ଆଇଏସର କାୟାବିସ୍ତାର ପ୍ରସଙ୍ଗ: ୧୨ଟି ରାଜ୍ୟର ଡିଜିପିଙ୍କ ସହ ଆଲୋଚନା କରିବେ କେନ୍ଦ୍ରଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୫ ସପ୍ତାହ ହେବ ଜମ୍ମୁ–କାଶ୍ମୀରରେ ଆଇଏସ୍ ଆତଙ୍କୀଙ୍କ ପତାକା ଉଡିବା ଦେଖିବାକୁ ମିଳୁଛି। ଏହି ଘଟଣାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଗମ୍ଭୀରତା ସହ ନେଇଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ୧୨ଟି ରାଜ୍ୟର ଡିଜିପିଙ୍କ ସହ ଏହି ଘଟଣା ନେଇ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ଆଇଏସ ଆତଙ୍କୀଙ୍କ ପତାକା ଉଡିବା ପ୍ରସଙ୍ଗ ଏବଂ ଅନ୍ୟ କିଛି ଘଟଣା ଉପରେ ଆଲୋଚନା କରାଯିବ। ସୂଚନାଯୋଗ୍ୟ, ଗୁଜରାଟ ସମେତ ଦେଶର ଅନ୍ୟ ରାଜ୍ୟରେ ଆଇଏସ୍ […]

rajnath-singh

rajnath-singh

Rakesh Mallick
  • Published: Saturday, 01 August 2015
  • Updated: 01 August 2015, 06:18 AM IST

Sports

Latest News

ନୂଆଦିଲ୍ଲୀ: ଗତ ୫ ସପ୍ତାହ ହେବ ଜମ୍ମୁ–କାଶ୍ମୀରରେ ଆଇଏସ୍ ଆତଙ୍କୀଙ୍କ ପତାକା ଉଡିବା ଦେଖିବାକୁ ମିଳୁଛି। ଏହି ଘଟଣାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଗମ୍ଭୀରତା ସହ ନେଇଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ୧୨ଟି ରାଜ୍ୟର ଡିଜିପିଙ୍କ ସହ ଏହି ଘଟଣା ନେଇ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ଆଇଏସ ଆତଙ୍କୀଙ୍କ ପତାକା ଉଡିବା ପ୍ରସଙ୍ଗ ଏବଂ ଅନ୍ୟ କିଛି ଘଟଣା ଉପରେ ଆଲୋଚନା କରାଯିବ। ସୂଚନାଯୋଗ୍ୟ, ଗୁଜରାଟ ସମେତ ଦେଶର ଅନ୍ୟ ରାଜ୍ୟରେ ଆଇଏସ୍ ତାର ନେଟୱାର୍କ ପ୍ରସାର କରିବାରେ ଲାଗିଛି। ଭାରତୀୟ ଯୁବକ ମାନଙ୍କୁ ଟଙ୍କାର ଲାଳସା ଦେଇ ଆଇଏସ୍ ଆତଙ୍କୀ ସଙ୍ଗଠନରେ ସାମିଲ କରୁଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story