ଜୈନ ମୁନି ତରୁଣ ସାଗରଙ୍କ ପରଲୋକ

ନୂଆଦିଲ୍ଲୀ: ଜୈନ ମୁନି ତରୁଣ ସାଗରଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୫୧ ବର୍ଷ ହୋଇଥିଲା। ଦିଲ୍ଲୀର ଶାହଦରା ସ୍ଥିତ କୃଷ୍ଣନଗରରେ ଆଜି ଭୋର୍‌ ୩ଟା ୧୮ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣ୍ଡିସ୍‌ରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଶରୀରରେ  ଔଷଧ କାମ କରି ନଥିଲା। ଆଜି ଅପରାହ୍ନ  ୩ଟା ବେଳେ ମେରଠ ହାଇୱେ ସ୍ଥିତ ତରୁଣସାଗରମ୍‌ ତୀର୍ଥରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ତେବେ ତାଙ୍କ ଶେଷ […]

tarunsagar

tarunsagar

Jitendra Garnayak
  • Published: Saturday, 01 September 2018
  • Updated: 01 September 2018, 03:48 AM IST

Sports

Latest News

ନୂଆଦିଲ୍ଲୀ: ଜୈନ ମୁନି ତରୁଣ ସାଗରଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୫୧ ବର୍ଷ ହୋଇଥିଲା।

ଦିଲ୍ଲୀର ଶାହଦରା ସ୍ଥିତ କୃଷ୍ଣନଗରରେ ଆଜି ଭୋର୍‌ ୩ଟା ୧୮ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣ୍ଡିସ୍‌ରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଶରୀରରେ  ଔଷଧ କାମ କରି ନଥିଲା।

ଆଜି ଅପରାହ୍ନ  ୩ଟା ବେଳେ ମେରଠ ହାଇୱେ ସ୍ଥିତ ତରୁଣସାଗରମ୍‌ ତୀର୍ଥରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ତେବେ ତାଙ୍କ ଶେଷ ଯାତ୍ରା ଦିଲ୍ଲୀର ରାଧେପୁରରୁ ଆରମ୍ଭ ହୋଇ ୨୮ କିଲୋମିଟର ଦୂର ତରୁଣସାଗରମ୍‌ରେ ପହଞ୍ଚିବ।

[caption id="attachment_270125" align="aligncenter" width="730"]tarun1 ହରିଆଣା ବିଧାନସଭାରେ ପ୍ରବଚନ ଦେବା ଅବସରରେ[/caption]

କୁହାଯାଉଛି, ସେ ଚିକିତ୍ସିତ ହେବା ପାଇଁ ମନା କରୁଥିଲେ। ସେ କୃଷ୍ଣନଗର ସ୍ଥିତ  ରାଧାପୁରୀ ଜୈନ ମନ୍ଦିର ଯିବା ପାଇଁ ସ୍ଥିର କରିଥିଲେ।

ଜୈନ ମୁନି ତରୁଣ ସାଗର ନିଜର ପ୍ରବଚନ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ସେ ଦେଶର ଅନେକ ବିଧାନସଭାରେ ପ୍ରବଚନ ଦେଇଛନ୍ତି। ହରିଆଣା ବିଧାନସଭାରେ ତାଙ୍କ ପ୍ରବଚନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ସେ ୧୯୬୭ ମସିହା  ଜୁନ୍‌ ୨୫ ତାରିଖରେ ମଧ୍ୟପ୍ରଦେଶର ଦମୋହରେ ଜନ୍ମ ଗ୍ରହଣ କରିଥିଲେ।  ସେ ୧୯୮୧ ମସିହା ମାର୍ଚ୍ଚ ୮ ତାରିଖରେ ଗୃହତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story