ଜଳବାୟୁ ପରିବର୍ତ୍ତନ ଉପରେ ରୋଡ ମ୍ୟାପ ଘୋଷଣା କଲେ ଭାରତ ସରକାର

ନୂଆଦିଲ୍ଲୀ: ପ୍ୟାରିସରେ ହେବାକୁ ଥିବା ମହାସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ଉପରେ ଭାରତ ତା’ର ରୋଡମ୍ୟାପ୍ ଘୋଷଣା କରିଛି। ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଆଜି ଔପଚାରିକ ରୂପରେ ଏହା ଘୋଷଣା କରିଛନ୍ତି। ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଲକୁ ୩୩ରୁ ୩୫ ପ୍ରତିଶତ ହ୍ରାସ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି। ଏହାବ୍ୟତୀତ ୨୦୩୦ ସୁଦ୍ଧା ବିଜୁଳି ଉତ୍ପାଦନରେ ୪୦ ପ୍ରତିଶତ ଅଙ୍ଗାରକାମ୍ଲ ବିହୀନ ଇନ୍ଧନ ବ୍ୟବହାର କରାଯିବ। ଭାରତ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଯେ, ୨୦୨୨ ଭିତରେ ୧ […]

carbone

carbone

Rakesh Mallick
  • Published: Friday, 02 October 2015
  • Updated: 02 October 2015, 12:42 PM IST

Sports

Latest News

ନୂଆଦିଲ୍ଲୀ: ପ୍ୟାରିସରେ ହେବାକୁ ଥିବା ମହାସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ଉପରେ ଭାରତ ତା’ର ରୋଡମ୍ୟାପ୍ ଘୋଷଣା କରିଛି। ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଆଜି ଔପଚାରିକ ରୂପରେ ଏହା ଘୋଷଣା କରିଛନ୍ତି। ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଲକୁ ୩୩ରୁ ୩୫ ପ୍ରତିଶତ ହ୍ରାସ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି। ଏହାବ୍ୟତୀତ ୨୦୩୦ ସୁଦ୍ଧା ବିଜୁଳି ଉତ୍ପାଦନରେ ୪୦ ପ୍ରତିଶତ ଅଙ୍ଗାରକାମ୍ଲ ବିହୀନ ଇନ୍ଧନ ବ୍ୟବହାର କରାଯିବ। ଭାରତ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଯେ, ୨୦୨୨ ଭିତରେ ୧ ଲକ୍ଷ ୭୫ ହଜାର ମେଗାୱାଟ୍ ବିଜୁଳି ସୌରଶକ୍ତି ଓ ପବନଶକ୍ତିରୁ ଉତ୍ପାଦନ କରିବ।

ସୂଚନାଯୋଗ୍ୟ, ଚଳିତବର୍ଷ ଜଳବାୟୁ ପରିବର୍ତ୍ତନର ମହାସମ୍ମିଳନୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅନୁଷ୍ଠିତ ହେବ। ଆମେରିକା, ଚୀନ,ୟୁରୋପିୟାନ୍ ୟୁନିୟନ୍ ପରି ଦେଶ ଗୁଡିକ ପୂର୍ବରୁ ରୋଡମ୍ୟାପ୍ ଘୋଷଣା କରିସାରିଛି। ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତର ରୋଡ ମ୍ୟାପ ଅଧିକ ଶକ୍ତିଶାଳୀ ମନେ ହେଉଥିବା କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story