ଚନ୍ଦ୍ରଯାନ-୨ରୁ ଏମିତି ଦିଶୁଛି ପୃଥିବୀ, ଇସ୍ରୋ ରିଲିଜ୍‌ କଲା ପ୍ରଥମ ସେଟ୍‌ ଫଟୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ଦ୍ୱାରା ଉତ୍ତୋଳିତ ପୃଥିବୀର ୫ଟି ଫଟୋ ରିଲିଜ୍‌ କରାଯାଇଛି। ପୂର୍ବରୁ କିଛି ଆନିମେଟେଡ୍‌ ଏବଂ ନକଲି ଫଟୋକୁ ଚନ୍ଦ୍ରଯାନ-୨ ଉତ୍ତୋଳିତ ଫଟୋ ବୋଲି କୁହାଯାଇଥିଲା। କିନ୍ତୁ ଏସବୁ ଅସଲି ନୁହେଁ ବୋଲି ପରେ ଜଣାପଡ଼ିଥିଲା। ତେବେ ଆଜି ଚନ୍ଦ୍ରଯାନ-୨ ପଠାଇଥିବା ଫଟୋ ଇସ୍ରୋ ପକ୍ଷରୁ ହିଁ ସୂଚନା ଦିଆଯାଇଛି। ଆଜି ଦିନ ୧୦.୫୮ରୁ ୧୧.୦୭ ମଧ୍ୟରେ ଏହି ଫଟୋ ସବୁ ଉଠାଯାଇଥିଲା। #ISROEarth as viewed […]

ChandraYan-2

ChandraYan-2

Subrat Kumar Nayak
  • Published: Sunday, 04 August 2019
  • Updated: 04 August 2019, 04:23 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ଦ୍ୱାରା ଉତ୍ତୋଳିତ ପୃଥିବୀର ୫ଟି ଫଟୋ ରିଲିଜ୍‌ କରାଯାଇଛି। ପୂର୍ବରୁ କିଛି ଆନିମେଟେଡ୍‌ ଏବଂ ନକଲି ଫଟୋକୁ ଚନ୍ଦ୍ରଯାନ-୨ ଉତ୍ତୋଳିତ ଫଟୋ ବୋଲି କୁହାଯାଇଥିଲା। କିନ୍ତୁ ଏସବୁ ଅସଲି ନୁହେଁ ବୋଲି ପରେ ଜଣାପଡ଼ିଥିଲା। ତେବେ ଆଜି ଚନ୍ଦ୍ରଯାନ-୨ ପଠାଇଥିବା ଫଟୋ ଇସ୍ରୋ ପକ୍ଷରୁ ହିଁ ସୂଚନା ଦିଆଯାଇଛି। ଆଜି ଦିନ ୧୦.୫୮ରୁ ୧୧.୦୭ ମଧ୍ୟରେ ଏହି ଫଟୋ ସବୁ ଉଠାଯାଇଥିଲା।
https://twitter.com/isro/status/1157904014421311488
ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲେ ଏପରି କରାଇବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ପାଇବ। ତେବେ ଆଜି ଚନ୍ଦ୍ରଯାନ-୨ ପୃଥିବୀର ଏଭଳି ସ୍ପଷ୍ଟ ଫଟୋ ପଠାଇବା ପରେ ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ କହିଛନ୍ତି, “ଏହି ଫଟୋ ସବୁ କ୍ରିଷ୍ଟାଲ୍ କ୍ଲିଅର୍ ଏବଂ ଏହା ଦର୍ଶାଉଛି ମହାକାଶଯାନଟି ଠିକ୍‌ଠାକ୍‌ ଅଛି। ବର୍ତ୍ତମାନ ଯାଏ ମିଶନ୍‌ର ସ୍ଥିତିକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଲ୍ୟାଣ୍ଡର୍ ଏହି ଫଟୋ ପଠାଇବା ପରେ ମୁଁ ନିଶ୍ଚିତ ଯେ ଲୁନାର ଲ୍ୟାଣ୍ଡିଂ ବା ଚନ୍ଦ୍ରପୃଷ୍ଠରେ ଅବତରଣ ସମୟରେ ୧୫ଟି ଭୟଙ୍କର ଓ ଘଡ଼ିସନ୍ଧି ମୁହୂର୍ତ୍ତକୁ ଆରାମରେ ପାର କରିଯିବ।”
https://twitter.com/isro/status/1157903612862844928
ଏହି ଫଟୋଗୁଡ଼ିକ ପୃଥିବୀଠାରୁ ୫ ହଜାର କିଲୋମିଟର ଦୂରରୁ ନିଆଯାଇଛି ଏବଂ ଏହା ଲ୍ୟାଣ୍ଡରରେ ଲାଗିଥିବା ଏଲ୍‌ଆଇ ୪ କ୍ୟାମେରା ସାହାଯ୍ୟରେ ନିଆଯାଇଛି। ଏଥିରେ ପ୍ରଶାନ୍ତ ମହାସାଗର ଏବଂ ଆମେରିକା ମହାଦେଶୀୟ ଅଞ୍ଚଳର ଦୃଶ୍ୟ ରହିଛି।
https://twitter.com/isro/status/1157902981431357440
ଭାରତର ସବୁଠାରୁ ଶକ୍ତିଶାଳୀ ଏବଂ ବୃହତ୍‌ ରକେଟ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ ୩ ଦ୍ୱାରା ଉତ୍‌କ୍ଷେପଣ କରାଯାଇଥିବା ଏହି ମହାକାଶ ଯାନରେ ଇସ୍ରୋ ପ୍ରତିଷ୍ଠାତା ବିକ୍ରମ ସରାଭାଇଙ୍କ ନାମରେ ନାମିତ ବିକ୍ରମ ଲ୍ୟାଣ୍ଡର୍ ରହିଛି। ଏଥିରେ ପ୍ରଜ୍ଞାନ୍‌ ନାମରେ ଏକ ରୋଭର୍ ମଧ୍ୟ ରହିଛି। ଚନ୍ଦ୍ରଯାନ-୨ ଶୁକ୍ରବାର ୩.୨୭ରେ ଚତୁର୍ଥ ଥର ପାଇଁ ପୃଥିବୀ ପ୍ରଦିକ୍ଷଣ କରିଥିଲା। ଆସନ୍ତା ମଙ୍ଗଳବାର ୨.୩୦ରୁ ୩.୩୦ ମଧ୍ୟରେ ଏହା ପଞ୍ଚମ ଥର ପାଇଁ ପ୍ରଦିକ୍ଷଣ ସାରିବ। ଚନ୍ଦ୍ରଯାନ-୨ ଅଗଷ୍ଟ ୧୪ ତାରିଖରେ ଚନ୍ଦ୍ର ଆଡ଼କୁ ଯାତ୍ରା କରିବ। ପ୍ରାୟ ଅଗଷ୍ଟ ୨୦ ତାରିଖ ବେଳକୁ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଏହାକୁ ନିଜଆଡ଼କୁ ଟାଣିବ।
https://twitter.com/isro/status/1157902228511870977
ମିଳିଥିବା ସୂଚନା ଅନୁଯାୟୀ, ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସିଧାପ୍ରସାରଣ ଦେଖିବା ପାଇଁ ଉପସ୍ଥିତ ରହିବେ। ଏହା ସେପ୍ଟେମ୍ବର ୭ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଜଣାପଡ଼ିଛି।
https://twitter.com/isro/status/1157901184520167424

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story