କାଶ୍ମୀରର ପଥର ଫିଙ୍ଗାଳିଙ୍କ ଉପରୁ ପ୍ରତ୍ୟାହାର ହେବ ସବୁ ମାମଲା

ଶ୍ରୀନଗର: ଜାମ୍ମୁ କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। ଯେଉଁ ନାବାଳକମାନେ ପଥର ପିଙ୍ଗାରେ ସାମିଲ ଅଛନ୍ତି, ସେମାନଙ୍କ ଉପରୁ ମାମଲା  ପ୍ରତ୍ୟାହାର କରାଯିବ।  ଏହା ନିଜେ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ବାଟ ହୁଡ଼ି ଥିବା ଯୁବକଙ୍କୁ ରାସ୍ତାକୁ ଫେରାଇ ଅଣାଯିବ ଓ ସେମାନଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜନାଥ ସିଂହ। ସ୍ପୋର୍ଟସ କାଉନ୍ସିଲ ଅଫ୍ ଜାମ୍ମୁ କାଶ୍ମୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ […]

rajnath-pti

rajnath-pti

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 08:20 PM IST

Sports

Latest News

ଶ୍ରୀନଗର: ଜାମ୍ମୁ କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। ଯେଉଁ ନାବାଳକମାନେ ପଥର ପିଙ୍ଗାରେ ସାମିଲ ଅଛନ୍ତି, ସେମାନଙ୍କ ଉପରୁ ମାମଲା  ପ୍ରତ୍ୟାହାର କରାଯିବ।  ଏହା ନିଜେ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ବାଟ ହୁଡ଼ି ଥିବା ଯୁବକଙ୍କୁ ରାସ୍ତାକୁ ଫେରାଇ ଅଣାଯିବ ଓ ସେମାନଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜନାଥ ସିଂହ।

ସ୍ପୋର୍ଟସ କାଉନ୍ସିଲ ଅଫ୍ ଜାମ୍ମୁ କାଶ୍ମୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଜାମ୍ମୁ କାଶ୍ମୀରର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଉଦ୍ୟମ କରି ଉପତ୍ୟକାର ଭାଗ୍ୟ ଓ ଚିତ୍ର ପୁରାପୁରି ବଦଳାଇ ଦେବେ ବୋଲି କହିଛନ୍ତି ରାଜନାଥ।  ୨ ଦିନିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ମେହବୁବା ସହିତ ଆଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅମରନାଥ ଯାତ୍ରାର ସମୀକ୍ଷା ମଧ୍ୟ କରିବେ  କେତେକ ବିଚ୍ଛିନ୍ନତାବାଦୀ ନେତାଙ୍କ ସହ ମଧ୍ୟ ରାଜନାଥ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story