ହୁସିଆର୍ ଆତଙ୍କବାଦୀ! ଏଣିକି ଭାରତୀୟ ସୀମାକୁ ଜଗିବ ଇସ୍ରାଏଲ୍ ଲେଜର୍ ଲାଇଟ୍

ଆଜିଠାରୁ ତିନିଦିନିଆ ଇସ୍ରାଏଲ ଗ୍ରସ୍ତରେ ଯାଉଛନ୍ତି ମୋଦି। ପୂର୍ବରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗ୍ରସ୍ତ କରି ନାହାନ୍ତି। ତେଣୁ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗ୍ରସ୍ତରେ ଯାଉଥିବାରୁ, ମୋଦିଙ୍କୁ ସେଠାରେ ସ୍ୱାଗତ କରିବାକୁ ଭବ୍ୟ ଆୟୋଜନ କରାଯାଇଛି। ପୂର୍ବରୁ ଏମିତି ଭବ୍ୟ ସମ୍ୱର୍ଦ୍ଧନା ଅନ୍ୟ କୌଣସି ରାଷ୍ଟ୍ରପ୍ରମୁଖଙ୍କୁ ମଧ୍ୟ ଦିଆଯିବାର ନଜିର ନାହିଁ। ଏପରିକି ପୂରା ଇସ୍ରାଏଲରେ ଏବେ ଅଦିନିଆ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ତେବେ ମୋଦିଙ୍କ ଇସ୍ରାଏଲ ଗ୍ରସ୍ତ ଭାରତୀୟ […]

LOC

LOC

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 04:37 PM IST

Sports

Latest News

ଆଜିଠାରୁ ତିନିଦିନିଆ ଇସ୍ରାଏଲ ଗ୍ରସ୍ତରେ ଯାଉଛନ୍ତି ମୋଦି। ପୂର୍ବରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗ୍ରସ୍ତ କରି ନାହାନ୍ତି। ତେଣୁ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗ୍ରସ୍ତରେ ଯାଉଥିବାରୁ, ମୋଦିଙ୍କୁ ସେଠାରେ ସ୍ୱାଗତ କରିବାକୁ ଭବ୍ୟ ଆୟୋଜନ କରାଯାଇଛି। ପୂର୍ବରୁ ଏମିତି ଭବ୍ୟ ସମ୍ୱର୍ଦ୍ଧନା ଅନ୍ୟ କୌଣସି ରାଷ୍ଟ୍ରପ୍ରମୁଖଙ୍କୁ ମଧ୍ୟ ଦିଆଯିବାର ନଜିର ନାହିଁ। ଏପରିକି ପୂରା ଇସ୍ରାଏଲରେ ଏବେ ଅଦିନିଆ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ତେବେ ମୋଦିଙ୍କ ଇସ୍ରାଏଲ ଗ୍ରସ୍ତ ଭାରତୀୟ ସେନା ପାଇଁ ମଧ୍ୟ ଏକ ଖୁସି ଖବର ଆଣିଛି। ଗ୍ରସ୍ତ ସମୟରେ ଦୁଇଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତି ସଂପର୍କରେ ଆଲୋଚନା ହେବ। ଏହି ଚୁକ୍ତି ଫଳରେ ଭାରତ ଇସ୍ରାଏଲଠାରୁ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପାଇବାକୁ ସକ୍ଷମ ହେବ। ଯାହାଦ୍ୱାରା ସୀମାପାର ଆତଙ୍କବାଦ ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ। ତେବେ ଦୁଇଦେଶ ମଧ୍ୟରେ ହେବାକୁ ଥିବା ସାମରିକ ଚୁକ୍ତି ଦ୍ୱାରା କେଉଁ କେଉଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଭାରତ ପାଇବ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।

