ସୋନିଆଙ୍କ ରାଏବରେଲୀ ଉନ୍ନୟନର ଦାୟିତ୍ୱ ନେବେ ଜେଟ୍‌ଲୀ

ଲକ୍ଷ୍ନୌ(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରତିନିଧିତ୍ୱ କରୁଥିବା ନିର୍ବଚନମଣ୍ଡଳୀ ରାଏବରେଲୀ ସମେତ ସମଗ୍ର ରାଏବରେଲୀ ଜିଲ୍ଲାର ଦାୟିତ୍ୱ ନେବେ। ତାଙ୍କର ସାଂସଦ ବିକାଶ ପାଣ୍ଠିର ସମସ୍ତ ଅର୍ଥ ଏହି ଅଞ୍ଚଳର ବିକାଶ ପାଇଁ ସେ ଖର୍ଚ୍ଚ କରିବେ ବୋଲି ଜଣାଯାଇଛି। ଦଶନ୍ଧି ଦଶନ୍ଧି ଧରି ଗାନ୍ଧି ପରିବାରର ସଦସ୍ୟଙ୍କୁ ସଂସଦ ପଠାଇ ଆସୁଥିବା ଏହି ଅଞ୍ଚଳ ଏବେ ମଧ୍ୟ ବିକାଶ ଆଢ଼ୁଆଳରେ। ତେଣୁ ଜେଟ୍‌ଲୀ ଏହି ସ୍ଥାନକୁ ବାଛିଛନ୍ତି […]

sonia-jaitly

sonia-jaitly

Hemant Lenka
  • Published: Sunday, 07 October 2018
  • Updated: 07 October 2018, 05:33 PM IST

Sports

Latest News

ଲକ୍ଷ୍ନୌ(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରତିନିଧିତ୍ୱ କରୁଥିବା ନିର୍ବଚନମଣ୍ଡଳୀ ରାଏବରେଲୀ ସମେତ ସମଗ୍ର ରାଏବରେଲୀ ଜିଲ୍ଲାର ଦାୟିତ୍ୱ ନେବେ। ତାଙ୍କର ସାଂସଦ ବିକାଶ ପାଣ୍ଠିର ସମସ୍ତ ଅର୍ଥ ଏହି ଅଞ୍ଚଳର ବିକାଶ ପାଇଁ ସେ ଖର୍ଚ୍ଚ କରିବେ ବୋଲି ଜଣାଯାଇଛି।

ଦଶନ୍ଧି ଦଶନ୍ଧି ଧରି ଗାନ୍ଧି ପରିବାରର ସଦସ୍ୟଙ୍କୁ ସଂସଦ ପଠାଇ ଆସୁଥିବା ଏହି ଅଞ୍ଚଳ ଏବେ ମଧ୍ୟ ବିକାଶ ଆଢ଼ୁଆଳରେ। ତେଣୁ ଜେଟ୍‌ଲୀ ଏହି ସ୍ଥାନକୁ ବାଛିଛନ୍ତି ବୋଲି ତାଙ୍କ ପ୍ରତିନିଧି ତଥା ବିଜେପି ମୁଖପାତ୍ର ହିରୋ ବାଜପେୟୀ ସୂଚନା ଦେଇଛନ୍ତି। ଜେଟଲୀ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ଏହି ଅଞ୍ଚଳର ବିକାଶର ଦାୟିତ୍ୱ ନେବାରେ କିଛି ସମସ୍ୟା ନାହିଁ। ତେଣୁ ସେ ଏମ୍‌ପିଲ୍ୟାଡ୍‌ ଯୋଜନା ବାବଦକୁ ରାଏବରେଲୀ ସଂସଦୀୟ କ୍ଷେତ୍ରରେ ବାର୍ଷିକ ୫ କୋଟିର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇପାରିବେ।

ରାଜ୍ୟସଭା ସାଂସଦମାନେ ପ୍ରତିନିଧିତ୍ୱ କରୁଥିବା ରାଜ୍ୟର ଗୋଟିଏ କିମ୍ବା ୨ଟି ଜିଲ୍ଲାର ଦାୟିତ୍ୱ ନେଇ ନିଜ ଅଧୀନରେ ଥିବା ଫଣ୍ଡକୁ କାମରେ ଲଗାଇପାରିବେ। ୨୦୧୯ ସାଧାରଣ ନିର୍ବଚନରେ ସୋନିଆ ଜେଟ୍‌ଲୀ ମୁହାଁମୁହିଁ ହେବା ପ୍ରଶ୍ନରେ ହିରୋ ବାଜପେୟୀ କହିଥିଲେ, ସେ ଲୋକସଭା ନିର୍ବାଚନ ଲଢ଼ିବେନି, କିନ୍ତୁ କଂଗ୍ରେସ ଗଡ଼ରେ ବିଜେପି ସଂଗଠନ ଦୃଢ଼ କରିବା ପାଇଁ କାମ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story