ଜମ୍ମୁରେ ଅନୁପ୍ରବେଶ ଉଦ୍ୟମ ବିଫଳ, ଜଣେ ଆତଙ୍କୀ ମୃତ

ଜମ୍ମୁ: ରାଜୌରୀର କେରୀ ସେକ୍ଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା କର୍ମୀ ବିଫଳ କରି ଦେଇଛନ୍ତି। ଗୁଳି ବିନିମୟରେ ଜଣେ ଆତଙ୍କୀର ମୃତ୍ୟୁ ଘଟିଥିବା ବେଳେ ୨ରୁ ୩ ଜଣ ପାକିସ୍ତାନକୁ ପଳାଇ ଯାଇଛନ୍ତି। ୩ରୁ ୪ ଜଣ ଆତଙ୍କୀ ସୀମା ପାର କରିବାକୁ ଉଦ୍ୟମ କରୁଥିବା ବେଳେ ବିଏସ୍‌ଏଫ୍‌ ଯବାନଙ୍କ ନଜରକୁ ଆସିଥିଲେ। ଯବାନଙ୍କ ପକ୍ଷରୁ ଗୁଳିମାଡ଼ କରାଯିବା ପରେ ଆତଙ୍କୀମାନେ ମଧ୍ୟ ଗୁଳି ଚଳାଇଥିଲେ। ପ୍ରାୟ ଅଧ ଘଣ୍ଟା ଗୁଳି ବିନିମୟ ପରେ ଜଣେ […]

kashmir

kashmir

Rakesh Mallick
  • Published: Tuesday, 21 February 2017
  • Updated: 21 February 2017, 03:48 PM IST

Sports

Latest News

ଜମ୍ମୁ: ରାଜୌରୀର କେରୀ ସେକ୍ଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା କର୍ମୀ ବିଫଳ କରି ଦେଇଛନ୍ତି। ଗୁଳି ବିନିମୟରେ ଜଣେ ଆତଙ୍କୀର ମୃତ୍ୟୁ ଘଟିଥିବା ବେଳେ ୨ରୁ ୩ ଜଣ ପାକିସ୍ତାନକୁ ପଳାଇ ଯାଇଛନ୍ତି।

୩ରୁ ୪ ଜଣ ଆତଙ୍କୀ ସୀମା ପାର କରିବାକୁ ଉଦ୍ୟମ କରୁଥିବା ବେଳେ ବିଏସ୍‌ଏଫ୍‌ ଯବାନଙ୍କ ନଜରକୁ ଆସିଥିଲେ। ଯବାନଙ୍କ ପକ୍ଷରୁ ଗୁଳିମାଡ଼ କରାଯିବା ପରେ ଆତଙ୍କୀମାନେ ମଧ୍ୟ ଗୁଳି ଚଳାଇଥିଲେ। ପ୍ରାୟ ଅଧ ଘଣ୍ଟା ଗୁଳି ବିନିମୟ ପରେ ଜଣେ ଆତଙ୍କୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ପଳାଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story