ପ୍ରଥମ ଥର ପାଇଁ ସଂସଦୀୟ ଦଳ ବୈଠକରେ ଅଧ୍ୟକ୍ଷତା କଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରହୁଲ ଗାନ୍ଧୀ  ଆଜି  ପ୍ରଥମର ପାଇଁ  ସଂସଦୀୟ ଦଳ ବୈଠକରେ  ଅଧ୍ୟକ୍ଷତା କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ସୁନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ସେ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆଗକୁ ରାହୁଲ କଂଗ୍ରେସର ଅଧ୍ୟକ୍ଷ ହେବାକୁ ଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କୁ  ଫୁଲତୋଡା ଦେଇ ସ୍ୱାଗତ କରି ସେଣ୍ଟ୍ରାଲ ହଲ୍‌କୁ ନେଇ ଯାଇଥିଲେ। ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସର […]

rahul-gandhi

rahul-gandhi

Rakesh Mallick
  • Published: Friday, 02 December 2016
  • Updated: 02 December 2016, 04:08 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରହୁଲ ଗାନ୍ଧୀ  ଆଜି  ପ୍ରଥମର ପାଇଁ  ସଂସଦୀୟ ଦଳ ବୈଠକରେ  ଅଧ୍ୟକ୍ଷତା କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ସୁନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ସେ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆଗକୁ ରାହୁଲ କଂଗ୍ରେସର ଅଧ୍ୟକ୍ଷ ହେବାକୁ ଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କୁ  ଫୁଲତୋଡା ଦେଇ ସ୍ୱାଗତ କରି ସେଣ୍ଟ୍ରାଲ ହଲ୍‌କୁ ନେଇ ଯାଇଥିଲେ।

ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସର କିଛି ନେତା କହିଥିଲେ ଯେ ସଂସଦରେ  ଦଳର  କାର୍ଯ୍ୟରେ ରାହୁଲଙ୍କ ଅଧିକ ଭୂମିକା ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story