ଜମି ଅଧିଗ୍ରହଣ ବିଲ: ୟୁ-ଟର୍ଣ୍ଣ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ବହୁଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲ ପ୍ରସଙ୍ଗରେ ବିଜେପି ସରକାରଙ୍କ ୟୁ-ଟର୍ଣ୍ଣ ଦେଇଛି। ମୋଦି ସରକାର ଜମି ଅଧିଗ୍ରହଣ ବିଲରେ ଆଣିଥିବା ସମସ୍ତ ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରିବେ ବୋଲି ସୂଚନା ମିଳିଛି। ଏକ ସଂସଦୀୟ କମିଟି ପ୍ରସ୍ତାବ ଆଧାରରେ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧୧ଜଣ ବିଜେପି ସାଂସଦଙ୍କ ସମେତ ୩୦ ସଦସ୍ୟ ବିଶିଷ୍ଟ ଏହି କମିଟି ସଂଶୋଧିତ ବିଲକୁ ତର୍ଜମା କରିବା ପରେ ପୂର୍ବ ବିଲରେ ଥିବା ବ୍ୟବସ୍ଥାକୁ କାଏମ ରଖିବାକୁ […]

Narendra_Modi

Narendra_Modi

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 08:32 AM IST

Sports

Latest News

ନୂଆଦିଲ୍ଲୀ:  ବହୁଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲ ପ୍ରସଙ୍ଗରେ ବିଜେପି ସରକାରଙ୍କ ୟୁ-ଟର୍ଣ୍ଣ ଦେଇଛି। ମୋଦି ସରକାର ଜମି ଅଧିଗ୍ରହଣ ବିଲରେ ଆଣିଥିବା ସମସ୍ତ ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରିବେ ବୋଲି ସୂଚନା ମିଳିଛି। ଏକ ସଂସଦୀୟ କମିଟି ପ୍ରସ୍ତାବ ଆଧାରରେ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧୧ଜଣ ବିଜେପି ସାଂସଦଙ୍କ ସମେତ ୩୦ ସଦସ୍ୟ ବିଶିଷ୍ଟ ଏହି କମିଟି ସଂଶୋଧିତ ବିଲକୁ ତର୍ଜମା କରିବା ପରେ ପୂର୍ବ ବିଲରେ ଥିବା ବ୍ୟବସ୍ଥାକୁ କାଏମ ରଖିବାକୁ ପ୍ରସ୍ତାବ ଦେଇଥିବା କୁହାଯାଉଛି। ଫଳରେ ଶିଳ୍ପ ପାଇଁ କମ୍ପାନୀ ଜମି ଅଧିଗ୍ରହଣ ବେଳେ ପୂର୍ବରୁ ୟୁପିଏ ଦ୍ୱାରା ୨୦୧୩ରେ ପ୍ରସ୍ତୁତ ଜମି ଅଧିଗ୍ରହଣ ବିଲ ହିଁ କାଏମ ରହିବ। ବିଜେପି ଦ୍ୱାରା ପ୍ରସ୍ତୁତ ସଂଶୋଧିତ ଜମି ଅଧିଗ୍ରହଣ ବିଲକୁ ସଂସଦରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। କଂଗ୍ରେସ ସମେତ ଅନ୍ୟ ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏହି ସଂଶୋଧିତ ବିଲକୁ ବିରୋଧ କରିଥିଲେ । ଲୋକସଭାରେ ବିଲଟି ଗୃହୀତ ହୋଇଥିଲେ ହେଁ ରାଜ୍ୟସଭାରେ ଏହା ଅଟକି ଯାଇଥିଲା । ଫଳରେ ଏହି ବିଲ୍ ପାସ୍ ହେବା ନେଇ ଆଶଙ୍କା ଲାଗି ରହିଥିଲା। ପରେ ବିଲକୁ ଏକ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story