ଆଇଏସର ମୁଖପାତ୍ର ହେବାକୁ ଚାହୁଁଥିବା ସାମ୍ୱାଦିକଙ୍କୁ ଖୋଜୁଛି ମୁମ୍ୱାଇ ପୋଲିସ

ମୁମ୍ୱାଇ: ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ଜଣେ ମୁଖପାତ୍ର ହେବା ପାଇଁ ମୁମ୍ୱାଇର ଜଣେ ସାମ୍ୱାଦିକ ଇଚ୍ଛୁକ ଅଛନ୍ତି। ଏହା ଜଣାପଡିବା ପରେ ମୁମ୍ୱାଇ ପୋଲିସ ତାକୁ ଖୋଜୁଛି। ଏକ ରିପୋର୍ଟ ଅନୁସାରେ, ଜୁବେର ଅହମ୍ମଦ ଖାଁ ନାମକ ଜଣେ ବ୍ୟକ୍ତି ୟାକୁବ୍ ମେମନକୁ ଫାଶି ଦିଆଯିବା ପରେ  ସୋସିଆଲ ମିଡିଆରେ ଭାରତର ନାଗରିକତ୍ୱ ଛାଡି ଇସଲାମିକ୍ ଷ୍ଟେଟରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାଇଥିଲେ। ସେ ନିଜକୁ ସାମ୍ୱାଦିକ ଭାବେ ପରିଚୟ ଦେଇଥିଲେ। […]

mumbaipolice

mumbaipolice

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 11:58 AM IST

Sports

Latest News

ମୁମ୍ୱାଇ: ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ଜଣେ ମୁଖପାତ୍ର ହେବା ପାଇଁ ମୁମ୍ୱାଇର ଜଣେ ସାମ୍ୱାଦିକ ଇଚ୍ଛୁକ ଅଛନ୍ତି। ଏହା ଜଣାପଡିବା ପରେ ମୁମ୍ୱାଇ ପୋଲିସ ତାକୁ ଖୋଜୁଛି। ଏକ ରିପୋର୍ଟ ଅନୁସାରେ, ଜୁବେର ଅହମ୍ମଦ ଖାଁ ନାମକ ଜଣେ ବ୍ୟକ୍ତି ୟାକୁବ୍ ମେମନକୁ ଫାଶି ଦିଆଯିବା ପରେ  ସୋସିଆଲ ମିଡିଆରେ ଭାରତର ନାଗରିକତ୍ୱ ଛାଡି ଇସଲାମିକ୍ ଷ୍ଟେଟରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାଇଥିଲେ। ସେ ନିଜକୁ ସାମ୍ୱାଦିକ ଭାବେ ପରିଚୟ ଦେଇଥିଲେ।

ତେବେ ମୁମ୍ୱାଇର ବାନ୍ଦ୍ରା ନିକଟରୁ ପୋଲିସ ତାକୁ ଗିରଫ କରିବା ପୂର୍ବରୁ ସେ ଫେରାର ହୋଇଯାଇଥିଲା।

କ୍ରାଇମବ୍ରାଞ୍ଚର କହିବାନୁସାରେ ଜୁବେର ଅହମ୍ମଦ ଖାଁ ନାମକ ଏହି ବ୍ୟକ୍ତି ଜଣକ ନଭୀ ମୁମ୍ୱାଇର ବାସିନ୍ଦା। କିଛି ଦିନ ପୂର୍ବରୁ ଜୁବେର ଅହମ୍ମଦ ଖାଁଙ୍କ ଏଭଳି ସମ୍ୱେଦନଶୀଳ ପୋଷ୍ଟ ସଂପର୍କରେ ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story