ଚୁଟି କଟାଳୀ ଭାବି ୩ ଆତଙ୍କବାଦୀଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଚୁଟିକଟାଳୀଙ୍କ ଉପଦ୍ରବ ଚିନ୍ତାର କାରଣ ପାଲଟିଛି। ସାରା ରାଜ୍ୟରେ ଏହାକୁ ନେଇ ଆତଙ୍କ ଛାଇ ରହିଛି। ଲୋକେ ସନ୍ଦିଗ୍ଧ ଅବସ୍ଥାରେ ଯାହାକୁ ପାଉଛନ୍ତି ଆକ୍ରମଣ କରୁଛନ୍ତି। ଏହାର ପ୍ରଭାବ ଆତଙ୍କବାଦୀଙ୍କ ଉପରେ ମଧ୍ୟ ପଡିଛି। ଲୋକଙ୍କ ଏପରି ରାଗ ଆତଙ୍କବାଦୀଙ୍କ ଚିନ୍ତା ବଢାଇ ଦେଇଛି। ଯାହା ଶୁକ୍ରବାର ଠୋକରପୁରର ପୁଲୱାମାରେ ଦେଖିବାକୁ ମିଳିଛି। ଚୁଟି କଟାଳୀ ଭାବି ଲୋକେ ୩ ଜଣ ଆତଙ୍କବାଦୀଙ୍କୁ ନିର୍ଧୁମ ଛେଚିଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଜଣ ସାଧାରଣ […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 08:54 AM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଚୁଟିକଟାଳୀଙ୍କ ଉପଦ୍ରବ ଚିନ୍ତାର କାରଣ ପାଲଟିଛି। ସାରା ରାଜ୍ୟରେ ଏହାକୁ ନେଇ ଆତଙ୍କ ଛାଇ ରହିଛି। ଲୋକେ ସନ୍ଦିଗ୍ଧ ଅବସ୍ଥାରେ ଯାହାକୁ ପାଉଛନ୍ତି ଆକ୍ରମଣ କରୁଛନ୍ତି। ଏହାର ପ୍ରଭାବ ଆତଙ୍କବାଦୀଙ୍କ ଉପରେ ମଧ୍ୟ ପଡିଛି। ଲୋକଙ୍କ ଏପରି ରାଗ ଆତଙ୍କବାଦୀଙ୍କ ଚିନ୍ତା ବଢାଇ ଦେଇଛି। ଯାହା ଶୁକ୍ରବାର ଠୋକରପୁରର ପୁଲୱାମାରେ ଦେଖିବାକୁ ମିଳିଛି। ଚୁଟି କଟାଳୀ ଭାବି ଲୋକେ ୩ ଜଣ ଆତଙ୍କବାଦୀଙ୍କୁ ନିର୍ଧୁମ ଛେଚିଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି।

ଗତ ଦେଢ଼ମାସ ହେବ କାଶ୍ମୀରର ଗ୍ରାମାଞ୍ଚଳରେ ଚୁଟିକଟା ଦୁର୍ବୃତ୍ତଙ୍କ ଆତଙ୍କ ଜାରି ରହିଛି। ଏପରିସ୍ଥିତିରେ ଆଇନଶୃଙ୍ଖଳା ରକ୍ଷା କରିବାରେ ସୁରକ୍ଷାକର୍ମୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଗାଁରେ କୌଣସି ଅଚିହ୍ନା ଲୋକଙ୍କୁ ଦେଖିଲେ ଲୋକେ ଆକ୍ରମଣ କରୁଛନ୍ତି।

ଶୁକ୍ରବାର ସକାଳେ ବାରାମୁଲା ଜିଲ୍ଲାର ସୋପୋର କସ୍ୱେରେ କିଛି ଲୋକ ୱସିବ ନାମକ ଜଣେ ଯୁବକଙ୍କୁ ଚୁଟି କଟାଳୀ ଅଭିଯୋଗ କରି ପୋଡ଼ି ମାରିଦେବାକୁ ଚେଷ୍ଟା କରିଥିଲେ। ଠିକ୍‌ ସମୟରେ ପୋଲିସ୍‌ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ପର୍ଯ୍ୟଟକଙ୍କ ସମେତ ୫୫ ଜଣ ଲୋକ ଏପରି ଆକ୍ରମଣର ଶିକାର ହୋଇସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story