ସୁରକ୍ଷାକର୍ମୀଙ୍କ ପେଲେଟ୍‌ ଗନ୍‌ରେ ଆହତ ୧୨ ବର୍ଷ ବାଳକର ମୃତ୍ୟୁ 

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ପେଲଟ୍‌ ଗନ୍‌ରୁ ନିର୍ଗତ ଗୁଳିରେ ଆହତ ହୋଇଥିବା  ୧୨ ବର୍ଷର ବାଳକ ଜୁନୈଦ୍‌ ଅହମ୍ମଦ ଭଟ୍ଟର ଆଜି ସକାଳେ ମୃତ୍ୟୁ ହୋଇଯାଇଛି। ଏହାପରେ ଘାଟିରେ ପୁଣି ଥରେ ହିଂସା ବ୍ୟାପିବାରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଯାଇଛି। ଶ୍ରୀନଗରର ସୈଦପୌରାରେ ରହୁଥିବା ଜୁନୈଦ୍‌ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ହଠାତ୍ ପେଲଟ୍‌ ଗନ୍‌ରୁ ନିର୍ଗତ ଗୁଳି ତାଙ୍କ ମୁଣ୍ଡ ଓ  ଛାତିରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ […]

kashmir-clashes

kashmir-clashes

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 11:52 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ପେଲଟ୍‌ ଗନ୍‌ରୁ ନିର୍ଗତ ଗୁଳିରେ ଆହତ ହୋଇଥିବା  ୧୨ ବର୍ଷର ବାଳକ ଜୁନୈଦ୍‌ ଅହମ୍ମଦ ଭଟ୍ଟର ଆଜି ସକାଳେ ମୃତ୍ୟୁ ହୋଇଯାଇଛି। ଏହାପରେ ଘାଟିରେ ପୁଣି ଥରେ ହିଂସା ବ୍ୟାପିବାରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଯାଇଛି।

ଶ୍ରୀନଗରର ସୈଦପୌରାରେ ରହୁଥିବା ଜୁନୈଦ୍‌ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ହଠାତ୍ ପେଲଟ୍‌ ଗନ୍‌ରୁ ନିର୍ଗତ ଗୁଳି ତାଙ୍କ ମୁଣ୍ଡ ଓ  ଛାତିରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଶେର-ଏ-କାଶ୍ମୀର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍ ସାଇନ୍ସ (ଏସ୍‌କେଆଇଏମ୍‌ଏସ୍‌) ରେ ଭର୍ତ୍ତି କରାଯାଇଥିଲା।

ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,“ଏହି ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀମାନେ ପେଲଟ୍‌ ଗନ୍‌ ବ୍ୟବହାର କରିଥିଲେ। ତେବେ ଜୁନୈଦ ହିଂସାରେ ଭାଗ ନେଇ ନ ଥିଲେ। ସେ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା।”

ସୂଚନାଯୋଗ୍ୟ, ଗତ ଜୁଲାଇ ୯ତାରିଖରେ  ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ୍‌ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍‌ ୱାନୀଙ୍କ ମୃତ୍ୟୁ ପରେ ଘାଟିରେ ହିଂସା ବ୍ୟାପିଛି। ଏହି ହିଂସାରେ ଏଯାବତ ୯୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story