ଜାଲିଆତି କରି ଆଇଆଇଟିରେ ନାମ ଲେଖାଇ ଥିଲେ କ୍ରେଜିୱାଲ: ସୁବ୍ରମଣ୍ୟମ ସ୍ୱାମୀ

ତିରୁଅନନ୍ତପୁରମ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କ୍ରେଜିୱାଲଙ୍କ ଉପରେ ପୁଣି ‌ଆରୋପ ଲଗାଇଛନ୍ତି। ସେ କହିଛନ୍ତି, କ୍ରେଜିୱାଲଙ୍କର ଯଦି ସତସାହସ ଅଛି ତାହାହେଲେ  ସ୍ୱୀକାର କରନ୍ତୁ ଯେ ସେ ଆଇଆଇଟିରେ ଏଣ୍ଟ୍ରାନ୍ସ ଦେଇ ନାମ ଲେଖାଇ ନାହାନ୍ତି। ବରଂ ଜାଲିଆତି କରି ଆଇଆଇଟିରେ  ନାମ ଲେଖାଇଛନ୍ତି। ” ସେ ଆହୁରି କହିଛନ୍ତି,“ କ୍ରେଜିୱାଲ ଆଇଆଇଟିରେ ନାମ ଲେଖାଇବା ବେଳେ ତାଙ୍କ ପାଖରେ କୌଣସି ମାର୍କସିଟ୍ ନ ଥିଲା।

subramanian-

Rakesh Mallick
  • Published: Sunday, 26 June 2016
  • , Updated: 26 June 2016, 03:14 PM IST

ତିରୁଅନନ୍ତପୁରମ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କ୍ରେଜିୱାଲଙ୍କ ଉପରେ ପୁଣି ‌ଆରୋପ ଲଗାଇଛନ୍ତି। ସେ କହିଛନ୍ତି, କ୍ରେଜିୱାଲଙ୍କର ଯଦି ସତସାହସ ଅଛି ତାହାହେଲେ  ସ୍ୱୀକାର କରନ୍ତୁ ଯେ ସେ ଆଇଆଇଟିରେ ଏଣ୍ଟ୍ରାନ୍ସ ଦେଇ ନାମ ଲେଖାଇ ନାହାନ୍ତି। ବରଂ ଜାଲିଆତି କରି ଆଇଆଇଟିରେ  ନାମ ଲେଖାଇଛନ୍ତି। ”

ସେ ଆହୁରି କହିଛନ୍ତି,“ କ୍ରେଜିୱାଲ ଆଇଆଇଟିରେ ନାମ ଲେଖାଇବା ବେଳେ ତାଙ୍କ ପାଖରେ କୌଣସି ମାର୍କସିଟ୍ ନ ଥିଲା।

Related story