ସୀମାକୁ ସିଲ୍ କରିବାକୁ ମଡର୍ଣ୍ଣ ଫିକ୍ସିଂ ସିଷ୍ଟମ: ଏବେ ପୂରା ସୁରକ୍ଷା ବଳୟ ଭିତରେ ରହିବ ଭାରତ। ସୀମା ପାର୍ ଆତଙ୍କବାଦୀ ଅନୁପ୍ରବେଶ ରୋକିବାକୁ ଇସ୍ରାଏଲଠାରୁ ମଡ଼ର୍ଣ୍ଣ ଫିକ୍ସିଂ ସିଷ୍ଟମ ଭଳି ନୂତନ ବୈଷୟିକ ଜ୍ଞାନକୌଶଳ ଆପଣାଇବ ଭାରତ। ଏହି ମଡ଼ର୍ଣ୍ଣ ଫିକ୍ସିଂ ସିଷ୍ଟମ ଭାରତୀୟ ସୀମାରେ ଏକ ଅଭେଦ୍ୟ ଦୁର୍ଗ ଭଳି କାମ କରିବ। ଲେଜର ୱାଲରେ ଓ କ୍ୟାମେରାରେ ପୂରା ସୀମାବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖିବ ମଡ଼ର୍ଣ୍ଣ ଫିକ୍ସିଂ ସିଷ୍ଟମ।

ସ୍ପେଶାଲ ଫେ।ର୍ସ ପାଇଁ ଛୋଟଛୋଟ ଅତ୍ୟାଧୁନିକ ଅସ୍ତ୍ର: ସ୍ପେଶାଲ ଆର୍ମି ଫେ।ର୍ସ ପାଇଁ ଛୋଟ ଛୋଟ ଅତ୍ୟାଧୁନିକ ଅସ୍ତ୍ର ଆଣିବାକୁ ଇସ୍ରାଏଲ ସହ ଚୁକ୍ତି କରିଛି ଭାରତ। ଏହି ଛୋଟ ଅସ୍ତ୍ର ବିଭିନ୍ନ ଆତଙ୍କବାଦୀ ଓ ନକ୍ସଲ ଅପରେସନରେ କମାଣ୍ତୋଙ୍କୁ ସହାୟତା କରିବ।

ଅତ୍ୟାଧୁନିକ ମିସାଇଲ୍ ଜ୍ଞାନକୌଶଳ: ସାଧାରଣତଃ ସ୍ୱଳ୍ପ ଦୂରଗାମୀ ଅତ୍ୟାଧୁନିକ ମିସାଇଲ୍ ନିର୍ମାଣ କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିଛି ଇସ୍ରାଏଲ। ଦୁଇଦେଶ ମଧ୍ୟରେ ହେବାକୁ ଥିବା ଚୁକ୍ତି ଅନୁଯାୟୀ  ୭୦ କିଲୋମିଟର ଦୂରତା ଲକ୍ଷ୍ୟଭେଦ କରି ପାରୁଥିବା ମିସାଇଲ୍ ଇସ୍ରାଏଲଠାରୁ ଆଣିବ ଭାରତ। ଏହି ମିସାଇଲ୍‌ଟି ୭୦ କିଲୋମିଟର ପରିଧି ଭିତରେ ଥିବା ସମସ୍ତ ଏୟାରକ୍ରାଫ୍ଟ, ମିସାଇଲ୍ ଓ ଡ୍ରୋନକୁ ଧ୍ୱଂସ କରିବାରେ ସକ୍ଷମ। ଏଥିପାଇଁ ଏପ୍ରିଲ ମାସରେ ପ୍ରାୟ ୨ ବିଲିୟନ ଡ଼ଲାରର ଚୁକ୍ତି ହୋଇଛି।

ମିଳିତ ସମରାଭ୍ୟାସ: ଇସ୍ରାଏଲ ସୈନ୍ୟ ଯୁଦ୍ଧକଳାରେ ନିପୂଣ। ସେ ସ୍ଥଳପଥ ହେଉ ବା ଜଳପଥ କିମ୍ୱା ଆକାଶପଥ ସବୁକ୍ଷେତ୍ରରେ ଶତ୍ରୁପକ୍ଷକୁ ମାତ୍ ଦେବାରେ ମାହିର ଇସ୍ରାଏଲ ସେନା। ତେଣୁ ଉଭୟ ଦେଶର ସେନା ମିଳିତ ଭାବେ ସାମରିକ ସମରାଭ୍ୟାସ କରି ନୂଆ ନୂଆ ଯୁଦ୍ଧକୌଶଳ ଶିଖି ପାରିବେ। ତେଣୁ ଚଳିତବର୍ଷ ଶେଷସୁଦ୍ଧା ଭାରତୀୟ ବାୟୁସେନା ସହ ଇସ୍ରାଏଲ ବାୟୁସେନା ମିଳିତ ସମରାଭ୍ୟାସ କରିବା ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story