ଅଯୋଧ୍ୟା ରାୟ: ଜାମିଅତ୍‌ ଉଲେମା କରିବ ରିଭ୍ୟୁ ପିଟିସନ୍‌

ନୂଆଦିଲ୍ଲୀ: ଜାମିଅତ୍‌-ଉଲେମା-ଇ-ହିନ୍ଦ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କ ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବ। ଏହି ବୋର୍ଡର ବୈଠକ ପରେ ମୌଲାନା ଅର୍ଶାଦ୍‌ ମଦାନୀ ରବିବାର କହିଛନ୍ତି, ଯଦିଓ ସେମାନଙ୍କର ଏତେ ଆଶା ନାହିଁ ରିଭ୍ୟୁ ପିଟିସନ୍‌ ଦାଖଲ କରିବାକୁ ନିଷ୍ପତ୍ତି ହୋଇଛି। ମୁସଲିମ୍‌ ପକ୍ଷ ଚିନ୍ତା କରିଛନ୍ତି ସେମାନେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଆଯିବାକୁ ଥିବା ୫ ଏକର ବିକଳ୍ପ ଜମି ଗ୍ରହଣ କରିବେ ନାହିଁ। ଏହି ଜମି ମସଜିଦ୍‌ ନିର୍ମାଣ ପାଇଁ ଦିଆଯିବାର […]

ayodhya

ayodhya

Subrat Kumar Nayak
  • Published: Sunday, 17 November 2019
  • Updated: 17 November 2019, 04:27 PM IST

Sports

Latest News

ନୂଆଦିଲ୍ଲୀ: ଜାମିଅତ୍‌-ଉଲେମା-ଇ-ହିନ୍ଦ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କ ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବ। ଏହି ବୋର୍ଡର ବୈଠକ ପରେ ମୌଲାନା ଅର୍ଶାଦ୍‌ ମଦାନୀ ରବିବାର କହିଛନ୍ତି, ଯଦିଓ ସେମାନଙ୍କର ଏତେ ଆଶା ନାହିଁ ରିଭ୍ୟୁ ପିଟିସନ୍‌ ଦାଖଲ କରିବାକୁ ନିଷ୍ପତ୍ତି ହୋଇଛି।

ମୁସଲିମ୍‌ ପକ୍ଷ ଚିନ୍ତା କରିଛନ୍ତି ସେମାନେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଆଯିବାକୁ ଥିବା ୫ ଏକର ବିକଳ୍ପ ଜମି ଗ୍ରହଣ କରିବେ ନାହିଁ। ଏହି ଜମି ମସଜିଦ୍‌ ନିର୍ମାଣ ପାଇଁ ଦିଆଯିବାର ଥିଲା। ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି)ର ବୈଠକ ପରେ ସେ କହିଛନ୍ତି, “ଯଦିଓ ଏହା ସତ ଯେ ଆମ ପିଟିସନ୍‌ ଶତପ୍ରତିଶତ ନାକଚ ହୋଇଯିବ ଆମେ ନିଶ୍ଚୟ ରିଭ୍ୟୁ ପିଟିସନ୍‌ ଦାଖଲ କରିବୁ। ଏହା ଆମ ଅଧିକାର।” ଜାମିଅତ୍‌-ଉଲେମା-ଇ-ହିନ୍ଦ ହିଁ ଏହି ପିଟିସନ୍‌ ଦାଖଲ କରିବ ବୋଲି ଜଣାପଡ଼ିଛି।

ଅଯୋଧ୍ୟା ରାୟ ପରେ ଆଜି ଏଆଇଏମ୍‌ପିଏଲ୍‌ବିର ଏକ ମାନସ ମନ୍ଥନ ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ମୁସଲିମ୍‌ ପକ୍ଷ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବା ନେଇ ନିଷ୍ପତ୍ତି ହେବାର ଥିଲା। ବୋର୍ଡର ସେକ୍ରେଟାରୀ ତଥା ବରିଷ୍ଠ ଓକିଲ ଜଫରୟାବ୍‌ ଜିଲାନୀ କହିଛନ୍ତି, “ଆଜି ବିଭିନ୍ନ ପକ୍ଷ ଏଆଇଏମ୍‌ପିଏଲ୍‌ବିର ସାଧାରଣ ସମ୍ପାଦକ ମୌଲାନା ୱାଲି ରେହମାନ୍‌ଙ୍କୁ ଭେଟିବା ସହ ଅଯୋଧ୍ୟା ରାୟ ବାବଦରେ ଜଣାଇଛନ୍ତି।” ସେମାନେ କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ରାୟ ବୁଝିହେଉନି। ତେଣୁ ଏହାର ରିଭ୍ୟୁ ହେବାର ଆବଶ୍ୟକ ରହିଛି।

ମୌଲାନା ମଦାନି କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରମାଣି ଭିତ୍ତିକ ଏବଂ ସେ ତା’ର ସମ୍ମାନ କରନ୍ତି। କିନ୍ତୁ ବୁଝିବା ବାହାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି କୋର୍ଟ ସ୍ୱୀକାର କରିଛନ୍ତି, ମସଜିଦ୍‌ରେ ମୂର୍ତ୍ତି ସ୍ଥାପନ କରିବା ଏବଂ ଏହାକୁ ଭାଙ୍ଗିବା ବେଆଇନ। କିନ୍ତୁ ଏଥିପାଇଁ ଯେଉଁମାନେ ଦାୟୀ ରାୟ ସେମାନଙ୍କ ସପକ୍ଷରେ ଗଲା। ସେ ଆହୁରି ମଧ୍ୟ କହିଛନ୍ତି, କୋର୍ଟ ସ୍ୱୀକାର କରିଛନ୍ତି ମନ୍ଦିର ଭଙ୍ଗାଯାଇ ମସଜିଦ୍‌ କରାଯାଇନି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୩ ତାରିଖରେ ବିଭିନ୍ନ ମୁସଲିମ୍‌ ବୁଦ୍ଧିଜୀବୀ, ଧର୍ମଗୁରୁ ଏବଂ ଧାର୍ମିକ ଅନୁଷ୍ଠାନ ବୈଠକ ନିଷ୍ପତ୍ତି ନେଇଥିଲେ ଯାହା ମଧ୍ୟ ରାୟ ଆସିବ ସମସ୍ତେ ସମର୍ଥନ ଏବଂ ସମ୍ମାନ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story