ମିଜୋରାମ ରାଜ୍ୟପାଳ ଭାବେ ଶପଥ ନେଲେ ଜଗଦୀଶ ମୁଖୀ

ଆଇଜଲ: ମିଜୋରାମର ନୂଆ ରାଜ୍ୟପାଳ ଭାବେ ଜଗଦୀଶ ମୁଖୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇଜଲଠାରେ ଥିବା ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଆହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ନିଲେସନ ସାଇଲୋ ଶ୍ରୀ ମୁଖୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଗଦୀଶ ଆସାମର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଗୁରୁବାର ମିଜୋରାମ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ରାଜଶେଖରନ୍‌ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ନିର୍ବାଚନ ଲଢ଼ିବାକୁ ଥିବାରୁ ଏହି ପଦରୁ ଇସ୍ତଫା […]

sd

sd

Hemant Lenka
  • Published: Saturday, 09 March 2019
  • Updated: 09 March 2019, 04:49 PM IST

Sports

Latest News

ଆଇଜଲ: ମିଜୋରାମର ନୂଆ ରାଜ୍ୟପାଳ ଭାବେ ଜଗଦୀଶ ମୁଖୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇଜଲଠାରେ ଥିବା ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଆହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ନିଲେସନ ସାଇଲୋ ଶ୍ରୀ ମୁଖୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ଜଗଦୀଶ ଆସାମର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଗୁରୁବାର ମିଜୋରାମ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ରାଜଶେଖରନ୍‌ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ନିର୍ବାଚନ ଲଢ଼ିବାକୁ ଥିବାରୁ ଏହି ପଦରୁ ଇସ୍ତଫା ଦେଇଥିବା କୁହାଯାଇଛି। ତାଙ୍କ ସ୍ଥାନରେ ଶ୍ରୀ ମୁଖୀଙ୍କୁ ଉଭୟ ଆସାମ ଓ ମିଜୋରାମ ରାଜ୍ୟପାଳ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story