେବେ ମାଷ୍ଟର ବ୍ଲାଷ୍ଟରଙ୍କ କିଛି ସଦ୍ୟତମ ଟ୍ୱିଟ୍‌ରରୁ ଜଣାପଡ଼ିଛି ଯେ ସେ […]

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 07:24 AM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍‌ରୁ ଅବସର ନେବା ପରେ ଜୀବନକୁ ନିଜ ଢଙ୍ଗରେ ଓ ପସନ୍ଦରେ ଉପଭୋଗ କରୁଛନ୍ତି ସଚିନ ତେନ୍ଦୁଲକର। ସୋସିଆଲ୍‌ ମିଡିଆରେ ମଧ୍ୟ ସେ ଭାରି ସକ୍ରିୟ ଅଛନ୍ତି। ସୋସିଆଲ୍ ମିଡିଆ ମାଧ୍ୟମରେ ସେ ତାଙ୍କ ଫ୍ୟାନ୍‌ଙ୍କ ସହିତ କଥା ହେଉଛି। ନିଜର ବ୍ୟକ୍ତିଗତ ଜୀବନର ଅନେକ କଥା ସେୟାର କରୁଛନ୍ତି। କେବଳ ସେତିକି ନୁହେଁ, ଅନେକ ପ୍ରସଙ୍ଗରେ ନିଜ ମତ ମଧ୍ୟ ରଖୁଛନ୍ତି। ତେବେ ମାଷ୍ଟର ବ୍ଲାଷ୍ଟରଙ୍କ କିଛି ସଦ୍ୟତମ ଟ୍ୱିଟ୍‌ରରୁ ଜଣାପଡ଼ିଛି ଯେ ସେ ତାଙ୍କ ପିଲାମାନଙ୍କୁ- ଝିଅ ସାରା ଓ ପୁଅ ଅର୍ଜୁନଙ୍କ ପାଇଁ ଚିନ୍ତିତ ଅଛନ୍ତି। ତାଙ୍କ ପୋଷ୍ଟରୁ ଜଣାପଡ଼ୁଛି ଯେ କେହି ସାରା ଓ ଅର୍ଜୁନଙ୍କ ନାଁରେ ଟ୍ୱିଟ୍‌ରରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି। ଏହାକୁ ସଚିନ ଆଦୌ ପସନ୍ଦ କରି ନାହାନ୍ତି। ଏହି ଏକାଉଣ୍ଟକୁ ତୁରନ୍ତ ଡିଲିଟ୍ କରି ଦେବା ପାଇଁ ସେ ‘ଟ୍ୱିଟର’କୁ ଅନୁରୋଧ କରିଛନ୍ତି। ସଚିନ କହିଛନ୍ତି ଯେ ସାରା ଓ ଅର୍ଜୁନ ଟ୍ୱିଟର୍‌ରେ ନାହାନ୍ତି।

ମିଡିଆରେ ଖବର ଆସୁଛି ଯେ ସାରା ବଲିଉଡ୍‌ରେ ଏଣ୍ଟ୍ରି କରିବେ। ତେବେ ସଚିନ୍‌ କେବେ ଏନେଇ ସ୍ପଷ୍ଟ କରି ନାହାନ୍ତି। ଅର୍ଜୁନ କ୍ରିକେଟ୍‌ ଖେଳୁଛନ୍ତି। ନିକଟରେ ସେ ମୁମ୍ବାଇ ୧୯ ବର୍ଷରୁ କମ୍ କ୍ରିକେଟ୍‌ ଦଳରେ ସ୍ଥାନ ପାଇଥିଲେ।

ସାରା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ସହ ଡେଟିଂ କରୁଛନ୍ତି ବୋଲି ନିକଟରେ ସୋସିଆଲ୍ ମିଡିଆରେ ଭାରି ଚର୍ଚ୍ଚା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story