ଜାଲ୍ ସାର୍ଟିଫିକେଟ୍ ମାମଲା: ଆପରୁ ବିଦା ହେବେ ତୋମାର

ନୂଆଦିଲ୍ଲୀ: ଜାଲ୍ ଏଲଏଲବି ସାର୍ଟିଫିକେଟ୍ ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଆଇନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାରଙ୍କୁ ଲାଗିପାରେ ଆଉ ଏକ ଝଟକା। ଆପ୍ ତାଙ୍କୁ ଦଳରୁ ବହିଷ୍କାର କରିପାରେ। ଏନେଇ ଦଳର ନେତୃବୃନ୍ଦ ବିଚାର କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆପ୍ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିଲା। କିନ୍ତୁ ତୋମାର ନିଜ ସପକ୍ଷରେ କୌଣସି ପ୍ରମାଣ ଦେଖାଇବାରେ ସଫଳ ହୋଇନଥିବାରୁ ଦଳ ଏବେ ତାଙ୍କ ବିରୁଦ୍ଧରେ […]

jitendersinghtomar

jitendersinghtomar

Rakesh Mallick
  • Published: Friday, 12 June 2015
  • Updated: 12 June 2015, 10:36 AM IST

Sports

Latest News

ନୂଆଦିଲ୍ଲୀ: ଜାଲ୍ ଏଲଏଲବି ସାର୍ଟିଫିକେଟ୍ ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଆଇନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାରଙ୍କୁ ଲାଗିପାରେ ଆଉ ଏକ ଝଟକା। ଆପ୍ ତାଙ୍କୁ ଦଳରୁ ବହିଷ୍କାର କରିପାରେ। ଏନେଇ ଦଳର ନେତୃବୃନ୍ଦ ବିଚାର କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆପ୍ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିଲା। କିନ୍ତୁ ତୋମାର ନିଜ ସପକ୍ଷରେ କୌଣସି ପ୍ରମାଣ ଦେଖାଇବାରେ ସଫଳ ହୋଇନଥିବାରୁ ଦଳ ଏବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି। ମାମଲାଟି ଦଳ ତା’ର ଆଭ୍ୟନ୍ତରୀଣ ଲୋକପାଳ ପାଖକୁ ପଠାଇବ। ଲୋକପାଳଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି।

ଆଉ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତୋମାରଙ୍କ ଏଲଏଲବି ଡିଗ୍ରୀ ଆପ୍ ପାଇଁ ସମସ୍ୟା ନୁହେଁ। କିନ୍ତୁ ତାଙ୍କର ବିଏସସି ସାର୍ଟିଫିକେଟ ଉପରେ ସନ୍ଦେହ କରୁଛି ଦଳ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ଏ ନେଇ ଚିନ୍ତିତ ଅଛନ୍ତି। ପ୍ରଥମେ ତୋମାର ତାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ ଯେ ସବୁ ପ୍ରମାଣପତ୍ର ଠିକ୍ ଅଛି। କିଛି ଅସୁବିଧା ହେବ ନାହିଁ। କିନ୍ତୁ ଏବେ ତୋମାର ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଗୁଡ଼ିକୁ ମିଛ ବୋଲି ପ୍ରମାଣ କରି ପାରୁନାହାନ୍ତି। ତେଣୁ ଦଳ ତାଙ୍କୁ ବାହାରର ରାସ୍ତା ଦେଖାଇବାକୁ ପ୍ରସ୍ତୁତ ହେଉଛି। ଆପର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏବେ ଦଳର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଚେତାବନୀ ଦେଇ ଦିଆଯିବା ଉଚିତ୍ ଯେପରି ଆଗକୁ କେହି ମିଛ ତଥ୍ୟ ନଦିଅନ୍ତି।

ତୋମାରଙ୍କ ଭଳି ଆପର ଆଉ ଜଣେ ନେତା ସୁରିନ୍ଦର ସିଂଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏହି ମାମଲା ଏବେ କୋର୍ଟରେ ଅଛି। ଯଦି କୋର୍ଟଙ୍କ ରାୟ ତାଙ୍କ ବିରୁଦ୍ଧରେ ଆସେ ତା’ହେଲେ ସେ ବି ଅସୁବିଧାରେ ପଡ଼ିପାରନ୍ତି ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story