ଇସ୍ରାଏଲ ସହ ସ୍ପାଇକ୍‌ ମିସାଇଲ ଚୁକ୍ତି ରଦ୍ଦ: DRDO କରିବ ନିର୍ମାଣ

ନୂଆଦିଲ୍ଲୀ: ଇସ୍ରାଏଲ ସହ ହୋଇଥିବା ୫୦୦ ମିଲିୟନ ଡଲାରର ସ୍ପାଇକ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ଚୁକ୍ତିକୁ ରକ୍ଷା ମନ୍ତଣାଳୟ ରଦ୍ଦ କରିଦେଇଛି। ମେକ୍‌ ଇନ୍‌ ଇଣ୍ଡିଆକୁ ଅଗ୍ରାଧିକାର ଦିଆଯିବା ଲକ୍ଷ୍ୟରେ ମନ୍ତ୍ରଣାଳୟ ଏପରି କରିଥିବା କୁହାଯାଇଛି। ଏବେ ଦେଶ ମଧ୍ୟରେ ମେନ୍‌ ପୋର୍ଟେବଲ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ନିର୍ମାଣ କରାଯିବ। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ଏପରି ମିସାଇଲ ନିର୍ମାଣ କରିବାର ଦାୟିତ୍ୱ ଦିଆଯାଇଛି। ଏହି ମିସାଇଲ ନିର୍ମାଣ କରିବାକୁ ଡିଆରଡିଓକୁ […]

spike

spike

Rakesh Mallick
  • Published: Monday, 20 November 2017
  • Updated: 20 November 2017, 11:21 AM IST

Sports

Latest News

ନୂଆଦିଲ୍ଲୀ: ଇସ୍ରାଏଲ ସହ ହୋଇଥିବା ୫୦୦ ମିଲିୟନ ଡଲାରର ସ୍ପାଇକ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ଚୁକ୍ତିକୁ ରକ୍ଷା ମନ୍ତଣାଳୟ ରଦ୍ଦ କରିଦେଇଛି। ମେକ୍‌ ଇନ୍‌ ଇଣ୍ଡିଆକୁ ଅଗ୍ରାଧିକାର ଦିଆଯିବା ଲକ୍ଷ୍ୟରେ ମନ୍ତ୍ରଣାଳୟ ଏପରି କରିଥିବା କୁହାଯାଇଛି। ଏବେ ଦେଶ ମଧ୍ୟରେ ମେନ୍‌ ପୋର୍ଟେବଲ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ନିର୍ମାଣ କରାଯିବ। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ଏପରି ମିସାଇଲ ନିର୍ମାଣ କରିବାର ଦାୟିତ୍ୱ ଦିଆଯାଇଛି। ଏହି ମିସାଇଲ ନିର୍ମାଣ କରିବାକୁ ଡିଆରଡିଓକୁ ୩ରୁ ୪ବର୍ଷ ଲାଗିବ ବୋଲି କୁହାଯାଉଛି।

ଗତବର୍ଷ ଇସ୍ରାଏଲ ସହ ରାଫେଲ ଆଡଭାନ୍ସ ଡିଫେନ୍ସ ସିଷ୍ଟମ ଚୁକ୍ତି ହୋଇଥିଲା। ଇସ୍ରାଏଲର ରାଫେଲ ଓ କଲ୍ୟାଣି ଗ୍ରୁପ୍‌ ମିଶି ଏହାକୁ ନିର୍ମାଣ କରିଥାନ୍ତେ। ଏଥିପାଇଁ ହାଇଦ୍ରାବାଦରେ ଏକ ଆଧୁନିକ ପ୍ଲାଣ୍ଟ ନିର୍ମାଣ କରାଯାଉଥିଲା।

spike‘ନାଗ’ ଓ ‘ଅନାମିକା’ ବନାଇ ସାରିଛି DRDO

ଡିଆରଡ଼ିଓ ‘ନାଗ’ ଓ ‘ଅନାମିକା’ ପରି ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇ ନିର୍ମାଣ କରିସାରିଛି। କୌଣସି ବିଦେଶୀ କମ୍ପାନୀଙ୍କ ସହଯୋଗ ବିନା ୩ରୁ ୪ ବର୍ଷ ମଧ୍ୟରେ ତୃତୀୟ ପିଢିର ସ୍ପାଇସ୍‌ ମିସାଇଲ ନିର୍ମାଣ କରିବାକୁ ଡିଆରଡିଓ ସକ୍ଷମ ବୋଲି କୁହାଯାଉଛି।

spikeଭାରତୀୟ ସେନାକୁ ଝଟକା

ଏହି ଚୁକ୍ତି ରଦ୍ଦ ପରେ ଭାରତୀୟ ସେନାକୁ ଝଟକା ଲାଗିଛି। ସେନାକୁ ଆଧୁନିକରଣ କରିବା ପ୍ରୟାସରେ ଏହା ବାଧା ସୃଷ୍ଟି କରିବ ବୋଲି କୁହାଯାଉଛି। ଏପରି ଆଧୁନିକ ଅସ୍ତ୍ର ସୀମାରେ ମୁତୟନ କରାଗଲେ ସେଠାରେ କାର୍ଯ୍ୟରତ ସୈନ୍ୟଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ପୂର୍ବରୁ ସେନା ମୁଖ୍ୟାଳୟ ପକ୍ଷରୁ ରକ୍ଷା ମନ୍ତ୍ରାଳୟକୁ ଚିଠି ଲେଖି ଜଣାଯାଇଥିଲା।

spikeକ’ଣ ଏହି ସ୍ପାଇସ୍‌ ମିସାଇଲ

ତୃତୀୟ ପିଢିର ସବୁଠାରୁ ଘାତକ ମିସାଇଲ ହେଉଛି ସ୍ପାଇସ୍‌। ଅଢେଇ କିଲୋମିଟର ମଧ୍ୟରେ ଏହି ମିସାଇଲ ଯେକୌଣସି ସମୟରେ ଶତ୍ରୁପକ୍ଷକୁ ଧ୍ୱଂସ କରିବାକୁ ସକ୍ଷମ। ଉଭୟ ଦିନ ଓ ରାତିରେ ଏହା ଲକ୍ଷ୍ୟଭେଦ କରିପାରେ। ବର୍ତ୍ତମାନ ଭାରତ ପାଖରେ ଦ୍ୱିତୀୟ ପିଢିର ମିସାଇଲ ରହିଛି, ଯାହା ରାତି ସମୟରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story