ଜମ୍ମୁ ଓ କାଶ୍ମୀରରେ ଏନ୍‌କାଉଣ୍ଟର:୨ ଆତଙ୍କବାଦୀ ନିହତ, ଜଣେ ବାଳକର ବି ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାର ପଡ଼ଗମପୋରାରେ ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟରେ ଲସ୍କର-ଏ-ତୋଇବାର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀ ଦ୍ୱୟ ହେଲେ ଜାହାଙ୍ଗିର ଗାନାଇ ଓ ମହମ୍ମଦ ଶାଫି ଓରଫ ଶେର୍ ଗୁଜରି।  ଉଭୟଙ୍କ ଘର ପୁଲୱାମା ଜିଲ୍ଲାର କୋଏଲ୍ ଗାଁରେ। ଜଣେ ବରିଷ ସିଆର୍‌ପିଏଫ୍ ଅଫିସର କହିଛନ୍ତି ଯେ ଗତ ବର୍ଷ ସ୍ଥାନୀୟ ଜଣେ ପୋଲିସ୍ କର୍ମଚାରୀଙ୍କ ହତ୍ୟାକାଣ୍ଡ ଘଟଣାରେ ଗାନାଇର ସଂପୃକ୍ତି ଥିଲା। ସିଆର୍‌ପିଏଫ୍‌ ଏବଂ […]

jammu-kashmir

jammu-kashmir

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 02:00 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାର ପଡ଼ଗମପୋରାରେ ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟରେ ଲସ୍କର-ଏ-ତୋଇବାର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀ ଦ୍ୱୟ ହେଲେ ଜାହାଙ୍ଗିର ଗାନାଇ ଓ ମହମ୍ମଦ ଶାଫି ଓରଫ ଶେର୍ ଗୁଜରି।  ଉଭୟଙ୍କ ଘର ପୁଲୱାମା ଜିଲ୍ଲାର କୋଏଲ୍ ଗାଁରେ।

ଜଣେ ବରିଷ ସିଆର୍‌ପିଏଫ୍ ଅଫିସର କହିଛନ୍ତି ଯେ ଗତ ବର୍ଷ ସ୍ଥାନୀୟ ଜଣେ ପୋଲିସ୍ କର୍ମଚାରୀଙ୍କ ହତ୍ୟାକାଣ୍ଡ ଘଟଣାରେ ଗାନାଇର ସଂପୃକ୍ତି ଥିଲା।

ସିଆର୍‌ପିଏଫ୍‌ ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ୍‌ର ସ୍ପେଶାଲ୍ ଅପେରସନ୍ ଗ୍ରୁପ୍‌ର ଯବାନମାନେ ଏହି ଅପରେସନ୍‌ରେ ନିୟୋଜିତ ହୋଇଥିଲେ।  ଦୁଇରୁ ତିନି ଜଣ ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ନେଇ ସେମାନଙ୍କ ପାଖରେ ସୂଚନା ଥିଲା।

ଏନ୍‌କାଉଣ୍ଟର ସ୍ଥଳ ନିକଟରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ବେଳେ ଗୁଳି ବାଜି ଆମୀର ନାଜିର ନାମକ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି।  ତା’ ଦେହରେ ଦୁଇଟି ଗୁଳି ବାଜିଥିଲା ବୋଲି କୁହାଯାଉଛି। ଆମୀର ସହିତ ଆଉ ଦୁଇ ଜଣଙ୍କ ଦେହରେ ବି ଗୁଳି ବାଜିଛି। ସେମାନଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story