ଜଗନ ରେଡ୍ଡୀଙ୍କ କକା ତଥା ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା?

ଅମରାବତୀ: ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଜଗନ ରେଡ୍ଡୀଙ୍କ ଦାଦା ୱାଇଏସ୍‌ ବିବେକାନନ୍ଦ ରେଡ୍ଡୀଙ୍କ ଆଜି ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କୁ ମୁଣ୍ଡର ଦୁଇ ପାର୍ଶ୍ୱରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ସାନ ଭାଇ ବିବେକାନନ୍ଦ ରେଡ୍ଡୀ ମନ୍ତ୍ରୀ ଭାବେ ମଧ୍ୟ କିଛି ବର୍ଷ କାର୍ଯ୍ୟ କରିଥିଲେ। ଏଭଳି ଘଟଣା ପରେ ବିବେକାନନ୍ଦ ରେଡ୍ଡୀଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଏମ୍‌ଭି କ୍ରିଷ୍ଣା ରେଡ୍ଡୀ ପୁଲିସ୍‌ ନିକଟରେ […]

e

e

Hemant Lenka
  • Published: Friday, 15 March 2019
  • Updated: 15 March 2019, 05:05 PM IST

Sports

Latest News

ଅମରାବତୀ: ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଜଗନ ରେଡ୍ଡୀଙ୍କ ଦାଦା ୱାଇଏସ୍‌ ବିବେକାନନ୍ଦ ରେଡ୍ଡୀଙ୍କ ଆଜି ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କୁ ମୁଣ୍ଡର ଦୁଇ ପାର୍ଶ୍ୱରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ସାନ ଭାଇ ବିବେକାନନ୍ଦ ରେଡ୍ଡୀ ମନ୍ତ୍ରୀ ଭାବେ ମଧ୍ୟ କିଛି ବର୍ଷ କାର୍ଯ୍ୟ କରିଥିଲେ। ଏଭଳି ଘଟଣା ପରେ ବିବେକାନନ୍ଦ ରେଡ୍ଡୀଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଏମ୍‌ଭି କ୍ରିଷ୍ଣା ରେଡ୍ଡୀ ପୁଲିସ୍‌ ନିକଟରେ ଏକ ଏଫ୍‌ଆଇଆର ଦାଏର କରିଛନ୍ତି।

ସେ ପୁଲିଭେନଡୁଲା ପୁଲିସ୍‌ ନିକଟରେ ବିବେକାନନ୍ଦ ରେଡ୍ଡୀଙ୍କ ସ୍ୱାଭାବିକ ମୃତ୍ୟୁ ହୋଇ ନଥିବା କହିଛନ୍ତି। ବିବେକାନନ୍ଦ ତାଙ୍କ ପତ୍ନୀ ଓ ଗୋଟିଏ ଝିଅ ସହ ପୁଲିଭେନଡୁଲାରେ ରହୁଥିଲେ। ଏହି ଖବର ପାଇଁ ଜଗନ ରେଡ୍ଡୀ ଓ ତାଙ୍କ ମା’ ପୁଲଭେନଡୁଲାଠାରେ ପହଞ୍ଚିଥିଲେ। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story