ଭାରତରେ ଆତଙ୍କବାଦୀ ଆକ୍ରମଣ ନେଇ ଆଇଏସର ଧମକ

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ କରିବ ଆତଙ୍କବାଦୀ ସଂଗଠନ ଆଇଏସ। ଏପରି ଧମକପୂର୍ଣ୍ଣ ଅଡିଓ ଟେପ୍ ଆଇଏସ ପକ୍ଷରୁ ଜାରି କରାଯାଇଛି। ମାଲାୟଲମ ଭାଷାରେ ଜାରି ହୋଇଥିବା ଏହି ଟେପରେ ଆଗାମୀ ଦିନରେ ଭାରତରେ ବଡ ଧରଣର ଆକ୍ରମଣ ହେବ ବୋଲି କୁହାଯାଇଛି। କୁମ୍ଭମେଳା, ତ୍ରିସୁର ପୁରମ୍ ପରି ବଡ ବଡ ମେଳାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯିବ। ଆମେରିକାର ଲାସ ଭେଗାସ୍ ଆକ୍ରମଣ ପରି ଲୋକମାନଙ୍କୁ ଟାର୍ଗେଟ କରାଯିବ ବୋଲି ଏଥିରେ କୁହାଯାଇଛି। ନିକଟରେ […]

isis

isis

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 04:31 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ କରିବ ଆତଙ୍କବାଦୀ ସଂଗଠନ ଆଇଏସ। ଏପରି ଧମକପୂର୍ଣ୍ଣ ଅଡିଓ ଟେପ୍ ଆଇଏସ ପକ୍ଷରୁ ଜାରି କରାଯାଇଛି। ମାଲାୟଲମ ଭାଷାରେ ଜାରି ହୋଇଥିବା ଏହି ଟେପରେ ଆଗାମୀ ଦିନରେ ଭାରତରେ ବଡ ଧରଣର ଆକ୍ରମଣ ହେବ ବୋଲି କୁହାଯାଇଛି।

କୁମ୍ଭମେଳା, ତ୍ରିସୁର ପୁରମ୍ ପରି ବଡ ବଡ ମେଳାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯିବ। ଆମେରିକାର ଲାସ ଭେଗାସ୍ ଆକ୍ରମଣ ପରି ଲୋକମାନଙ୍କୁ ଟାର୍ଗେଟ କରାଯିବ ବୋଲି ଏଥିରେ କୁହାଯାଇଛି।

ନିକଟରେ ଲାସ ଭେଗାସରେ ଜଣେ ବନ୍ଧୁକଧାରୀ କନସର୍ଟରେ ଉପସ୍ଥିତ ୨୨ହଜାରରୁ ଅଧିକ ଲୋକଙ୍କୁ ଟାର୍ଗେଟ କରି ଗୁଳିଚାଳନା କରିଥିଲା। ଏଥିରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅଡିଓ ଟେପକୁ ନେଇ ତଦନ୍ତ ଜାରି ରହିଛି ବୋଲି କେରଳ ଡିଜିପି ଲୋକନାଥ ବେହେରା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story